Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭୁବନେଶ୍ଵର ବିମାନବନ୍ଦରରେ ମିଳିବ ଶସ୍ତା ଖାଦ୍ୟପାନୀୟ, ଉଡାନ ଯାତ୍ରୀ କାଫେର ଶୁଭାରମ୍ଭ
ଭୁବନେଶ୍ୱର : ଭୁବନେଶ୍ଵର ବିମାନବନ୍ଦରରେ ଏବେ ମିଳିବ ଶସ୍ତା ଖାଦ୍ୟପାନୀୟ। ଏୟାରପୋର୍ଟ ଭିତରେ ଉଡାନ ଯାତ୍ରୀ କାଫେର ଶୁଭାରମ୍ଭ। ୧୦ ଟଙ୍କାରେ ଚା, କଫି, ପାଣି ବୋତଲ ଓ ନଡ଼ିଆ ଲଡ଼ୁ ମିଳିବ। ସେହିପରି ୨୦ ଟଙ୍କାରେ ସିଙ୍ଗଡ଼ା ମିଳିବ। ସବୁ ଯାତ୍ରୀ ଏହି ସୁଲଭ ସୁବିଧା ନେଇ ପାରିବେ। ଉଡାନ!-->…
Read More...
Read More...
୨୮ ତାରିଖ ଯାଏ ଲାଗି ରହିବ ବର୍ଷା
ଭୁବନେଶ୍ୱର: ଆହୁରି ୩ ଦିନ ଛେଚିବ ବର୍ଷା। ସୋମବାର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁରରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୨୮ ତାରିଖ ଯାଏ ବର୍ଷା ଲାଗି ରହିବ।
ସେହିଭଳି ବଜ୍ରପାତ ପାଇଁ ବାଲେଶ୍ୱର, ଭଦ୍ରକ,!-->!-->!-->…
Read More...
Read More...
ଭିଜିଲାନ୍ସ ଜାଲରେ ପୋଲିସ ଏସ୍ଆଇ
ବରଗଡ଼: ବରଗଡ଼ ଜିଲା ବିଜେପୁର ଥାନାରେ କାର୍ଯ୍ୟରତ ପୋଲିସ ଏସ୍ଆଇ ଜଗା ବରିହା ସୋମବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣେ ସ୍କ୍ରାପ ବ୍ୟବସାୟୀଙ୍କଠାରୁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲା। ତାଙ୍କ ପାଖରୁ ଲାଞ୍ଚ କାରବାରରେ ବ୍ୟବହୃତ ୭ହଜାର ଟଙ୍କା!-->…
Read More...
Read More...
ବ୍ଲକ୍ ସ୍ତରୀୟ ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ସଂସ୍କୃତ ଦିବସ ସମାରୋହ-୨୦୨୫ ପାଳିତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାରଖମା ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ସଂସ୍କୃତ ଦିବସ ସମାରୋହ-୨୦୨୫ ଆନନ୍ଦ ଉଲ୍ଲାସର ସହ ପାଳନ ହୋଇଯାଇଛି । ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବାରଖମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର!-->…
Read More...
Read More...
ଆରମ୍ଭ ହେଲା ପିଜି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା
ଭୁବନେଶ୍ୱର: ଆରମ୍ଭ ହେଲା ସ୍ନାତକୋତ୍ତର (ପିଜି) ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ । ଗତ ଶନିବାରଠାରୁ ଆସନ୍ତା ୩ ତାରିଖ ଯାଏ ସାମ୍ସ ୱେବସାଇଟ୍ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୯ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ!-->…
Read More...
Read More...
ଅନ୍ତ୍ୟୋଦୟ ଗୃହ ଯୋଜନା; ବଢ଼ିଲା ପ୍ରୋତ୍ସାହନ ରାଶି ପ୍ରଦାନ ଅବଧି
ଭୁବନେଶ୍ୱର,: ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରୋତ୍ସାହନ ରାଶି ପ୍ରଦାନ ନିୟମ ଆଂଶିକ ବଦଳିଛି । ପୂର୍ବରୁ ୪ ମାସରେ ଘର ସାରିଲେ ୨୦ ହଜାର ଟଙ୍କା ମିଳୁଥିଲା । ଏଣିକି ୪ ମାସ ବଦଳରେ ୬ ମାସରେ ଘର ନିର୍ମାଣ ସାରିଲେ ବି ୨୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ । ସେହିଭଳି ୬ ମାସ ବଦଳରେ ୮!-->…
Read More...
