Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଇନଜୀବୀ ପୀତବାସଙ୍କ ମେରୁଦଣ୍ଡରୁ ବହାରିଲା ୯ଏମଏମ ଗୁଳି, ହତ୍ୟାକାଣ୍ଡ ପଛରେ ସାର୍ପ ସୁଟର !
ବ୍ରହ୍ମପୁର: ବ୍ରହ୍ମପୁରରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ନେଇ ଖୋଳତାଡ ଜାରି ରଖିଛି ପୁଲିସ । ହତ୍ୟାକାଣ୍ଡ ପଛରେ ସାର୍ପ ସୁଟର ଥିବା ସନ୍ଦେହ କରାଯାଉଛି । ପୀତବାସଙ୍କ ମେରୁଦଣ୍ଡରୁ ବାହାରିଥିଲା ୯ଏମ୍ଏମ୍ ଗୁଳି । ପୂର୍ବରୁ ଯୋଜନା ମୁତାବକ ସ୍ଥିତି ଉପରେ ନଜର!-->…
Read More...
Read More...
ଆସନ୍ତାକାଲି ବସିବ ବିଜେପି କୋର କମିଟି ବୈଠକ, ଘୋଷଣା ହୋଇପାରେ ନୂଆପଡା ପାଇଁ ପ୍ରାର୍ଥୀଙ୍କ ନାମ
ଭୁବନେଶ୍ବର: ଆସନ୍ତାକାଲି ବସିବ ବିଜେପି କୋର କମିଟି ବୈଠକ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବୈଠକ। ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଦୁଇ ପ୍ରଭାରୀଙ୍କ ସହ କୋର କମିଟିର ସଦସ୍ୟମାନେ ଏଥିରେ ଉପସ୍ଥିତ ରହିବେ। ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ଏବଂ!-->…
Read More...
Read More...
ବାଇକ୍ ଉପରେ ଚଢିଗଲା ଟ୍ରେଲର୍; ମା’ ମୃତ, ପୁଅ ଗୁରୁତର
ସୁନ୍ଦରଗଡ: ବିଜୁ ଏକ୍ସପ୍ରେସ୍ ଓ୍ବେରେ ଦୁର୍ଘଟଣା । ମା’-ପୁଅଙ୍କ ଉପରେ ଚଢ଼ିଗଲା ଟ୍ରେଲର । ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି । ମୃତକ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳର ଦିଲେଶ୍ୱରି ଦାସ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ହୋଇଥିବା!-->…
Read More...
Read More...
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ୧୧ ଯାଏ ଛେଚିବ ବର୍ଷା
ଭୁବନେଶ୍ୱର:ଉତ୍ତର-ପୂର୍ବ ଝାଡ଼ଖଣ୍ଡ ଏବଂ ଏହାର ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସେହିପରି ଉତ୍ତର ଉପକୂଳ ଓଡ଼ିଶାରୁ ପୂର୍ବ ତେଲଙ୍ଗାନା ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶା, ଦକ୍ଷିଣ ଛତିଶଗଡ଼ ଦେଇ ସମୁଦ୍ର ପତ୍ତନଠାରୁ ୧.୫କି.ମି. ଉଚ୍ଚରେ ଏକ ଟ୍ରପ୍ ଲାଇନ୍ ଗତି!-->…
Read More...
Read More...
୩୬ଘଣ୍ଟା ପରେ କଟକରେ କର୍ଫ୍ୟୁ କୋହଳ
କଟକ: ୩୬ଘଣ୍ଟା ପରେ କଟକରେ କର୍ଫ୍ୟୁ କୋହଳ କରାଯାଇଛି । ରବିବାର ରାତିରୁ କଟକଣା ଲାଗୁ ହୋଇଥିବା ବେଳେ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ଥିଲା କର୍ଫ୍ୟୁ କଟକଣା। ୧୦ଟା ପୂର୍ବରୁ ପୁଲିସ ପକ୍ଷରୁ କଟକଣା ନେଇ କୌଣସି ସୂଚନା ନଆସିବା ପରେ କର୍ଫ୍ୟୁ କୋହଳ କରାଯାଇଛି । ଦରଘାବଜାର ସମେତ ୧୩ଟି ଥାନା!-->…
Read More...
