Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗାଧୋଇବା ବେଳେ ପୋଖୋରିରେ ବୁଡ଼ି ଦୁଇ ମହିଳା ମୃତ, ଗାଁରେ ଶୋକାକୁଳ ପରିବେଶ
ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଲିଙ୍ଗାଗଡ଼ ପଞ୍ଚାୟତ, କୁତୁଲୁମ୍ବା ନିକଟରେ ଏକ ନୂତନ ଭାବେ ଖୋଳା ଯାଇଥିବା ପୋଖୋରିରେ ବୁଡ଼ି ୨ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ମହିଳା ମାନେ ହେଲେ କୁର୍ମୁଣି ପ୍ରଧାନ, ବୟସ ୫୭ ସ୍ୱାମୀ ବଳଦେବ ପ୍ରଧାନ ସର୍ଶମହା ସାହି ଓ ସୂର୍ଯ୍ୟକାନ୍ତୀ!-->…
Read More...
Read More...
ଜିଲ୍ଲା ସ୍ତରୀୟ ଗୋ-ବନ୍ଧ୍ୟା ନିରାକରଣ ଶିବିର
ପାରଳାଖେମୁଣ୍ଡି:ଗଜପତି ଜିଲ୍ଲା ଗୋଷାଣୀ ବ୍ଲକଠାରେ ରାଷ୍ଟ୍ରୀୟ ଗୋକୁଳ ମିଶନ ଓ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଆନୁକୁଲ୍ୟରେ ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ପ୍ରାଣୀ ଚିକିତ୍ସା କାର୍ଯ୍ୟଳୟ ପରିସରରେ ଜିଲ୍ଲା ସ୍ତରୀୟ ଗୋ-ବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଓ ସଚେତନତା ସଭା ଜିଲ୍ଲା!-->…
Read More...
Read More...
ବାଇକ୍-ସ୍କୁଟି ମୁହାଁମୁହିଁ, ଯୁବତୀ ମୃତ
ପୁରୀ : ପୁରୀରେ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଗୋଟିଏ ବାଇକ ସହ ସ୍କୁଟି ଧକ୍କା ହେବା ଫଳରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ବାଙ୍କୀମୁହାଣ ରୋଡ୍ରେ ଘଟିଛି । ସ୍କୁଟିରେ ଥିଲେ ଦୁଇଜଣ ଯୁବତୀ । ବାଇକ୍!-->…
Read More...
Read More...
ଜଳ ସମସ୍ୟା ନେଇ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଟେମରା ହଂସପଡାବାସୀ
କୋକସରା:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡା ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଓ ଗ୍ରାମବାସୀ ବୁଧବାର ଜଳ ସମସ୍ୟା ନେଇ କୋକସରା ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇ ସମସ୍ୟାର ଶିଘ୍ର ସମାଧାନ କରିବା ପାଇଁ ଗୁହାରୀ କରିଛନ୍ତି ।ସୂଚନା ଅନୁସାରେ, ହଂସପଡା ଗାଁରେ ପ୍ରାୟ ୧!-->…
Read More...
Read More...
ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ
ପାରଳାଖେମୁଣ୍ଡି : ଶିଶୁ ଶ୍ରମିକ ନିରାକରଣ ନେଇ ଏକ ସଚେତନତା ରଥ ଆଜି ଜିଲ୍ଲାରେ ଶୁଭାରମ୍ଭ ହୋଇଯାଇଅଛି । ଗଜପତି ଜିଲ୍ଲା ସଦରମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସବୁଜ ପତାକା ଦେଖାଇ!-->…
Read More...
Read More...
