Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୫-ଟି ସଚିବଙ୍କ ପାଦତଳେ ପଡି ଗୁହାରୀ କଲେ ଦମ୍ପତି
ପୁରୀ : ଆଜି ପୁରୀ ଗସ୍ତରେ ଆସିଥିବା ବେଳେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ପାଦତଳେ ପଡିଗଲେ ଜଣେ ମହିଳା ଓ ତାଙ୍କ ସ୍ୱାମୀ । ନେହୁରା ହେଲେ ଗୁହାରୀ କଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ୫-ଟି ସଚିବ ସେମାନଙ୍କୁ ଆଡେଇବା ପରିବର୍ତ୍ତେ ସ୍ନେହଭରା କଣ୍ଠରେ ପାଖକୁ ଡାକିଲେ ଆଉ ତାଙ୍କ ହାତରୁ!-->…
Read More...
Read More...
ପୁରୀରେ ପୁଣି ଛୁରା ମାଡ, ଜଣେ ଆହତ
ପୁରୀ : ପୁରୀ ସହରରେ ପୁଣି ଏକ ଛୁରା ମାଡ ହୋଇଛି । ପୋଲିସ ପକ୍ଷରୁ ପୁରୀରେ ଆଇନଶୃଙ୍ଖଳା କଡା କଡି କରାଯାଉଥିବା ସୂଚନା ଦିଆଯାଉଥିବା ବେଳେ କିଛି ଦିନ ହେବ ପୁରୀ ସହରରେ ଅପରାଧିକ କାର୍ଯ୍ୟକଳାପ ବଢିବା ଲାଗିଛି । । ସୋମବାର ରାତି ପ୍ରାୟ ୧୦ ଟା ୩୦ ସମୟରେ ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ!-->…
Read More...
Read More...
ଜିଲ୍ଲାପାଳଙ୍କ କୋକସରା ଗସ୍ତ ; ଡୋକରୀ ଚଞ୍ଚରା, ବୁଢ଼ାରଜା ମନ୍ଦିର ଉନ୍ନତି ପାଇଁ ନକ୍ସା ପ୍ରସ୍ତୁତି
କୋକସରା: କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ସୋମବାର କୋକସରା ବ୍ଲକ ଗସ୍ତରେ ଆସି ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରା ଓ ଆମପାଣି ବୁଢ଼ାରାଜା ଦେବଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ଧର୍ମଗଡ଼ ଉପଜିଲ୍ଲାପାଳ ବେଦ ଭୁଷଣ, ମୁଖ୍ୟ ବିକାଶ ତଥା!-->…
Read More...
Read More...
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି
ପାରଳାଖେମଣ୍ଡି : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ କେରଡଙ୍ଗୋ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ!-->…
Read More...
Read More...
ରାଜ୍ୟପାଳଙ୍କ ଦ୍ୱାରା ନୂଆପଡ଼ା ଜିଲ୍ଲା ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ସମ୍ବର୍ଦ୍ଧିତ
ନୂଆପଡା : ରାଜ୍ୟ ସ୍ତରରେ ନୂଆପଡ଼ା ଜିଲ୍ଲା ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ବିଭିନ୍ନ କ୍ଷେତ୍ରରେ ଉନ୍ନୟନମୂଳକ ଏବଂ ବର୍ଷ ତମାମ ସକ୍ରିୟ ରହି ବିଭିନ୍ନ ସମୟରେ ସମାଜ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ସାଧିତ କରିଥିବା ଯୋଗୁଁ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ରାଜଭବନଠାରେ ସମ୍ବର୍ଦ୍ଧିତ ହୋଇ ଜିଲ୍ଲା!-->…
Read More...
Read More...
ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୪ ଗିରଫ
ଘୁ ଉଦୟଗିରି:କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତ ଅନ୍ତର୍ଗତ ବନାଞ୍ଚଳ ସିନ୍ଦୁରି ଗାଁ ନିକଟ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ରାଇକିଆ ରେଞ୍ଜର ମାଣିକେଶ୍ୱରୀ ପଟ୍ଟନାୟକ!-->…
Read More...
Read More...
ଦୁଇ ନାବାଳିକା ସାଙ୍ଗ ପିଇଦେଲେ ବିଷ; ଜଣେ ମୃତ, ଜଣେ ଗୁରୁତର
ରାୟଗଡା: ଦୁଇ ନାବାଳିକା ସାଙ୍ଗ ମିଶି ବିଷ ପିଇ ଦେବା ଭଳି ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ କୁଲି ଗ୍ରାମ ପଂଚାୟତର ଉତକାପାଡୁ ଗ୍ରାମରେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତେବେ!-->…
Read More...
Read More...
ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର
କୋକସରା:କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ମୋଟେର ପଞ୍ଚାୟତ କାର୍ଯ୍ୟାଳୟଠାରେ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଛି । ସରପଞ୍ଚ ବାସନ୍ତୀ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନାରାୟଣ ଭୋଇ, ଅତିରିକ୍ତ ତହସିଲଦାର!-->…
Read More...
Read More...
ଗଜପତି ଜିଲ୍ଲା ସ୍କାଉଟସ୍ ଓ ଗାଇଡସ୍କୁ ରାଜ୍ୟ ପୁରସ୍କାର ପ୍ରଦାନ
ଗଜପତି: ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ର ୩୬ ତମ ରାଜ୍ୟ ପୁରସ୍କାର ଉତ୍ସବ ରାଜ୍ ଭବନର ନୂଆ ଅଭିଷେକ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍କ ।ଉଟସ୍ ଏବଂ ଗାଇଡ଼ସ୍ର ପୁଷ୍ଠ ପୋଷକ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଜପତି!-->…
Read More...
Read More...
ବୌଦ୍ଧ ଜିଲ୍ଲା ଓଜେୟୁର ନୂତନ କର୍ମକର୍ତ୍ତା ଚୟନ
ହରଭଙ୍ଗା: ଓଡ଼ିଶା ଜର୍ଣ୍ଣାଲିଷ୍ଟ ୟୁନିୟନ ବୌଦ୍ଧ ଶାଖାର ସପ୍ତମ ବାର୍ଷିକ ସଭା ହରଭଙ୍ଗା ବ୍ଲକ ପୁରୁଣା କଟକ କଲ୍ୟାଣ ମଣ୍ଡପଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘ ର ନୂତନ କର୍ମକର୍ତ୍ତା ଚୟନ ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ସଙ୍ଘର!-->…
Read More...
Read More...