Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍,ଚାବି ହଜାଇଲା କିଏ ରିପୋର୍ଟ ଦିଅ
ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ ସହ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ମାମଲାର ଦୁଇପକ୍ଷ ମୁଖ୍ୟ ଶାସନ ସଚିବ ଏବଂ ଆଇନ ବିଭାଗର ସଚିବଙ୍କୁ ଏ ସଂକ୍ରାନ୍ତରେ ଜବାବ ତଲବ କରିଛନ୍ତି। ରତ୍ନଭଣ୍ଡାର ଚାବି ହଜିବା!-->…
Read More...
Read More...
ଟ୍ରେନ ଭିତରୁ ବୃଦ୍ଧ ନିଖୋଜ
ପୁରୀ : ଟ୍ରେନ ଭିତରୁ ବୃଦ୍ଧ ନିଖୋଜ । ଅକ୍ଷୟ ତୃତୀୟା ଦିନ ଏହି ଘଟଣା ଘଟିଛି ଜଗନ୍ନାଥ ଏକ୍ସପ୍ରେସରେ । ପଶ୍ଚିମବଙ୍ଗର ସୁନନ୍ଦା ବେରା ନିଜ ବାପା ଓ ୧୦ ଜଣଙ୍କ ସହ ହାୱଡାରୁ ପୁରୀ ଅଭିମୁଖେ ଆସୁଥିଲେ । ଗତ ଅକ୍ଷୟ ତୃତୀୟା ଦିନ ଜଗନ୍ନାଥ ଏକ୍ସପ୍ରେସ ଯୋଗେ ଆସୁଥିବାବେଳେ ପ୍ରବଳ ବର୍ଷା ଯୋଗୁଁ!-->…
Read More...
Read More...
ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ
ସୁବର୍ଣ୍ଣପୁର: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ତାଲିମ କେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି । ଏହି ପାଳନ ଉତ୍ସବରେ ଅଧ୍ୟକ୍ଷତା କରି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱ ରଂଜନ ପତି "ସମ୍ବଳ,!-->…
Read More...
Read More...
ଡବ୍ଲ୍ୟୁଟିସି ଫାଇନାଲ : ଟିମ୍ ଇଣ୍ଡିଆର ୧୫ ଜଣିଆ ଦଳ ଘୋଷଣା, ଦଳକୁ ଫେରିଲେ ଷ୍ଟାର ଖେଳାଳି
ମୁମ୍ବାଇ : ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ୍ ଫାଇନାଲ ପାଇଁ ଆଜି ୧୫ ଜଣିଆ ଦଳ ଘୋଷଣା କରିଛନ୍ତି । ଏଥିରେ ରୋହିତ ଶର୍ମାଙ୍କୁ ଅଧିନାୟକଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଦଳକୁ ଫେରିଛନ୍ତି ଆଜିଙ୍କ୍ୟା ରାହାଣେ । ସେହିପରି ସୂର୍ଯ୍ୟକୁମାର ଯାଦବ ତାଙ୍କର ଖରାପ ଫର୍ମ ଯୋଗୁଁ ବିଦା!-->…
Read More...
Read More...
ପୁରୀ ପୁଲିସକୁ ସଫଳତା, ୧୨ ବିହାରୀ ଲୁଟେରା ଗିରଫ
ପୁରୀ : ପୁରୀ ପୋଲିସକୁ ପୁଣି ସଫଳତା । ବିହାରୀ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ସିଂହଦ୍ୱାର ଥାନା ପୋଲିସ । ଚନ୍ଦନ ଯାତ୍ରା ଓ ଶ୍ରୀ ମନ୍ଦିରରେ ଭକ୍ତଙ୍କ ଗହଳିକୁ ଟାର୍ଗେଟ କରି ସୁନା ଚେନ ଓ ମୋବାଇଲ ଲୁଟ କରିବା ଲାଗି ବିହାର ଓ ଉତ୍ତର ପ୍ରଦେଶରୁ ୧୨ଜଣ ଲୁଟେରା ଆସି ପୁରୀ ଟାଉନ ଥାନା!-->…
Read More...
Read More...
ଭାରତ ରତ୍ନଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ
ପୁରୀ : ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ବାଲୁକା କଳାରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ୧୯୭୩ ମସିହା ଆଜିର ଦିନରେ ସଚିନ ଜନ୍ମ ଗ୍ରହଣ କରିଥିଲେ । ମାତ୍ର ୧୬ ବର୍ଷ ବୟସରୁ କ୍ରିକେଟ ଜୀବନ ଆରମ୍ଭ କରିଥିବା ସଚିନଙ୍କ ଆଜି ୫୦ତମ!-->…
Read More...
Read More...
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ
ପାରଳାଖେମଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସିକୁଳିପଦର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ!-->…
Read More...
Read More...
ମହୁମାଛି ଆକ୍ରମଣରେ ଜଣେ ଯୁବକ ଆହତ
ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ଥିବା କଳିଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଦିଙ୍ଗିଆ ଗ୍ରାମର ଯଶବନ୍ତ ପ୍ରଧାନ ନାମକ ଯୁବକ ଚାଷ କରୁଥିବା ସମୟରେ ନିକଟରେ ଗଛରେ ବସା ବାନ୍ଧିଥିବା ମହୁମାଛି ଆସି ଆକ୍ରମଣ କରିଥିଲା । ମହୁମାଛି ବସାକୁ ଏକ ଶାଗୁଣା ଆଘାତ କରିବା ଫଳରେ ମହୁମାଛିମାନେ!-->…
Read More...
Read More...
କଣ୍ଟାମାଳରେ ହିନ୍ଦୁ ସମାଜ ପକ୍ଷରୁ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ
କଣ୍ଟାମାଳ : ଗତ ୧୨ ତାରିଖରେ ସମ୍ବଲପୁରଠାରେ ହନୁମାନ ଭକ୍ତଙ୍କ ଉପରେ ଯେଭଳି କ୍ରୁରତାପୂର୍ଣ୍ଣ ଆକ୍ରମଣ ଏବଂ ଚଉଦ ତାରିଖରେ ଜୈନିକ ବନବାସୀ ଯୁବକଙ୍କୁ ହତ୍ୟା କରାଗଲା ଏହା ସମ୍ପୂର୍ଣ୍ଣ ଦୁର୍ଭାଗ୍ୟଜନକ । ଶୋଭାଯାତ୍ରା ସମୟରେ ଭକ୍ତ ମାନଙ୍କ ଉପରେ ସୁନିୟୋଜିତ ଆକ୍ରମଣ ଓ ପ୍ରଶାସନିକ ସ୍ଥାଣୁତା!-->…
Read More...
Read More...
ଜିଲ୍ଲାସ୍ତରୀୟ ଆଧାର କାର୍ଡ ସଚେତନ କାର୍ଯ୍ୟକ୍ରମ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ୍ ଓ ଏନ୍ଏସିରେ ଥିବା ଆଧାର କେନ୍ଦ୍ରକୁ ଯାଇ ତୁରନ୍ତ ଆଧାର ଉପଡେଟ କରିବାକୁ ଆଧାର କେନ୍ଦ୍ରର କମ୍ପୁଟର ଲ୍ୟାବ୍ ଜିଲ୍ଲା ମ୍ୟାନେଜର ସ୍ମୁତି ରଞ୍ଜନ ନାୟକ କହିଛନ୍ତି । ୨୦୧୪-୧୫ ମସିହା ପରେ ଯେଉଁ ବ୍ୟକ୍ତି ମାନେ ଆଧାର କାର୍ଡ ପାଇଛନ୍ତି ସେହି!-->…
Read More...
Read More...