Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୋଲିସ ବିଭାଗ କର୍ମଚାରୀ କହି ଚିକେନ୍ ବ୍ୟବସାୟୀଙ୍କ ଠାରୁ ଫୋନ୍-ପେ ଆପ୍ ଜରିଆରେ ଅନଲାଇନ୍ ଠକେଇ ଅଭିଯୋଗ
ବାଲିଗୁଡ଼ା/ଦାରିଙ୍ଗବାଡି:ଚିକେନ୍ କିଣିବା ଆଳରେ ଚିକେନ୍ ବ୍ୟବସାୟୀଙ୍କୁ ଠକେଇ । ଫୋନ୍ ପେ ଆପ୍ ରେ ଠକି ନେଲେ ଅନ ଲାଇନ ଲୁଟେରା । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡି ଗ୍ରାମରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ଠକେଇର ଶିକାର ହୋଇଥିବା ବ୍ୟବସାୟୀ ଜଣକ!-->…
Read More...
Read More...
ପ୍ରାକୃତିକ ସମ୍ପଦକୁ ବିକ୍ରି କରିବା ବନ୍ଦ କର :ମାନବ ଅଧିକାର ସୁରକ୍ଷା ମଞ୍ଚ
ବ୍ରହ୍ମପୁର : ଦେଶର ପ୍ରାକୃତିକ ସମ୍ପଦକୁ ଯେଉଁପ୍ରକାର ଭାବେ କର୍ପୋରେଟ ହାଉସକୁ ବିକ୍ରି ଚାଲିଛି ଆଉ ଅଳ୍ପ ଦିନରେ ଏହି ସମ୍ପତ୍ତି ଶେଷ ହୋଇଯିବ, ଯାହାର ପରିଣାମ ସ୍ୱରୂପ ସମସ୍ତ ଦେଶବାସୀ ଭୋଗିବେ ବୋଲି ଆଜି ବିଶ୍ୱ ପରିବେଶ ଦିବସରେ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଥାନୀୟ ମେଡିକାଲ!-->…
Read More...
Read More...
୧୮ତମ କଣ୍ଟାମାଳ ଲୋକକଳା ଉତ୍ସବ ଉଦଯାପିତ, ରାମନାଟକ ଦୀକ୍ଷାନ୍ତ କାର୍ଯ୍ୟକ୍ରମକୁ ବହୁଳ ସଫଳତା
କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ହରିଶଙ୍କର କଳାମଣ୍ଡପ ଠାରେ ହୋଇଥିବା ୧୮ତମ ଲୋକକଳା ଉତ୍ସବ ରବିବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ କମିଟି ଅଧ୍ୟକ୍ଷ ଦିବ୍ୟଶଙ୍କର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବେ!-->…
Read More...
Read More...
ପରିବେଶର ସୁରକ୍ଷା ଓ ପଲିଥିନ ବ୍ୟବହାର ଉପରେ ରୋକ ଲଗାଇବା ଉପରେ ଜ଼ିଲ୍ଲାପାଳଙ୍କ ଆହ୍ୱାନ
ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ବନ ବିଭାଗ ଅଫିସ ସଭା ଗୃହଠାରେ ବିଶ୍ୱ ପରିବେଶ ଦିବସ ଓ ପଲିଥିନ ମୁକ୍ତ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗ ଦେଇ ଦୀର୍ଘ ୫୦ ବର୍ଷ ଯାଏ ପରିବେଶ ପାଇଁ କାର୍ଯ୍ୟକରି!-->…
Read More...
Read More...
ବିଶ୍ୱ ପରିବେଶ ଦିବସ ପାଳନ
ଦଶପଲ୍ଲା : ଦଶପଲ୍ଲା ବନ ବିଭାଗ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହାଇସ୍କୁଲର ସ୍କାଉଟ ଛାତ୍ର ଏବଂ ବନ କର୍ମଚାରୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ ହୋଇଥିଲା । ସ୍ଥାନୀୟ ମହାବୀର ମନ୍ଦିରଠାରୁ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ବନ ବିଭାଗ!-->…
Read More...
