Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୋଲିସ୍ ହାତରେ ଧରା ପଡିଲେ ଟ୍ରକ ଚୋରି ଗ୍ୟାଙ୍ଗ
ଚମ୍ପୁଆ:ଚୋର ଘର ସବୁଦିନ ଅନ୍ଧାର ନଥାଏ, ଦିନେ ଆଲୁଅ ହୁଏ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଚମ୍ପୁଆ ପୋଲିସ୍ । ଓଡିଶାରେ ଚୋରି ହୋଇଥିବା ଟ୍ରକକୁ ଶେଷରେ ଝାଡଖଣ୍ଡ ରାଜ୍ୟରେ ଉଦ୍ଧାର କରିବା ସହିତ ଚୋରିରେ ବ୍ୟବହୃତ ଧଳା ସ୍କ୍ରପିଓ ଗାଡିକୁ ଜବତ କରି ୫ଜଣ ଚୋରଙ୍କୁ ଧରିବାରେ ସଫଳ ହୋଇଛନ୍ତି ।!-->…
Read More...
Read More...
ଘର ଭାଙ୍ଗି ବୃଦ୍ଧଙ୍କ ସମେତ ମା ଓ ଝିଅ ଆହତ
ନନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରୁଗୁଡା ଗ୍ରାମର ସାଇବାଣୀ ମାଳୀ ବୟସ ପ୍ରାୟ ୩୦ବର୍ଷ । ପିଲା ଛୁଆ ୩ ସାଙ୍ଗରେ ୬୦ ବର୍ଷ ବୟସର ଶ୍ୱଶୁର । ବୟସର ପ୍ରାରମ୍ଭରେ ଦଇବର ଦାଉ ଯୋଗୁଁ ଗତ ଜାନୁଆରୀ ମାସରେ ସ୍ୱାମୀ ହଠାତ୍ ଉଚ୍ଚ!-->…
Read More...
Read More...
ହୃଦଘାତରେ ଯୁବକଙ୍କ ମୃତ୍ୟୁ, ୩୦ରେ ଥିଲା ବାହାଘର
ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମହଦା ପଞ୍ଚାୟତ ଅନ୍ତର୍ଗତ କୁମାରକେଲି ଗାଁର ଜଣେ ଯୁବକ ଅଚାନକ ହୃଦଘାତରେ ଶିକର ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ରାମ ପଧାନଙ୍କ ପୁତ୍ର ପିଣ୍ଟୁ ପଧାନ (୨୫) ବୋଲି ଜଣାଯାଇଛି । ତାଙ୍କୁ ବୀରମହାରାଜପୁର ଉପଖଣ୍ଡ!-->…
Read More...
Read More...
ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ ବୌଦ୍ଧ ଶାଖା ତରଫରୁ ସମ୍ବର୍ଦ୍ଧନା ସଭା
ହରଭଙ୍ଗା : ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ(ଆରଏସ୍ଏପି) ବୌଦ୍ଧ ଓଡିଶା ଆନୁକୂଲ୍ୟରେ ହାଭେଷ୍ଟ ବ୍ଲେସିଙ୍ଗ ହୋମ ହରଭଙ୍ଗା ବ୍ଲକ ସାନବାଗବର ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ!-->…
Read More...
Read More...
ପଶ୍ଚିମ ଓଡ଼ିଶା କୈବର୍ତ୍ତ ସମାଜର ମହାମିଳନ ଉତ୍ସବ ପାଇଁ ଶୁଭ ଖମ୍ବ ସ୍ଥାପନ
ଜହ୍ନାପଙ୍କ: ବୌଦ୍ଧ ବ୍ଲକ୍ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଜଗତି ନିକଟସ୍ଥ ହନୁମାନ ମନ୍ଦିର ପରିସରରେ ଥିବା ମା' ବାସେଳି ଦେବୀ ନିକଟରେ ଆସନ୍ତା ଜୁନ ୧୧ ଓ ୧୨ ତାରିଖରେ ବୌଦ୍ଧ ଜିଲ୍ଲା ୨୦ ଘର କୈବର୍ତ୍ତ (କେଉଟ)ସମାଜ ଆନୁକୁଲ୍ୟରେ ହେବାକୁ ଥିବା ପଶ୍ଚିମଓଡ଼ିଶା କୈବର୍ତ୍ତ ସମାଜର!-->…
Read More...
Read More...
