Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଚୁଆଁରେ ବୁଡି ୮ବର୍ଷର ଛାତ୍ରୀ ମୃତ
ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧୀନରେ ଥିବା ପିକରଡି ପଞ୍ଚାୟତ ଅନ୍ତର୍ଗତ ଲିଙ୍ଗା ଗ୍ରାମର ଜଣେ ୮ ବର୍ଷର ନାବାଳିକା ସିମରନ୍ ପ୍ରଧାନ ଚୁଆଁରେ ପଡ଼ି ମୃତ୍ୟୁ ହୋଇଥିବା ସୂଚନା ରହିଛି । ସୂଚନା ଅନୁସାରେ ପିତା ପ୍ରସାନନ୍ଦ ପ୍ରଧାନଙ୍କ ସାନ ଝିଅ ଗ୍ରାମ ନିକଟରେ ଥିବା ଚୁଆଁରେ!-->…
Read More...
Read More...
ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିୟନ ବୌଦ୍ଧ ଶାଖାର ସପ୍ତମ ବାର୍ଷିକ ଉତ୍ସବ
ହରଭଙ୍ଗା,:- ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିୟନ ବୌଦ୍ଧ ଶାଖାର ସପ୍ତମ ବାର୍ଷିକ ଉତ୍ସବ ଓ ସାଧାରଣ ପରିଷଦ ବୈଠକ ହରଭଙ୍ଗାବ୍ଲକ ପୁରୁଣାକଟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଶାଖାର ଜିଲ୍ଲା ସଭାପତି ପୁର୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଓଡିଶା!-->…
Read More...
Read More...
ଉଦଯାପିତ ହେଲା ଖୁଣ୍ଟିଆ ଐତିହାସିକ ବାଲିଯାତ୍ରା
ନନ୍ଦାହାଣ୍ଡି :ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ସଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମରେ ଅନୁଷ୍ଠିତ ହୋଇଯାଉଛି ଐତିହାସିକ ବାଲିଯାତ୍ରା । ଖୁଣ୍ଟିଆ ଓ କଂସାରୀ ଗୁଡାର ମିଳିତ ଆନୁକୁଲ୍ୟରେ ହୋଇଥାଏ ଏହି ପାରମ୍ପରିକ ବାଲିଯାତ୍ରା । ବାର ବର୍ଷକୁ ଥରେ ଏହି ଗ୍ରାମରେ ପାଳନ!-->…
Read More...
Read More...
ଟ୍ରକ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ
ନୟାଗଡ : ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅଧିନସ୍ଥ ସୋରଡା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାରୁ ଜଣାପଡିଛି ଯେ, ଜାତୀୟ ରାଜପଥ ୫୭ ସୋରଡା ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଦଶପଲ୍ଲା!-->…
Read More...
Read More...
ମହିପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ସମେତ ୩ଟି ଉପକେନ୍ଦ୍ର ଓ ୩ଟି ପ୍ରାଥମିକ କେନ୍ଦ୍ରକୁ ମିଳିଲା କାୟାକଳ୍ପ ସମ୍ମାନ
ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ କେନ୍ଦ୍ର, ଉପକେନ୍ଦ୍ରକୁ ମିଳିଲା କାୟାକଳ୍ପ ସମ୍ମାନ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ କାୟାକଳ୍ପ ଯୋଜନା ଅନୁସାରେ ପର୍ଯ୍ୟବେକ୍ଷଣ ପାଇଁ ରାଜ୍ୟସ୍ତରରୁ ୩ଜଣ ଜିଲ୍ଲାସ୍ତରରୁ ଜଣେ ସରକାରୀ!-->…
Read More...
Read More...
