Browsing Category

ରାଜ୍ୟ

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ବିଦାୟକାଳୀନ ଉତ୍ସବ ପାଳିତ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଆଜି ଇତିହାସ ବିଭାଗର ଶେଷ ବର୍ଷ ଛାତ୍ର ଛାତ୍ରୀମାନଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ଆୟୋଜିତ ସଭାରେ ଇତିହାସ ବିଭାଗର ଅଧ୍ୟାପକ ଲଳିତ କୁମାର ମେହେର ସଭାପତିତ୍ୱ
Read More...

କୋକସରା ଗସ୍ତରେ ଫାଇଭ -ଟି ସଚିବ;ବୁଢାରଜା ମନ୍ଦିର, କରକ ଜଳପ୍ରପାତ ଓ ଡୋକରୀଚଞ୍ଚରାର ହେବ ଉନ୍ନତିକରଣ

କୋକସରା : ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଥିବା ଫାଇଭ -ଟି ସଚିବ ଭି.କାର୍ତ୍ତିକେୟାନ ପାଣ୍ଡିଆନ ଆଜି କୋକସରା ବ୍ଲକ ଗସ୍ତ କରିଥିଲେ । ସେ ଏହି ଅବସରରେ ଆମପାଣି ବୁଢାରଜା ମନ୍ଦିର ଠାରେ ପହଞ୍ଚି ପ୍ରଭୁ ବୁଡ଼ାରାଜାଙ୍କ ଦର୍ଶନ କରି ଅଳ୍ପ ସମୟର ଉଦବୋଧନ ଦେଇଥିଲେ । ସେ ଜୟ ବୁଢାରଜାରୁ
Read More...

ଦାରିଙ୍ଗବାଡିର ସୁପର ମା’,ପୁଅ ଠାରୁ ଅଧିକ ନମ୍ବର ରଖି ମାଟ୍ରିକ ପାସ୍‌ କଲେ

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ ଦେଖିବାକୁ ମିଳିଛି ଭିନ୍ନ ଏକ ଘଟଣା । ଦାରିଙ୍ଗବାଡ଼ିର ସୁପର ମା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଦାରିଙ୍ଗବାଡ଼ି ଲୋହରା ସାହିର ମା ପୁଅ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି । ହେଲେ ୪୭ ବର୍ଷୀୟ ମା ସୁଜାତା ନାୟକ ୧୬ ବର୍ଷର ନିଜ
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବଲାଙ୍ଗୀର ଗସ୍ତ : ବିଭିନ୍ନ ପ୍ରକଳ୍ପର ଭିତ୍ତି ସ୍ଥାପନ

ଭୁବନେଶ୍ୱର :ଆଜି ପୂର୍ବାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସି ଟିଟିଲାଗଡ଼ ସହରରେ ମାନ୍ୟବର ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ସହ ଟିଟିଲାଗଡ଼ ସେଫ ସିଟି ପ୍ରକଳ୍ପର ଭିତ୍ତି
Read More...

ମାଟ୍ରିକ ପରୀକ୍ଷା ଫଳରେ ବିଜରାଗୁଡ଼ା କନ୍ୟାଶ୍ରମର ରାଜ୍ୟ ସ୍ତରୀୟ ସଫଳତା

ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ବିଜରାଗୁଡା ଉଚ୍ଚ ବାଳିକା ବିଦ୍ୟାଳୟର ସର୍ବମୋଟ ୧୧୧ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ଭଲ ନମ୍ବର ରଖି ପାସ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଏ-୨ରେ ୨୩ ଜଣ, ବି-୧ରେ ୭୦ଜଣ ଏବଂ ବି-୨ରେ ୧୮ ଜଣ ପାସ ହୋଇଥିବା
Read More...

ଏଏମସିଏସ ମହାବିଦ୍ୟାଳୟରେ ଖୋଲିଲା ପିଜି

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟରେ ୨୦୨୩-୨୦୨୪ ଶିକ୍ଷାବର୍ଷ ପାଇଁ ସ୍ନାତକୋତ୍ତରରେ ଓଡ଼ିଆ, ଇତିହାସ, ରାଜନୀତି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଏହି ପାଞ୍ଚୋଟି ବିଭାଗରେ ପିଜି ପଢିବା ପାଇଁ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅନୁମତି
Read More...