Read More...
ନୂଆଁଖାଇ ପାଇଁ ସମଲେଇ ମନ୍ଦିରକୁ ଆସିଲା ନୂଆ ଧାନ, ୨୮ରେ ମା’ଙ୍କ ଠାରେ ଲାଗି ହେବ ନବାନ୍ନ
ସମ୍ବଲପୁର: ନୂଆଁଖାଇ ପାଇଁ ସମଲେଇ ମନ୍ଦିରକୁ ଆସିଲା ନୂଆ ଧାନl ବଲବସପୁରର ସୁବାଷ ବେହେରା ସପରିବାର ନୁଆଁ ସାରିଆ ଧାନ ଆଣି ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କୁ ଦେଇଥିଲେlପ୍ରଚଳିତ ପରମ୍ପରା ଅନୁସାରେ ନନ୍ଦୋତ୍ସବ ତିଥିରେ ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶାର!-->…
Read More...
Read More...
୧୨ଟି ଗେଟ୍ ରେ ହୀରାକୁଦରୁ ଜଳ ନିଷ୍କାସନ ଜାରି
ସମ୍ବଲପୁର: ଆସନ୍ନ ଲଘୁଚାପକୁ ଦୃଷ୍ଟିରେ ରଖି ରୁଲ୍କର୍ଭ ନିୟମ ଅନୁସାରେ ହୀରାକୁଦ ଜଳଭଣ୍ଡାରରେ ଜଳପତ୍ତନ ନିମନ୍ତ୍ରଣ ଓ ସୁପରିଚାଳନା ପାଇଁ ଆଗୁଆ ବ୍ୟବସ୍ଥା ସ୍ବରୂପ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ ହୋଇଛି। ଫଳରେ ପ୍ରଥମେ ଶନିବାର ୮ଟି ସ୍ଲୁଇସ୍ ଗେଟ୍!-->…
Read More...
Read More...
ବର୍ଷା ଋତୁରେ ଜ୍ୱର ଆଉ ଥଣ୍ଡା ଭୟ
ଭୁବନେଶ୍ୱର: ବର୍ଷା ଋତୁରେ ଜ୍ୱର ଆଉ ଥଣ୍ଡା ଭୟ । ରାଜ୍ୟରେ ଏବେ ଅଣାୟତ୍ତ କଲାଣି ଏଚ୍୧ଏନ୍୧ ଓ ଏଚ୍୩ଏନ୍୨ ଭୂତାଣୁ ସଂକ୍ରମଣ । ଘରେ ଘରେ ସଂକ୍ରମଣର ପ୍ରଭାବ ଦେଖିବାକୁ ମିଳିଛି । ଜ୍ୱର ସାଙ୍ଗକୁ କମ୍ପରେ ଥରୁଛନ୍ତି । ହସ୍ପିଟାଲ୍ରେ ସଂକ୍ରମିତଙ୍କ ଭିଡ଼ ଜମୁଛି । ସଂକ୍ରମିତଙ୍କ ଜ୍ୱର ଭଲ!-->…
Read More...
Read More...
ଖୁବ୍ ଶିଘ୍ର ଆରମ୍ଭହେବ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ,ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି
ଦଶପଲ୍ଲା : ଖୁବ୍ ଶିଘ୍ର ଆରମ୍ଭ ହେବ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ର ଟାକରା ପଂଚାୟତର ମଂଜାରୀ ଗ୍ରାମରେ ହେବାକୁ ଥିବା ବୃତ୍ତଂଗ ଜଳସେଚନ ପ୍ରକଳ୍ପ ର କାର୍ଯ୍ୟ । ନୟାଗଡ଼ ଜିଲ୍ଲା ସମେତ ଖୋର୍ଦ୍ଧା ଜିଲ୍ଲାର କିଛି ଅଂଶ ଏହି ପ୍ରକଳ୍ପ ଦ୍ବାରା ଜଳସେଚିତ ହୋଇପାରିବ । ଜଳାଭାବ ଯୋଗୁଁ!-->…
Read More...
Read More...