ଭତ୍ତା ପାଇଁ ବ୍ୟାଙ୍କ ଆସି ବେହୋସ ହେଲେ ୮୦ବର୍ଷୀୟ ବୃଦ୍ଧ
ପାଟଣାଗଡ଼ : ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ କୁଦେଭଟର ଗାଁର ବୃଦ୍ଧ ବୟସ ୮୦ ପାର । ଜରାଜୀର୍ଣ୍ଣ ଶରୀର । ହାଡ ଉପରେ କେବଳ ଚର୍ମର ଆସ୍ତରଣ । ଉଦୁଉଦିଆ ଦ୍ୱିପହରରେ ବେହୋସ୍ ହୋଇ ତଳେ ପଡିଛନ୍ତି ଏଇ ବୃଦ୍ଧ ଜଣଙ୍କ । ପାଖରେ ବୃଦ୍ଧା ପତ୍ନୀ ତାଙ୍କୁ ସାଷ୍ଟାଙ୍ଗ କରିବା ପାଇଁ!-->…
Read More...
Read More...
ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଗସ୍ତରେ ପହଞ୍ଚିଛନ୍ତି ୫- ଟି ସଚିବ ଭିକେ ପାଣ୍ଡିଆନ୍ । ସକାଳୁ ପ୍ରଥମେ ସିନାପାଲି ବ୍ଲକ ନିଲଜି ଗଡ଼ରାମାଲ ଗାଁରେ ପହଞ୍ଚିଛନ୍ତି । ସେଠି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ପରେ ସ୍ଥାନୀୟ ଜନସାଧାରଣଙ୍କୁ ସାକ୍ଷାତ କରି ବିଭିନ୍ନ!-->…
Read More...
Read More...
ବୁଢିମା’ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା
ସୁବର୍ଣ୍ଣପୁର: ସହରର ଢେରାପଡା ଠାରେ ସଂପୂର୍ଣ୍ଣ ଦକ୍ଷିଣଭାରତୀୟ ଢାଞ୍ଚାରେ ନୂତନ ଭାବେ ନିର୍ମିତ ମାଁ ବୁଢିମାଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବର ଆଦ୍ୟପର୍ବ ଭାବରେ ଆଜି ସକାଳେ ସହରର ଶତାଧିକ ମହିଳାଙ୍କ ଦ୍ୱାରା ଚିତ୍ରୋତ୍ପଳା ମହାନଦୀର ପବିତ୍ର ଜଳ ସ୍ଥାନୀୟ ରାଜାଘାଟରେ ପୂଜାର୍ଚ୍ଚନା କରି!-->…
Read More...
Read More...
ମାଟ୍ରିକ ପରୀକ୍ଷାରେ ବାଲିଗୁଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଫଳତା, ତାରା ପ୍ରସାଦ ସୁଆର ବାଲିଗୁଡ଼ା ଟପ୍ପର
ବାଲିଗୁଡ଼ା: ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଖୁସିର ଲହରୀ ଖେଳିଯାଇଛି । ବିଦ୍ୟାମନ୍ଦିରର ଛାତ୍ର ତାରା ପ୍ରସାଦ ସୁଆର ଦଶମ ଶ୍ରେଣୀ ପରୀକ୍ଷାରେ ଶତକଡ଼ା ୯୩.୬ ପ୍ରତିଶତ ମାର୍କ ରଖି ସଫଳତା ହାସଲ କରିବା ସହ ବାଲିଗୁଡା!-->…
Read More...
Read More...
ଜଙ୍ଗଲି ମାଂସ ଜବତ, ଆସାମୀ ଫେରାର
ନୂଆଗାଁ : ନୟାଗଡ ଜିଲ୍ଲା ବେରୁଆଂବାରି ପଂଚାୟତ ମଣିଆକାଟ ଅଞ୍ଚଳରୁ ଜଙ୍ଗଲି ମାଂସ ଜବତ ହୋଇଛି । ସୂଚନା ମୁତାବକ ଘଞ୍ଚ ଜଙ୍ଗଲ ମଧ୍ୟରେ ଭୋଜି ଭାତର ଆସର ଜମିଥିଲା । ବନବିଭାଗ ଖବର ପାଇ ସେଠାରେ ପହଞ୍ଚିଲା । ବାହାଡଝୋଲା ବନପାଳ ସନାତନ ସ୍ୱାଇଁ ଏ ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ । ଘଟଣା!-->…
Read More...
Read More...