ପୁଣି ଏକ ଅଘଟଣ,ମାଲବାହୀ ଟ୍ରେନ୍ ମାଡିଯିବାରୁ ୬ ଶ୍ରମିକ ମୃତ
ଯାଜପୁର: ରାଜ୍ୟରେ ଆଉ ଏକ ଟ୍ରେନ ଅଘଟଣ ଘଟିଛି । ବୁଧବାର ଅପରାହ୍ଣରେ ଯାଜପୁର-କେନ୍ଦୁଝରରୋଡ ଷ୍ଟେସନ୍ରେ ଟ୍ରେନ୍ ମାଡିଯିବାରୁ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଅଘଟଣ ଯୋଗୁଁ ଅନ୍ୟ ୨ ଜଣ ଆହତ ହୋଇଥିବା ଜଣାପଡିଛି । ମୃତାହତଙ୍କ ପରିଚୟ ମିଳିପାରି ନାହିଁ ।ଆଜି ଅପରାହ୍ଣ ୫ଟା ୧୫!-->…
Read More...
Read More...
ଓଲଟିଲା ପେଟ୍ରୋଲ ଗାଡି,ଗାଈ ମୃତ
ବାଲିଗୁଡା: ବାଲିଗୁଡା ଥାନା ଅନ୍ତର୍ଗତ ଗଦ୍ରିଙ୍ଗିଆ ଘାଟିର ଇର୍ପିଗୁଡା ଛକଠାରେ ଗୋଟିଏ ପେଟ୍ରୋଲ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି,ଯାହାଫଳର ଗୋଟିଏ ଗାଈର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ଗୋଟିଏ ଭାରତ ପେଟ୍ରୋଲ ଟ୍ରକ ନଂ ଓଡି ୦୪ଜି୨୬୮୧ ପାରାଦୀପରୁ ରାୟଗଡା ଅଭିମୁଖେ ଯାଉଥିବା ବେଳେ!-->…
Read More...
Read More...
ରେଳ ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ତଦାନ ଶିବିର
ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ପାଇଁ ଓଡ଼ିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଭୁବନେଶ୍ୱର ଓକାକ କ୍ୟାମ୍ପସରେ ସି. ଏସ. ଏମ ସହଯୋଗରେ ହୋଇଥିଲା । ଏହି ଶିବିରକୁ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦଘାଟନ କରିଥିଲେ । ଏହି ଶିବିରରେ ୧୨୦ ୟୁନିଟ୍!-->…
Read More...
Read More...
ଦଶପଲ୍ଲାରେ ପହଞ୍ଚିଲା ରେଳଗାଡ଼ି
ଦଶପଲ୍ଲା : ମଙ୍ଗଳବାର ପ୍ରଥମ ଥର ପାଇଁ ଦଶପଲ୍ଲା ରେଳ ଷ୍ଟେସନରେ ପହଂଚିଛି ପ୍ରଥମ ରେଳ ଗାଡ଼ି । ରେଳପଥ ନିର୍ମାଣ ପାଇଁ ଆବଶ୍ୟକ ଲୁହା ରେଳ ଧାରଣା ଧରି ପହଂଚିଛି ରେଳଗାଡ଼ି ଐରାବତ । ରେଳ ଷ୍ଟେସନ ରେ ପହଞ୍ଚିବା ପରେ ଦଶପଲ୍ଲାବାସୀଙ୍କ ପକ୍ଷରୁ ଏହି ରେଳ ଗାଡ଼ିକୁ ସ୍ୱାଗତ କରାଯିବା ସହ!-->…
Read More...
Read More...
ଦଶପଲ୍ଲା ଉପ ଡାକଘରର ସବ ପୋଷ୍ଟ ମାଷ୍ଟର ନିଲମ୍ବିତ
ଦଶପଲ୍ଲା : ଦଶପଲ୍ଲା ଉପ ଡାକଘରର ସବ ପୋଷ୍ଟ ମାଷ୍ଟର ସୁଧାଂଶୁ ଶେଖର ଛୋଟରାୟ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି । ସେ ୧୦ଦିନ ପୂର୍ବେ ଏଠାକୁ ବଦଳି ହୋଇ ଆସି କାର୍ଯ୍ୟରେ ଯୋଗଦେଇଥିଲେ । କାର୍ଯ୍ୟରେ ଯୋଗଦେବା ଦିନଠାରୁ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବାର ଅଭିଯୋଗ ହୋଇ ଆସିବା ସହିତ!-->…
Read More...
Read More...