Browsing Category

ରାଜ୍ୟ

ନୟାଗଡ ଜିଲ୍ଲାରେ କେବେ ଆରମ୍ଭ ହେବ ମୋ ବସ୍‌ ସେବା ?

ଦଶପଲ୍ଲା : - ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସହରରେ ପର୍ଯ୍ୟାୟ କ୍ରମେ ମୋ ବସ୍‌ ସେବା ଆରମ୍ଭ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲା ଏଥିରୁ ବାଦ୍‌ ପଡିଯାଇଛି । ଜିଲ୍ଲାରେ ‘ମୋ ବସ୍‌ ସେବା କେବେ ଚାଲିବ, ସେଥି ନେଇ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ, ନୟାଗଡ଼-ବାଣିଗୋଛା
Read More...

ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ , ସର୍ଚ୍ଚ ଅପରେସନ ଜୋରଦାର

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ନିକଟସ୍ଥ ସିନ୍ଧିପଙ୍ଖାଲ ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ପୋଲିସ୍‌ । ସୂଚନା ପ୍ରକାରେ ଗୁଇନ୍ଦା ସୂଚନା ଆଧାରରେ ସମ୍ପୃକ୍ତ
Read More...

ଦଶପଲ୍ଲା ଥାନାରେ ଆମ ପୋଲିସ ସମିତି ବୈଠକ

ଦଶପଲ୍ଲା : ଦଶପଲ୍ଲା ଥାନା ପରିସରରେ ‘ଆମ ପୁଲିସ ସମିତି’ ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଦଶପଲ୍ଲା ଅଂଚଳର ବହୁ ବୁଦ୍ଧିଜୀବୀ ଓ ମାଣ୍ୟଗଣ୍ୟ ଜନସାଧାରଣ ଉପସ୍ଥିତ ଥିଲେ । ଦିନକୁ
Read More...

ମଦ ଓ ଭାଙ୍ଗ ବିକ୍ରି ଅଭିଯୋଗରେ ୩ ଗିରଫ

ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ଏବଂ ସାତପଡ଼ା ଅବକାରୀ ଥାନା ଅଧିକାରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ କୃଷ୍ଣପ୍ରସାଦ ଥାନା ଅଧୀନରେ ଚିଲିକା ନୂଆପଡା, ମାଲୁଦ ବଜ଼ାର ଏବଂ ବ୍ରାହ୍ମଣଦେଓ ଗ୍ରାମରେ ଚଢ଼ାଉକରି ତିନି ଜଣ ଆସାମୀଙ୍କୁ ବେଆଇନ
Read More...

ଟ୍ରକ-ବୋଲେରୋ ଧକ୍କା; ଦୁଇ ମୃତ, ଦୁଇ ଗୁରୁତର

ଜହ୍ନାପଙ୍କ,୨୪/୫: ଆଉ ଅଧା ଘଣ୍ଟା ପରେ ପହଞ୍ଚିଥାନ୍ତେ ବାଉଁଶୁଣି ଥାନାରେ, କିନ୍ତୁ ବିଧାନ ଥିଲା ଅଲଗା । ନିମିଷକ ମଧ୍ୟରେ ୨ ଟି ମୂଲ୍ୟବାନ ଜୀବନ ଚାଲିଗଲା । ବୌଦ୍ଧ-ବଲାଙ୍ଗୀର ଜାତୀୟ ରାଜପଥ ନଂ ୫୭ର କମଳପୁର ଛକ ନିକଟରେ ଆଜି ଭୋର ପ୍ରାୟ ୪ ଟା ୧୦ ମିନିଟ ସମୟରେ ଏକ ଟ୍ରକ୍‌ ନଂ ଓଡ଼ି ୨୫ ଏମ
Read More...

ଅନୁଷ୍ଠିତ ହେଲା ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଦଶପଲ୍ଲା : ଖଣ୍ଡପଡା ସହରର ଶୁଭ ମଣ୍ଡପ ପରିସରରେ ନୟାଗଡ଼ ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଲାଲା ମନୋଜ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର, ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ପ୍ରଭାରୀ
Read More...

କନ୍ଧମାଳରେ ଲଜ୍ଜା;ଆଠ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ,ପରିବାର ପକ୍ଷରୁ ଥାନରେ ଏତଲା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡର କୋଟଗଡ଼ ଥାନା ଅନ୍ତର୍ଗତ ମଦାଙ୍ଗି ଗ୍ରାମରେ ପୁଣି ଏକ ଲଜ୍ଜା ଜନକ ଘଟଣା ଘଟିଥିବା ଜଣାପଡ଼ିଛି । ସେହି ଅଞ୍ଚଳର ସମ୍ପୃକ୍ତ ଜଣେ ଯୁବକ ଘରେ ଦୁଇଜଣ ନାବାଳିକା ଟିଭି ଦେଖୁଥିବା ବେଳେ ଜଣେ ନାବାଳିକାକୁ ଘରୁ ତଡ଼ିଦେଇ ଅନ୍ୟ ଜଣେ ଆଠ ବର୍ଷର
Read More...

୧୬ ପ୍ରହର ପଞ୍ଚ ମହାଯଜ୍ଞ ପାଇଁ କଳସ ଯାତ୍ରା

ଘୁ.ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ୧୨ ନମ୍ୱର ୱାର୍ଡ଼ କନବାଗିରି ଗ୍ରାମ ରାବାନାଜୁଠାରେ ୧୬ ପ୍ରହର ବିଶ୍ୱଶାନ୍ତି ପଞ୍ଚ ମହାଯଜ୍ଞ ନିମନ୍ତେ ନିକଟସ୍ଥ ନଦୀ ପୀଠରେ ପୂଜାର୍ଚ୍ଚନା ପରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସହ ବିଶ୍ୱବାସୀଙ୍କ ମଙ୍ଗଳ
Read More...

ଭାରତୀୟ ପ୍ରଶାସନିକ ସେବାରେ ହରେକୃଷ୍ଣ ମେହେରଙ୍କ ସଫଳତା

ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ହାତୀବନ୍ଧା ଗ୍ରାମର ହରେକୃଷ୍ଣ ମେହେର ଭାରତୀୟ ପ୍ରଶାସନୀକ ସେବାରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଥିବା ଜଣାପଡିଛି । ତାଙ୍କ ପିତା ସଦାଶିବ ମେହେର ଜଣେ ସାଧାରଣ ଚାଷୀ ଓ ମାତା ଯୁକ୍ତି ମେହେର ଗୃହିଣୀ ହୋଇଥିବା ବେଳେ ଗାଁ ସ୍କୁଲରେ
Read More...

ଜୋରସୋରରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ରୀ: ମହାପ୍ରଭୁ ରଥ ନିର୍ମାଣରେ ଲାଗିଛନ୍ତି ରଥ ନିର୍ମାଣ କାରି ସେବକ । ରଥଖଳା ରେ ତିନିରଥ ର ମହାରଣା ମାନଙ୍କ ଦ୍ୱାରା ଗରଗରା, ଚଉଦ ନାହାକା , ଚାରି ନାହାକା ଏବଂ ପାଞ୍ଚ ଦଣ୍ଡା ନିର୍ମାଣ ଆଗେଇ ଚାଲିଥିବା ବେଳେ ତିନି ରଥର ରୂପକାର ସେବକ ଙ୍କ ଦ୍ୱାରା କୋଣ ଗୁଜ ଏବଂ ସାଲ ଗୁଜରେ ନୃସିଂହ ରୂପ
Read More...