Read More...
ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ଆମ ସଂକଳ୍ପ ରଥ ଉଦଘାଟିତ
ନୂଆପଡ଼ା :ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଶିଶୁ ଶ୍ରମିକ ମୁକ୍ତ ଓଡିଶା ଆମ ସଂକଳ୍ପ ସଚେତନ ରଥକୁ ଜିଲ୍ଲାପାଳ ହେମକାନ୍ତ ସାଏ ଦ୍ୱାରା ଉଦଘାଟନ କରିଛନ୍ତି । ଜିଲ୍ଲାପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଆୟୋଜିତ କର୍ଯ୍ୟକ୍ରମରେ ଜିଲ୍ଲାପାଳ!-->…
Read More...
Read More...
କାର ଯୋଗେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ, ମାଡ଼ିବସିଲା ପୋଲିସ
ଦଶପଲ୍ଲା : ଗତକାଲି ରାତିରେ ଦଶପଲ୍ଲା ପୋଲିସ ଗଣିଆ ଦଶପଲ୍ଲା ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଗଞ୍ଜେଇ ଭର୍ତ୍ତି ଏକ କାରକୁ ଧରିବାରେ ସଫଳ ହୋଇଛି । ପୋଲିସ ସୂଚନା ଅନୁଯାୟୀ, ଦଶପଲ୍ଲା ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ବେଳେ ଯୋଗିବନ୍ଧ ନିକଟରେ ଏକ କାରକୁ ଦେଖି ପୋଲିସ ଯାଞ୍ଚ କରିଥିଲା ।!-->…
Read More...
Read More...
ନୂଆପଡ଼ା ଓ ଛତିଶଗଡ ବନ ବିଭାଗର ଚଢଉ;ବାଘ ଛାଲ ଜବତ, ୬ଜଣ ଅଟକ
ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବନ ଖଣ୍ଡ ଅଧୀନ ସୁନାବେଡ଼ା ଅଭୟାରଣ୍ୟ ପାଟଧରା ଅଞ୍ଚଳରେ ଛତିଶଗଡ ବନ ବିଭାଗ ଚଢ଼ାଉ କରିଛି । ଚଢାଉ ବେଳେ ବାଘ ଛାଲ, ନଖ, ଦାନ୍ତ,ବଜ୍ର କାଶ୍ମୀର କାତି, ଦେଶୀ ବନ୍ଧୁକ, ଫାଶ ଜବତ କରିଛି । ବାଘ ଶିକାର ସନ୍ଦେହରେ ଛଅ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି!-->…
Read More...
Read More...
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ନୂତନ ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କୁ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ସୋନପୁର ବ୍ଲକ ତରଫରୁ ସ୍ୱାଗତ କରାଯାଇଥିଲା ।!-->…
Read More...
Read More...
ବେଆଇନ୍ ଗଞ୍ଜେଇ ବୋଝେଇ କାର୍ ଜବତ,ଚାଲାଣକାରୀ ଗିରଫ
ବାଲିଗୁଡ଼ା: ବେଆଇନ୍ ଗଞ୍ଜେଇ ବୋଝେଇ କାର୍ ଜବତ କରିବାସହ ଜଣେ ଚାଲାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି କନ୍ଧମାଳ ଜିଲ୍ଲା କ.ନୁଆଗାଁ ପୋଲିସ୍ । ସୂଚନା ପ୍ରକାରେ ଆଜି ସକାଳେ ପ୍ରାୟ ୮ଟା ୪୦ ମିନିଟ୍ ସମୟରେ କ.ନୁଆଗାଁ ପୋଲିସ୍ ପକ୍ଷରୁ ଏସ୍ଆଇ ପି.କେ. ବେହେରାଙ୍କ ନେତୃତ୍ବରେ ଏକ ଟିମ୍!-->…
Read More...
Read More...