ପୁରୀ ଆରଟିଓଙ୍କ ଦ୍ୱାରା ଓଭର ଲୋଡିଙ୍ଗ ଅଟୋକୁ ୨୯,୫୦୦ ଟଙ୍କା ଫାଇନ

ପୁରୀ : ଆଜି ପୁରୀ ଜ଼ିଲ୍ଲା ପୁରୀ-କୋଣାର୍କ ରୋଡ଼ ରେ ୧୪ ଜଣ ପାସେଞ୍ଜରଙ୍କୁ ନେଇ ବିପଦଜନକ ଭାବେ ଦ୍ରୁତ ଗତିରେ ଯାତ୍ରା କରୁଥିବା ଏକ ଅଟୋ ଯାନକୁ ପିଛା କରି ପୁରୀ ଆରଟିଓ ରବୀନ ପଟ୍ଟନାୟକ ଫାଇନ କରି ସିଜ କରିଛନ୍ତି । ଶ୍ରୀ ପଟ୍ଟନାୟକ ଏ ଅଞ୍ଚଳକୁ ଅଚାନକ ପରିଦର୍ଶନରେ ଯାଉଥିବା ବେଳେ ବେନିୟମ
Read More...

୫-ଟି ସଚିବଙ୍କ ଦୁଇଦିନିଆ କଳାହାଣ୍ଡି ଗସ୍ତ,ସ୍ମାର୍ଟ ହେବ କଳାହାଣ୍ଡି ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍‌ ଆଜି ତିନିଦିନିଆ କଳାହାଣ୍ଡି ଓ ନୂଆପଡା ଗସ୍ତରେ ଯାଇ ପ୍ରଥମ ଦିନରେ ଉତ୍‌କେଲା, ମଦନପୁର ଓ ଭବାନୀପାଟଣା ଯାଇ ବିଭିନ୍ନ ବିକାଶ କାମ ବୁଲିଦେଖିବା ସହ ଛାତ୍ରଛାତ୍ରୀ, ମହିଳା,
Read More...

ଡାକ୍ତର ହୋଇ ରୋଗୀ ସେବା କରିବି: ଆଶୀର୍ବାଦ

ସୁବର୍ଣ୍ଣପୁର:-ସୁବର୍ଣ୍ଣପୁର ଜ଼ିଲ୍ଲା ସଦର ମହକୁମା ବଡ଼ବଜାର ନିବାସୀ ସାହାରା ଟ୍ରଷ୍ଟ ହାଇସ୍କୁଲର ଛାତ୍ର ଆଶୀର୍ବାଦ ତ୍ରିପାଠୀ ୫୭୩ ତଥା ୯୫.୫୦% ମାର୍କ ରଖି ସମଗ୍ର ଜ଼ିଲ୍ଲାର ସେକେଣ୍ଡ ଟପ୍ପର ହୋଇ ସ୍କୁଲ ତଥା ଜ଼ିଲ୍ଲାର ଗୌରବ ବଢାଇଛନ୍ତି । ଶ୍ରୀମାନ ତ୍ରିପାଠୀ କ୍ଲାସ ୩ରୁ ସବୁ ମେଧା
Read More...

ଚଳିତ ବର୍ଷ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ଯୋଗାଇ ଦିଆଯାଉଛି ରିହାତି ଦରରେ ଧାନ ବିହନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ଅବସ୍ଥିତ । ଜିଲ୍ଲାରେ ମୁଖ୍ୟତଃ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ । ଜିଲ୍ଲାର ୭ ଟି ବ୍ଳକ ମଧ୍ୟରୁ ମୁଖ୍ୟତଃ କାଶୀନଗର, ଗୁମ୍ମା, ଗୋଶାଣୀରେ ଅଧିକା ଧାନ ଚାଷ ହୋଇଥାଏ । ଜଳ ସେଚନ ସୁବ୍ୟବସ୍ଥା
Read More...