ପୁଲିସ ବ୍ରଦରହୁଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ
ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ମାଦିକୁନ୍ଦା ରିଜର୍ଭ ପଡିଆ ଠାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ରଙ୍କ ତତ୍ତ୍ୱାବଧାନରେ ପୁଲିସ ବ୍ରଦରହୁଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ ଜିଲ୍ଲାରେ କର୍ତ୍ତବ୍ୟରତ ବିଭିନ୍ନ ସୁରକ୍ଷା ବାହିନୀଙ୍କ!-->…
Read More...
Read More...
ବାଲିଗୁଡାରେ ମା’ ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ :୨୩ ରୁ ଯାତ୍ରା ଆରମ୍ଭ
ବାଲିଗୁଡା:କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଏଥି ନିମନ୍ତେ ପୁରୋହିତ ମାନେ ସକାଳ ସମୟରେ ଶୁଭଖୁଣ୍ଟି ଛେଦନ ନିମନ୍ତେ ନିତିକାନ୍ତିରେ ପୂଜାର୍ଚ୍ଚନା କରି ସୁନାରୀ ଶାଳକୁ ଯାଇ ସୁନା ଓ ରୁପାର!-->…
Read More...
Read More...
ଗ୍ରୀଷ୍ମ ପ୍ରବାହରୁ ଗୃହପାଳିତ ପ୍ରାଣୀ ମାନଙ୍କୁ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ହରଭଙ୍ଗା ବ୍ଲକରେ ଗୃହପାଳିତ ପଶୁପକ୍ଷୀ ମାନେ ବିଶେଷ ଭାବରେ ଆକ୍ରାନ୍ତ ହେଉଥିବା ଅନୁଭବ କରି ପ୍ରାଣୀ ଚିକିତ୍ସାଳୟ ହରଭଙ୍ଗା ପକ୍ଷରୁ ଭ୍ରାମ୍ୟମାଣ ପ୍ରାଣୀ!-->…
Read More...
Read More...
ପାଳ ଗଦାରେ ଲାଗିଲା ନିଆଁ
ନନ୍ଦାହାଣ୍ଡି : ନନ୍ଦାହାଣ୍ଡି ବ୍ଲକ୍ ଧଣ୍ଡରା ପଞ୍ଚାୟତ ଅନ୍ତର୍ଗତ ଗୁରୁଜାନୀ ଗୁଡା ଗ୍ରାମର ଗଙ୍ଗାଧର ସୌରାଙ୍କ ପାଳ ଗଦାରେ ନିଆଁ ଲାଗିଯାଇଥିଲା । ଅସାବଧାନତା ଯୋଗୁଁ ତାଙ୍କ ଘର ବାରିପଟେ ଥିବା ପାଳ ଗଦାରେ ନିଆଁ ହୁ ହୁ ଜଳୁଥିଲା । ସ୍ଥାନୀୟ ଲୋକଙ୍କ ଉଦ୍ୟମ ବଳରେ ନିଆଁ ଲିଭାଇ ନପାରିବାରୁ!-->…
Read More...
Read More...
ପ୍ରଶାସନ ଅବହେଳା କାରଣରୁ ଜଗଦିଶଙ୍କ ଆତ୍ମାହୂତି ଘଟଣା, ଦଳିତ ଏକତା ମଞ୍ଚ ପକ୍ଷରୁ ଗଣଧାରଣା
ନୂଆପଡ଼ା : ନୂଆପଡା ଜିଲ୍ଲା ସଦର ତହସିଲ କାର୍ଯ୍ୟାଳୟରେ ଜମି ବିକ୍ରି ନେଇ ପରମିଶନ ରିପୋର୍ଟ ପ୍ରଦାନରେ ବିଳମ୍ବ କାରଣରୁ ଜଗଦୀଶ ଆତ୍ମାହୂତି ଦେଇଥିଲେ । ଏହି ଘଟଣା ଏକ ମାସ ଅତିକ୍ରମ ପରେ ପ୍ରତିଶ୍ରୁତି ମୁତାବକ ପରିବାରଙ୍କୁ ସହାୟତା ମିଳିପାରି ନାହିଁ । ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ!-->…
Read More...
Read More...