Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଂଜେଇ ମାମଲାରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ହରଭଙ୍ଗା : ଜାତୀୟ ରାଜପଥ ନମ୍ବର୍ ୫୭ର ବୌଦ୍ଧ ଥାନା ରାମ୍ଭିକଟା ଗ୍ରାମ ନିର୍ମାଣାଧିନ ଟୋଲ ଗେଟ୍ ନିକଟରୁ ଗତକାଲି ଏକ ଗ୍ଲେମୋର୍ ବାଇକ୍ ସହ ଜବତ୍ ହୋଇଥିବା ୨୨ କେଜି ୧୦୦ ଗ୍ରାମ୍ ଗଂଜେଇ ଜବତ୍ ମାମଲାର ୩ ଅଭିଯୁକ୍ତଙ୍କୁ ବୌଦ୍ଧ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।!-->…
Read More...
Read More...
ଜଙ୍ଗଲରୁ ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
ବାଲିଗୁଡ଼ା: ନିଖୋଜ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାଦେକେତା ଗାଁ ନିକଟସ୍ଥ ଜଙ୍ଗଲରୁ ଜଣେ ଯୁଵକଙ୍କ ଗଳିତ ଶବ ଉଦ୍ଧାର କରିଛି ବାଲିଗୁଡ଼ା ପୋଲିସ । ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ମୃତଦେହ ପଠାଯାଇଛି । ସମ୍ପୃକ୍ତ ଯୁବତୀଙ୍କ ଗଳିତ ଶବ ଠାବ ପରେ!-->…
Read More...
Read More...
ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
ବୌଦ୍ଧ,୨୨/୫:- ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଏକ ବିଶେଷ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ସ୍ଥାନୀୟ ଟାଉନହଲ ଠାରେ ଅନୁଷ୍ଠିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ତରଫରୁ କନ୍ଧମାଳ ଲୋକସଭାର ପ୍ରଭାରୀ ଶ୍ରୀ!-->…
Read More...
Read More...
ମଥୁରା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟମେଳା
ହରଭଙ୍ଗା,୨୨/୫:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ଉପସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ୱାସ୍ଥ୍ୟ ମେଳାରେ ଶତାଧିକ ଲୋକଙ୍କ ବ୍ଲଡପ୍ରେସର, ଡାଇବେଟିସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍୍ୟଗତ ସମସ୍ୟାର ପରୀକ୍ଷଣ କରାଯାଇ!-->…
Read More...
Read More...
ଗୁନ୍ଦୁଳିଆ ପଞ୍ଚାୟତରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
ବୌଦ୍ଧ ୨୨/୦୫:- ବୌଦ୍ଧ ବ୍ଳକ ଗୁନ୍ଦୁଳିଆ ପଞ୍ଚାୟତ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନମୋହନ ପାତ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଉପ ଜିଲ୍ଲାପାଳ!-->…
Read More...
Read More...
ବୌଦ୍ଧରେ ଜିଲ୍ଲାସ୍ତରୀୟ ଯୋଗାସନ ପ୍ରତିଯୋଗିତା, ୧୨ ଜଣ ରାଜ୍ୟସ୍ତରକୁ ମନୋନୀତ
ବୌଦ୍ଧ,୨୨/୫:- ଆଜି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜୁନିଅର ବାଳକ ବାଳିକା ଓ ସିନିଅର ବାଳକ ବାଳିକାଙ୍କୁ ନେଇ ଅଭ୍ୟାସ ହୋଇଥିଲା । ମୁଖ୍ୟଅତିଥି ଭାବେ!-->…
Read More...
Read More...
ବୁଢିମା ମନ୍ଦିର ପ୍ରତିଷ୍ଠା ପାଇଁ ଢେରାପଡା ଚଳଚଞ୍ଚଳ
ସୁବର୍ଣ୍ଣପୁର,: ପଣ୍ଡିତଙ୍କ ମନ୍ତ୍ର ଧ୍ୱନିରେ ଭାବଗମ୍ଭୀର ହୋଇଉଠିଛି ଢେରାପଡା ସ୍ଥିତ ସମଗ୍ର ପରିବେଶ ।ଗତକାଲି କଳସାଧିବାସ ପରେ ମଣ୍ଡଳପୂଜନ କ୍ରମରେ ଗୌରୀ ତିଳକ ମଣ୍ଡଳ,ବାସ୍ତୁ ମଣ୍ଡଳ,କ୍ଷେତ୍ରପାଳ ମଣ୍ଡଳ, ନବଗ୍ରହ ମଣ୍ଡଳ, ବିଷ୍ଣୁ ସର୍ବତୋଭଦ୍ର ମଣ୍ଡଳ, ଦୁର୍ଗା ସର୍ବତୋ ଭଦ୍ର!-->…
Read More...
Read More...
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ
ପାରଳାଖେମୁଣ୍ଡି,୨୨/୫:- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କୁମୁଲିଶିଂ ଗ୍ରାମପଞ୍ଚାୟତର ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର!-->…
Read More...
Read More...
ଶୁଖିଲା ଡାଳ ହାଣୁଥିଲେ, ଗଛରୁ ପଡି ଯୁବକଙ୍କ ମୃତ୍ୟୁ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧୀନରେ ଥିବା କଇଁଝର ଗ୍ରାମପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ଥାନୀୟ କଇଁଝର ଗ୍ରାମର ଯକ୍ଷ୍ୟ ବିଶୋଇଙ୍କ ପୁଅ ଲଙ୍କେଶ୍ୱର ବିଶୋଇ (୪୬)ଜାଳେଣି କାଠ ସଂଗ୍ରହ କରିବାପାଇଁ ନିକଟସ୍ଥ ଏକ ବରଗଛ ଉପରେ ଚଢି ଏକ ଶୁଖିଯାଇଥିବା ଡାଳକୁ!-->…
Read More...
Read More...
ମଧ୍ୟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୪୩ ବର୍ଷ ପରେ ମିଳିଲା ପଟ୍ଟା
ପାଟଣାଗଡ଼,୨୨/୫:- ମଧ୍ୟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ୪୩ ବର୍ଷ ପରେ ଜମି ପଟ୍ଟା ପାଇଲା । ଯାହା ତତ୍କାଳୀନ ସଭାପତି ସ୍କୁଲ ନାମରେ ୧ ଏକର ଜମି କିଣି ଥିଲେ କିନ୍ତୁ ତାହା ପଟ୍ଟା ହୋଇନଥିଲା ଏବର୍ଷ ସ୍କୁଲ କମିଟି ଜମି ଦାଖଲ ଖାରଜ ପାଇଁ ୮୯୪/୨୨ ଓ ୮୯୫/୨୨ ଆବେଦନ କରିଥିଲେ!-->…
Read More...
Read More...