Browsing Category

ରାଜ୍ୟ

ଦଶହରାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଆଉ ମାତ୍ର ୯ ଦିନ ରହିଲା ଦଶହରା। କିନ୍ତୁ ଏଥର ଦଶହରାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଗ ପଛ ହୋଇ ଆସୁଛି ଦୁଇ ଦୁଇଟି ବଡ଼ ଲଘୁଚାପ। ଏହାର ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଜି ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ
Read More...

ମହାଳୟାରେ ମା’ ସୁରେଶ୍ୱରୀଙ୍କ ଧବଳମୁଖୀ ବେଶ

ସୁବର୍ଣ୍ଣପୁର :ମହାଳୟା ଅମାବାସ୍ୟା ଅବସରରେ ସୁବର୍ଣ୍ଣପୁର ର ଇଷ୍ଟଦେବୀ  ପ୍ରସିଦ୍ଧ ମାଁ' ସୁରେଶ୍ୱରୀ ଦେବୀ ଭକ୍ତମାନଙ୍କୁ ଦୁର୍ଲଭ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ସାଧାରଣତଃ ବର୍ଷର ସମସ୍ତ ଦିନ ଲାଲବର୍ଣ୍ଣୀ ମୁଖମଣ୍ଡଳରେ ଦେବୀଙ୍କ ଦର୍ଶନ ମିଳୁଥାଏ, କିନ୍ତୁ ଏକମାତ୍ର ଏହି ଦିନ ସେଇ
Read More...

ବିସିସିଆଇର ନୂଆ ସଭାପତି ହୋଇପାରନ୍ତି ମିଥୁନ ମନହାସ

ନୂଆଦିଲ୍ଲୀ:  କିଏ ହେବ ବିସିସିଆଇ ପରବର୍ତ୍ତୀ ସଭାପତି ? ରୋଜର ବିନ୍ନିଙ୍କ ସ୍ଥାନରେ କିଏ ସମ୍ଭାଳିବେ ମଙ୍ଗ ? ଖୁବଶୀଘ୍ର ଏ କଳ୍ପନାଜଳ୍ପନାର ଅନ୍ତ ହେବାକୁ ଯାଉଛି । ଦିଲ୍ଲୀ ରଣଜୀ ଟ୍ରଫି ଟିମ ପୂର୍ବ ଅଧିନାୟକ ମିଥୁନ ମନହାସ ବିସିସିଆଇ ସଭାପତି ହୋଇପାରନ୍ତି । ଜମ୍ମୁକାଶ୍ମୀରରେ ଜନ୍ମିତ ଏହି
Read More...

ବାଲିଗୁଡ଼ାରେ ଏଡ଼ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡ଼ା :ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସଂସ୍ଥା ଓ ସ୍ଵାତୀ ଏନଜିଓ ତରଫରୁ ବାଲିଗୁଡ଼ାରେ ଏଡ଼ସ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ତତ୍ ସହିତ ବାଲିଗୁଡ଼ା ଉପଖଣ୍ଡ କାରାଗାରରେ
Read More...

ଦାଦାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁତୁରା

ଆନନ୍ଦପୁର: ଘରେ ଶୋଇଥିବା ଅବସ୍ଥାରେ ଦାଦାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁତୁରା। ମୃତକ ଜଗବନ୍ଧୁ ଦେଓଗାମ ବୋଲି ଜଣାପଡ଼ିଛି । ପରିବାର ପକ୍ଷରୁ ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ତଦନ୍ତ କରୁଛି ପୁଲିସ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ସୁନ୍ଦୁରିଆ ଗାଁରେ ଏଭଳି ଘଟଣା ଘଟିଛି ।
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ ବାତିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ ବାତିଲ ହୋଇଯାଇଛି। ଆସନ୍ତା ୨୭ ତାରିଖରେ ଗଞ୍ଜାମ ଗସ୍ତରେ ଆସିଥାନ୍ତେ ପ୍ରଧାନମନ୍ତ୍ରୀ। ତେବେ ବର୍ଷା ସମ୍ଭାବନାକୁ ନେଇ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଛି। ବ୍ରହ୍ମପୁର ବଦଳରେ ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀଙ୍କ
Read More...

ଗଣିଆର ସମାଜସେବୀ ସଦାଶିବ ମିଶ୍ର ପାଇଲେ ରାଜ୍ୟପାଳ ପୁରସ୍କାର

ଗଣିଆ-ଗଣିଆ ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ଜଣେ ଜଣାଶୁଣା ସମାଜସେବୀ ସଦାଶିବ ମିଶ୍ରଙ୍କୁ ମିଳିଛି ରାଜ୍ୟପାଳ ପୁରସ୍କାର । ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ରାଜ୍ୟପାଳ ହରିବାବୁ କମ୍ଭମପତି ତାଙ୍କୁ ଏହି ପୁରସ୍କାର
Read More...

କଣ୍ଟାମାଳକୁ ଉପଖଣ୍ଡ,ଏନଏସି ଦାବି, ବାର ଘଣ୍ଟିଆ କଣ୍ଟାମାଳ ବନ୍ଦ ସମ୍ପୂର୍ଣ୍ଣ ସଫଳ

ମନମୁଣ୍ଡା: କଣ୍ଟାମାଳକୁ ସବଡ଼ିଭିଜନ,ଏନଏସି ଓ ଏଠାରେ ଏକ ସବଜେଲ ପ୍ରତିଷ୍ଠା ଦାବିରେ କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦିଆଯାଇଥିବା ୧୨ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା କ୍ରମେ ଆଜି ସକାଳ ୬ଘଣ୍ଟା ଠାରୁ କଣ୍ଟାମାଳ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି l ସକାଳୁ ସଚେତନ ନାଗରିକ
Read More...

୨ ଦିନ କମିଥିଲା,ପୁଣି ବଢିଲା ସୁନା ଦର

ଭୁବନେଶ୍ୱର : ୨ ଦିନ ସୁନା ଦାମ୍‌ ହ୍ରାସ ହୋଇଥିବା ବେଳେ ସେପ୍ଟେମ୍ବର ୧୯ ଅର୍ଥାତ୍‌ ଶୁକ୍ରବାର ପୁଣି ବଢିଛି ସୁନା ଦର । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୧୧,୩୩୦ ଟଙ୍କା ରହିଛି । ଗତକାଲି ୧,୧୧,୧୭୦ ଟଙ୍କା ଥିଲା । ଏଥିରେ ୧୬୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍‌ ୧୦
Read More...

୮୬ ବୋତଲ କଫ ସିରଫ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ

ଚିପିଲିମା,: ଶିକ୍ଷା ନଗରୀ ଭାବରେ ପରିଚିତ ବୁର୍ଲା ସହରରେ ଦିନକୁ ଦିନ କଫସିରଫ, ଗଞ୍ଜା, ନିଶା ଟାବଲେଟ, ବେଆଇନ ମଦ ବିକ୍ରି ଭଳି ବିଭିନ୍ନ ନିଶା ଦ୍ରବ୍ୟ ବୃଦ୍ଧି ପାଇଥିବାବେଳେ ଏବେ ବୁର୍ଲା ପୋଲିସ ଏକ୍ସନ ମୁଡ଼ରେ ରହିଛି l ବୁର୍ଲା ସହରରେ ପୋଲିସ ପକ୍ଷରୁ ୮୬ ବୋତଲ କଫ ସିରଫ ସହ ଟାବଲେଟ ସହ
Read More...