Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାତି ଅଧରେ ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସମ୍ପତ୍ତି
ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଖୁଦପେଜ ଗ୍ରାମର ସୁନ୍ଦରଶ୍ୟାମ ଶତପଥୀଙ୍କ ଘରେ ରାତ୍ରି ସାଢେ ୯ଟାରେ ସଶସ୍ତ୍ର ଡକାୟତି ହୋଇଥିବା ସୂଚନା ମିଳିଛି । ଘରର ଜଣେ ଶିଶୁ ମୁଣ୍ଡରେ ବନ୍ଧୁକ ରଖି ପରିବାର ଲୋକଙ୍କୁ ବାନ୍ଧି ଦେଇଥିଲେ ଓ ଘରୁ ଲକ୍ଷାଧିକ ଟଙ୍କା ଓ ସୁନା ରୁପା ନେଇ ଯାଇଛନ୍ତି ।!-->…
Read More...
Read More...
ଅମଲା ସଂଘର ଧାରଣା ଓ ବିକ୍ଷୋଭ ଯୋଗୁଁ ଖାଁ ଖାଁ ସରକାରୀ ଦପ୍ତର
ସୁବର୍ଣ୍ଣପୁର: ଆଜିକୁ ସାତ ଦିନ ହେଲା ସାରା ରାଜ୍ୟର ବରିଷ୍ଠ ଓ କନିଷ୍ଠ ଅମଲାମାନେ ସେମାନଙ୍କ ଏକମାତ୍ର ଦାବି "ମିଶନ୍ ଗ୍ରେଡ୍ ପେ ୪୨୦୦’କୁ ନେଇ କାମବନ୍ଦ ଆନ୍ଦୋଳନରେ ବସିଛନ୍ତି । ଗୋଟାଏ ପଟରେ ରାଜ୍ୟରେ ଅଭୂତପୂର୍ବ ବାହାନଗାର ରେଳ ଦୁର୍ଘଟଣା ଯୋଗୁଁ ରାଜ୍ୟର ସମସ୍ତ ଶାସନ କଳ ମୃତକ ତଥା!-->…
Read More...
Read More...
ଖାଲମଡା ଗ୍ରାମରୁ ମୂଲ୍ୟବାନ କାଠ ଜବତ
ନୂଆଗାଁ : ନୟାଗଡ଼ ଜିଲ୍ଲା ମହୀପୁର ବନାଞ୍ଚଳ ଅଧିନସ୍ଥ ଖାଲମଡା ଗ୍ରାମରୁ ବନବିଭାଗ ବିଶେଷ ସୂତ୍ରରୁ ଖବରପାଇ ହଠାତ ଚଢ଼ାଉ କରି ବିଭିନ୍ନ ସ୍ଥାନରୁ ମୂଲ୍ୟବାନ କାଠ ଜବତ କରିଥିବାର ସୂଚନା ମିଳିଛି । ସୂଚନା ମୁତାବକ ବନପାଳ ରାକେଶ ସାହୁ ସମେତ ବନରକ୍ଷୀ ବିନାୟକ ଜେନା, ଶ୍ରୀକାନ୍ତ ନାୟକ,!-->…
Read More...
Read More...
ଅଲାରନାଥ ଅଣସରର ତୃତୀୟ ଦିନରେ ଶ୍ରଦ୍ଧାଳୁ ଆଣିଲେ ଫୁଲ ତୁଳସୀର ଭାର
ପୁରୀ : ଅଣସରର ତୃତୀୟ ଦିନରେ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତଙ୍କ ଭିଡ଼ ଲାଗିରହିଛି । ରାତ୍ରି ୪ଟାରୁ ଦ୍ୱାର ଫିଟା ହୋଇ ମଙ୍ଗଳ ଆଳତି, ତଡ଼ପ ଲାଗି ହେବାପରେ ସକାଳ ୫ଟା ରେ ଗୋପାଳ ବଲ୍ଲଭ ପରେ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହୋଇଛି । ଭକ୍ତମାନେ ଶୃଙ୍ଖଳିତ ଭାବରେ ଲାଇନ୍ରେ ଯାଇ ମହାପ୍ରଭୁଙ୍କ!-->…
Read More...
Read More...
