Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ତାଲିମ ଚାଲିଥିବା ବେଳେ ଶିକ୍ଷକ ଅଚେତ, ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ
ପାଟଣାଗଡ଼ : ସ୍ଥାନୀୟ ରମାଇ ହାଇସ୍କୁଲ ପାଟଣାଗଡ଼ଠାରେ ଚତୁର୍ଥ ପର୍ଯ୍ୟାୟ ଚାରିଦିନିଆ ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ଉପରେ ଶିକ୍ଷକ ତାଲିମ ଚାଲିଥିବା ସମୟରେ ରେଙ୍ଗାଲି ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକ ବିବେକାନନ୍ଦ ବରିହା ଅସହ୍ୟ ଗରମ ହେତୁ ଗତକାଲି ଦିବା ୧୨ ଘଣ୍ଟା ସମୟରେ ଅସୁସ୍ଥ!-->…
Read More...
Read More...
ବନ୍ଧୁକ ଜବତ, ୭ ଅଭିଯୁକ୍ତ ଗିରଫ
ପୁରୀ: ମାତା ମଠ ନିକଟ ଗିନାରୀବନ୍ତ ଅଞ୍ଚଳରେ ବାସେଳି ସାହି ଥାନା ପୁଲିସ ଚଢାଉ କରି ୭ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବାସେଳିସାହି ପାର୍ବତୀପୁରର ଭୂଆ ଓରଫ ଡମ୍ବରୁଧର ଖଟେଇ(୨୩), ଜଗନ୍ନାଥ ବସ୍ତିର ପିନୁ ଓରଫ ପିନାକୀ ବରାଳ(୨୬), ପାପୁନି ଜେନା(୨୧), ହରିଜନ ବସ୍ତି!-->…
Read More...
Read More...
ମହାପ୍ରଭୁଙ୍କୁ ଦର୍ଶନ କଲେ ପଦ୍ମଶ୍ରୀ ସଞ୍ଜିବ କପୁର
ପୁରୀ:ପୁରୀରେ ଭାରତର ଏକ ନମ୍ବର ସେଫ ପଦ୍ମଶ୍ରୀ ସଞ୍ଜୀବ କପୁର । ଗତକାଲି ସନ୍ଧ୍ୟାରେ ପଦ୍ମଶ୍ରୀ ସଞ୍ଜିବ କପୁର ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରି ବେଶ୍ ଭାବବିହ୍ୱଳ ହୋଇ ପଡିଥିଲେ । ଏଥିସହ ମା ଲକ୍ଷ୍ମୀ ଓ ବିମଳାଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି । ତେବେ!-->…
Read More...
Read More...
ହରଭଙ୍ଗା ବ୍ଲକରୁ ଶ୍ରୀଜଗନ୍ନାଥ ଧାମକୁ ଗଲା ରଥକାଠ, ଚାରିଛକ ଜଗନ୍ନାଥ ପ୍ରେମୀ ବଣିକ ସଂଘଙ୍କ ଭବ୍ୟ ସମ୍ବର୍ଦ୍ଧନା
ହରଭଙ୍ଗା :ଶ୍ରୀଜଗନ୍ନାଥ ଧାମ ପୁରୀକୁ ଚଳିତ ବର୍ଷ ରଥ ନିର୍ମାଣ ପାଇଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ରେଞ୍ଜ ଆଡେଣିଗଡ଼ ସେକ୍ସନରୁ ଗୁରୁବାର ପ୍ରଥମ ପର୍ଯ୍ୟାୟରେ ୫୪ଖଣ୍ଡ ଅସନ କାଠ ପଠା ଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବାକି ୧୨୩ଖଣ୍ଡ ଅସନ କାଠ ସର୍ବ ମୋଟ ଉକ୍ତ ସେକ୍ସନରୁ ମୋଟ!-->…
Read More...
Read More...
୯୭ଗ୍ରାମ ହିରୋଇନ୍ ଜବତ, ଜଣେ ଗିରଫ
ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷକା ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ସଦର ଥାନା ଅଧୀନରେ ଥିବା କାସିହରିପୂର ନିଳଚକ୍ର ନଗରରେ ଅଂଚଳରେ ଚଢ଼ାଉକରି ସୌମ୍ୟରଞ୍ଜନ ପଣ୍ଡା(୨୭)ଙ୍କୁ ଗିରଫ କରି ତାଙ୍କ!-->…
Read More...
