Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭୁବନେଶ୍ବର ଆସିବେ ଗଡକରୀ
ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ଇଣ୍ଡିଆନ ରୋଡ କଂଗ୍ରେସର ୮୪ତମ ଅଧିବେଶନ। ଏଥିରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି।
ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମୈଦାନରେ ଅଧିବେଶନ ଚାଲିବ ବୋଲି ସୂଚନା ମିଳିଛି।
Read More...
Read More...
ଆଜି ଅବପାତର ରୂପ ନେଇପାରେ ଲଘୁଚାପ କ୍ଷେତ୍ର
ଭୁବନେଶ୍ୱର: ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଘନୀଭୂତ ହେଉଛି। ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ହେବ। ୧୨ ଘଣ୍ଟାରେ ଲଘୁଚାପ କ୍ଷେତ୍ର ଅବପାତ ହେବାର ସମ୍ଭାବନା ରହତିଛି।
ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବିଜୁଳି!-->!-->!-->…
Read More...
Read More...
ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ବିଜେଡି ନେତା ବିକ୍ରମ ପଣ୍ଡା ଗିରଫ
ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୋଲିସ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅନ୍ୟମାନେ ହେଲେ ପୂର୍ବତନ ମେୟର ଶିବଶଙ୍କର ଦାସ (ପିଣ୍ଟୁ), ବିକ୍ରମ ପଣ୍ଡାଙ୍କ ସହଯୋଗୀ ମଦନ ଦଳେଇ ଏବଂ ପୂର୍ବତନ କର୍ପୋରେଟର ମଲେ ବିଶୋଇ।
!-->!-->…
Read More...
Read More...
ପ୍ଲାଷ୍ଟିକ୍ ଖେଳନା ସହ ବେଆଇନ୍ ଗଞ୍ଜେଇ ଚୋରାଚାଲାଣ, ମହିଳା ଗିରଫ
ବାଲିଗୁଡ଼ା: ଚତୁରତାର ସହ ପ୍ଲାଷ୍ଟିକ୍ ଖେଳନା ସହ ବେଆଇନ୍ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ିବସିଲା ପୋଲିସ୍ । କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ପୋଲିସ୍ ପଞ୍ଝାରେ ଡ୍ରାଇଭର ସହ ଦୁଇ ଆନ୍ତଃ ରାଜ୍ୟ ମହିଳା ଗଞ୍ଜେଇ ମାଫିଆ । ୨୪୫ କେଜି ୧୫୦ ଗ୍ରାମ୍ ଓଜନର ଗଞ୍ଜେଇ ସହ ପିକ୍ ଅପ୍ ଭ୍ୟାନ୍ କୁ ଜବତ!-->…
Read More...
Read More...
ସାନେ ତାକାଇଚି ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ଅଭିନନ୍ଦନ ଜଣାଇଲେ ମୋଦୀ
ନୂଆଦିଲ୍ଲୀ: ଜାପାନକୁ ମିଳିଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ଦାୟିତ୍ବ ନେଲେ ସାନେ ତାକାଇଚି। ଜାପାନର ଲିବରାଲ ଡେମୋକ୍ରାଟିକ୍ ପାର୍ଟିର ଅଧ୍ୟକ୍ଷ ସାନେ ତାକାଇଚି ମଙ୍ଗଳବାର, ଅକ୍ଟୋବର ୨୧ ତାରିଖରେ ସଂସଦ ଦ୍ୱାରା ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ସାନେ ପ୍ରଧାନମନ୍ତ୍ରୀ ଭାବରେ!-->…
Read More...
Read More...
ଦୀପାବଳି ରାତିରେ ଅଘଟଣ, ବଡ଼ଦାଣ୍ଡରେ ଯୁବକକୁ ଛୁରାମାଡ
ପୁରୀ-ପୁରୀ ଟାଉନ ଥାନା ଅନ୍ତର୍ଗତ ପାପୁଡ଼ିଆ ମଠ ସମ୍ମୁଖରେ ଯୁବକଙ୍କୁ ଛୁରାମାଡ। ଛୁରାମାଡ଼ରେ ହେମନ୍ତ ପଟ୍ଟନାୟକ ନାମକ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି।ଖଜା ଦୋକାନୀ ହେମନ୍ତଙ୍କ ସହ ବଚସା ନେଇ ଜଣେ ଦୃର୍ବୁତ୍ତ ଛୁରାମାଡ କରିଥିବା ସୂଚନା ମିଳିଛି। ଗତକାଲି ଦୀପାବଳୀ ରାତିରେ ହେମନ୍ତ!-->…
Read More...
Read More...
ପୀତବାସ ପଣ୍ଡା ହତ୍ୟା ମାମଲା, ଦିନେ କି ଦୁଇ ଦିନ ମଧ୍ୟରେ ହେବ ଫୈସଲା
ବ୍ରହ୍ମପୁର : ପୀତବାସ ପଣ୍ଡା ହତ୍ୟା ମାମଲା। ଖୁବଶୀଘ୍ର ଘଟଣାରେ ଖୁଲାସା ହେବ । ଦିନେ କି ଦୁଇ ଦିନ ମଧ୍ୟରେ ଫୈସଲା ହୋଇଯିବ । ଯାହାକୁ ପରବର୍ତ୍ତୀ ସମୟରେ ଏସ୍ପି ଜଣାଇବେ ବୋଲି ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରୁ ବିତିଲାଣି ୧୫!-->!-->!-->…
Read More...
Read More...
ସପ୍ତାହେ ଯାଏଁ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ପାଣିପାଗ ବିଭାଗର ସୂଚନା ଅନୁଯାୟୀ ମଙ୍ଗଳବାରଠାରୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ। ଆସନ୍ତାକାଲି ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ୨୦ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି!-->…
Read More...
Read More...
ଖରିଫ କପା ସଂଗ୍ରହ ପାଇଁ ଜିଲ୍ଲା ସ୍ତରୀୟ କ୍ରୟ କମିଟିର ବୈଠକ
ବୌଦ୍ଧ :- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଖରିଫ 2025 କପା ସଂଗ୍ରହ ପାଇଁ ଜିଲ୍ଲା ସ୍ତରୀୟ କପା କ୍ରୟ କମିଟିର ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ବିଭୁତି ଭୁଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପିଭି ରମଣ ରାଓ ସମସ୍ତ!-->…
Read More...
Read More...
ବିଶ୍ୱର ସବୁଠୁ ଶକ୍ତିଶାଳୀ ପାସପୋର୍ଟର ମାନ୍ୟତା ପାଇଲା ସିଙ୍ଗାପୁର, ଜାଣନ୍ତୁ ଭାରତର ସ୍ଥାନ କେତେ
ଲଣ୍ଡନ: ହେନଲି ପାସପୋର୍ଟ ସୂଚକାଙ୍କ ପକ୍ଷରୁ ଚଳିତବର୍ଷ ପାଇଁ ବିଭିନ୍ନ ଦେଶର ପାସପୋର୍ଟ ତାଲିକା ଜାରି କରାଯାଇଛି । ତଦନୁଯାୟୀ ସିଙ୍ଗାପୁର ପାସପୋର୍ଟ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସବୁଠୁ ଶକ୍ତିଶାଳୀ ପାସପୋର୍ଟ ଭାବେ ମାନ୍ୟତାଲାଭ କରିଛି । ସିଙ୍ଗାପୁର ପାସପୋର୍ଟଧାରୀ ବ୍ୟକ୍ତି!-->…
Read More...
Read More...