ସରକାରୀ ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କୁ ପ୍ରକୃତି ମିତ୍ର ପୁରସ୍କାର
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟ । ଏହି ବିଦ୍ୟାଳୟରେ କାର୍ଯ୍ୟରତ ପ୍ରକୃତି ପ୍ରେମୀ ସହକାରୀ ଶିକ୍ଷକ ତୀର୍ଥବାସୀ ଘଡ଼ାଇ । ତାଙ୍କ ନେତୃତ୍ୱରେ ବିଦ୍ୟାଳୟରେ ଫୁଲ ବଗିଚା, ଔଷଧ ବଗିଚା, କିଚେନ ଗାର୍ଡେନ,!-->…
Read More...
Read More...
ଭରୁଆମୁଣ୍ଡା ପଞ୍ଚାୟତ ହାଇସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ
ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର ମିଳିଥିବା ଜଣାପଡ଼ିଛି । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଲୋକସେବା ଭବନ ଠାରେ ପରିବେଶ ଦିବସ ପାଳନ ଅବସରରେ!-->…
Read More...
Read More...
ନାବାଳିକାକୁ ବଳତ୍କାର ଉଦ୍ୟମ ଅଭିଯୋଗ,ଅଭିଯୁକ୍ତ ଗିରଫ
ବାଲିଗୁଡା: କୋଟଗଡ଼ ଥାନାରେ ଜଣେ ୧୧ ବର୍ଷର ନାବାଳିକାକୁ ବଳତ୍କାର କରିଥିବା ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସୂଚନାରୁ ପ୍ରକାଶ ଯେ କୋଟଗଡ ଥାନା ଅନ୍ତର୍ଗତ ପକାରି ପଂଚାୟତରେ ଜଣେ ନାବାଳିକା ତାଙ୍କ ଘରେ ଟିଭି ଦେଖିବା ସମୟରେ ଜଣେ ଯୁବକ!-->…
Read More...
Read More...
ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଘଟିଛି ଏକ ହତ୍ୟାକାଣ୍ଡ । ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡା ଗ୍ରାମର ନରେନ୍ଦ୍ର ବିନ୍ଧାଣୀ ଓ ତାଙ୍କ ଭାଇ କର୍ଣ୍ଣ ବିନ୍ଧାଣୀଙ୍କ ମଧ୍ୟରେ ସୋମବାର!-->…
Read More...
Read More...
ରକ୍ତ ଦାନ କରି ଜୀବନ ରକ୍ଷା କଲେ ଶାଶ୍ୱତ
ସୁବର୍ଣ୍ଣପୁର : କୁହାଯାଏ ରକ୍ତ ଦାନ ଏକ ମହତ୍ ଦାନ । ରକ୍ତ ଅଭାବରେ ବହୁ ସମୟରେ ଜୀବନ ଯିବାର ମଧ୍ୟ ନଜିର ରହିଛି , ମାତ୍ର କିଛି ବିରଳ ରକ୍ତ ଦାତାଙ୍କ ପ୍ରଚେଷ୍ଟାରେ ରୋଗୀଙ୍କୁ ରକ୍ତ ଦାନ କରି ଉଦାହରଣ ସୃଷ୍ଟି କରୁଥିବା ବ୍ୟକ୍ତି ମଧ୍ୟରେ ବିନିକା ବ୍ଲକ୍ ଅନ୍ତର୍ଗତ ପଲସାପାଲି ଗ୍ରାମର!-->…
Read More...
Read More...
ମୃତକଙ୍କ ପରିବାରକୁ ସହାୟତା
ପୁରୀ : ଗତକାଲି ଓମକାରେଶ୍ୱର ମନ୍ଦିର ନିକଟରେ ଦୁର୍ଘଟଣା ଘଟଣାରେ ରାକେଶ କୁମାର ନନ୍ଦ ନାମକ ଯୁବକଙ୍କର ମୃତ୍ୟୁ ଘଟିଥିଲା । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ସଦର ତହସିଲଦାର କ୍ଷୀରୋଦ କୁମାର ବେହେରା ଆଜି ଜିଲ୍ଲା ରେଡ଼କ୍ରସ ଶାଖା ପକ୍ଷରୁ ମୃତକ ରାକେଶଙ୍କ ପିତା ହରିହର!-->…
Read More...
Read More...