Read More...
ସହରର ଦୋକାନମାନଙ୍କରେ ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରୟ ଓ ବ୍ୟବହାର ନିଷିଦ୍ଧ ଟିମର ଚଢ଼ାଉ
ସୁବର୍ଣ୍ଣପୁର : ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଶ୍ୱ ରଞ୍ଜନ ପତି ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ ଅଦାବରଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ସୋନପୁର ସହରର ଦୋକାନ ମାନଙ୍କରେ ଚଢ଼ାଉ କରି ଦୋକାନମାନଙ୍କରୁ ୧୯୭୦ ଟଙ୍କା ଜରିମାନା ଆଦାୟ କରିଥିଲେ ।ଏହି!-->…
Read More...
Read More...
ଜାତୀୟ କ୍ରୀଡାରେ ବୌଦ୍ଧ ତାଇକୋଣ୍ଡୁ ଖେଳାଳୀଙ୍କ କୃତିତ୍ୱ
ବୌଦ୍ଧ,୨୭/୪:- ବୌଦ୍ଧ ତାଇକୋଣ୍ଡୁ ଆସୋସିଏସନ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିନାଶ ପାଣ୍ଡିଆ ଯୋଗଦାନ କରି କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଥିଲେ । ଉପଦେଷ୍ଟା ଦେବାଶିଷ!-->…
Read More...
Read More...
ପୋଲିସକୁ ଦେଖି ଗଞ୍ଜେଇ ବସ୍ତା ଫୋପାଡି ମାଫିଆ ଫେରାର,୬୬କେଜି ଜବତ
ହରଭଙ୍ଗା: ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ବେଳେ ପୋଲିସ ମଧ୍ୟ ମାଫିଆଙ୍କୁ କାବୁ କରିବା ସହ ଗଞ୍ଜେଇ ଜବତ ପାଇଁ ତାର ବିଭିନ୍ନ ଉପାୟରେ ବିଭିନ୍ନ ସ୍ଥାନରେ ଛକି ବସିବା, ଦିନରାତି ପେଟ୍ରୋଲିଂ କରିବା ଭଳି କାର୍ଯ୍ୟ ଜାରି ରଖିଛି । ଗୁରୁବାର ଦିନ ବୌଦ୍ଧ ଜିଲ୍ଲା!-->…
Read More...
Read More...
ଓଡ଼ିଶା-ଛତିଶଗଡ ସୀମାରେ ପୋଲିସ୍ ଓ ମାଓବାଦୀ ଗୁଳି ବିନିମୟ,ଆପତ୍ତିଜନକ ଜିନିଷ ସହ ବିପୁଳ ମାଓ ସାମଗ୍ରୀ ଜବତ
ନବରଙ୍ଗପୁର: ପୋଲିସ ଆରଓ ଅଫିସ ପରିସର ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି ନବରଙ୍ଗପୁର ଠାରେ ଓଡିଶା-ଛତିଶଗଡ଼ ସୀମା ବର୍ତ୍ତୀ ଅଞ୍ଚଳରେ ଦୁଇ ଏସଓଜି ଦଳ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ପ୍ରଦାନ କରିଥଲେ । ଗତ!-->…
Read More...
Read More...
ବାଘ ଆତଙ୍କ ଥମୁନି, ବାଛୁରୀକୁ ମାରି ଖାଇଲା
ନୂଆପଡ଼ା : ନୂଆପଡା ସଦର ବ୍ଲକ ତରିଆମହୁଆଭଟା ଗାଁ ପୁଣି ଏକ କଲରାପତରିଆ ବାଘ ଆତଙ୍କ ଖେଲାଉଛି । ତରିଆମହୁଆଭଟା ଗାଁରେ ଭାଗି ରାଉତଙ୍କ ଗୁହାଲକୁ ପଶି ଏକ ବାଛୁରୀକୁ ଆଜି ସକାଲୁ ମାରି ଖାଇଛି । କେବଳ ତରିଆମହୁଆଭଟା ଗାଁରେ ୧୦ରୁ ଉଦ୍ଧ୍ୱର୍ ଗାଈ ଓ ବାଛୁରୀକୁ ବାଘ ମାରି ଖାଇସାରିଲାଣି । ପୁଣି!-->…
Read More...
Read More...