Read More...
ବିଜେପି ନେତା ହତ୍ୟା ଘଟଣାକୁ ଦୃଢ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବ୍ରହ୍ମପୁର ସହରର ବ୍ରହ୍ମାନଗର ଅଞ୍ଚଳରେ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଏହା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡକୁ ଦୃଢ଼!-->…
Read More...
Read More...
କାର୍ତ୍ତିକ ବ୍ରତ ପାଇଁ ମା ମାନେ ରହିଲେ ହବିଷ୍ୟାଳୀ କେନ୍ଦ୍ରରେ, ଜିଲ୍ଲାପାଳ କଲେ ଆଲୋଚନା
ପୁରୀ : ଚଳିତ ବର୍ଷ ର କାର୍ତ୍ତିକ ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୭ ତାରିଖ ଠାରୁ ଆରମ୍ଭ ହେବ।ଏହି ବ୍ରତ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ।ଗତକାଲି ସଂଧ୍ୟା ଠାରୁ ଅନଲାଇନ ମାଧ୍ୟମରେ ଆବେଦନ କରି ଯୋଗ୍ୟ ବିବେଚିତ ହୋଇଥିବା ହବିଷ୍ୟାଳୀ ମା ମାନେ ନିର୍ଦ୍ଧାରିତ କେନ୍ଦ୍ର ମାନଙ୍କ!-->…
Read More...
Read More...
ଜେଲରୁ କଏଦୀ ଚମ୍ପଟ ଘଟଣା: ଦୁଇ ୱାର୍ଡର ନିଲମ୍ବିତ
କଟକ-କଟକ ଚୌଦ୍ୱାର ଜେଲରୁ ଦୁଇ ଜଣ କଏଦୀ ଚମ୍ପଟ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ଦୁଇ ଜଣ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି । ଅଲଗା ଅଲଗା ସେଲରେ ଥିଲେ ଦୁଇ ଜଣ କଏଦୀ । ହେଲେ ଆରିରେ ରଡ୍ କାଟି କିପରି ବାହାରକୁ ପଳାଇଲେ ତାହାକୁ ନେଇ!-->…
Read More...
Read More...
ଚୌଦ୍ୱାର ଜେଲରୁ ୨ କଏଦୀ ଫେରାର
ଚୌଦ୍ୱାର: ଚୌଦ୍ୱାର ଜେଲରୁ ୨ କଏଦୀ ଫେରାର। ଫେରାର ଅପରାଧୀ ବିହାରର ରାଜା ସାହାଣୀ ଓ ମଧୁକାନ୍ତ ରାଣା ବୋଲି ଜଣାପଡ଼ିଛି। ସୂଚନା ମୁତାବକ,ଫେରାର ଦୁଇ ଅପରାଧୀ ଯାଜପୁର ପାଣିକୋଇଲି ଅଞ୍ଚଳରେ ଥିବା ପଣ୍ଡା ଅଳଙ୍କାର ଦୋକାନରୁ ଗତ ଜାନୁଆରୀ ୪ ତାରିଖରେ ଗୁଳିମାଡ଼ କରି ସୁନା ଅଳଙ୍କାର ଲୁଟ!-->…
Read More...
Read More...
ଶ୍ରୀକ୍ଷେତ୍ରରେ ନାଗା ପରମ୍ପରା
ପୁରୀ- ଶାରଦୀୟ ଦୁର୍ଗା ପୂଜାରେ ଶ୍ରୀକ୍ଷେତ୍ର ପୁରୀ ରେ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ । ଏଠାରେ ଦୁର୍ଗା ପୂଜାକୁ ଗୋଶାଣୀ ଯାତ୍ରା ଭାବେ ପାଳନ କରାଯାଏ । ଆଉ ଏହି ସମୟରେ ବିଭିନ୍ନ ସାହି ମାନଙ୍କରେ ମା’ଙ୍କର ମୃଣ୍ମୟୀ ଗୋଷାଣୀ ପ୍ରିତିମା ସହ ବିରାଟକାୟ ନାଗା ମୂର୍ତ୍ତି ପୂଜା କରିବାର!-->…
Read More...
Read More...