Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୬୦ ବସ୍ତା ମହୁଲ ଫୁଲ ସହ ୪୦୭ ଜବତ୍, ୧ ଗିରଫ
ପାଟଣାଗଡ଼ : ପାଟଣାଗଡ଼ ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ୬୦ ବସ୍ତା ମହୁଲ ଫୁଲ ସହ ୪୦୭ କୁ ଜବତ କରିଛି । ଏଥି ସହ ଡ୍ରାଇଭର ଦୁôର୍ଯ୍ୟୋଧନ ବରିହାକୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା!-->…
Read More...
Read More...
କନ୍ଧମାଳ ଜିଲ୍ଲାରେ ସ୍ଥାପନ ହେବ ଆଠଟି ଏକଲବ୍ୟ ବିଦ୍ୟାଳୟ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁର ହେଇଥିବା ଆଠଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ଖୁବ୍ଶୀଘ୍ର ଭିତ୍ତିପ୍ରସ୍ତର ଦେବା ପାଇଁ କେନ୍ଦ୍ର ଅନୁସୂଚୀତ ଜନଜାତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନିକଟରେ ଦାବୀ କରିଛନ୍ତି ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର!-->…
Read More...
Read More...
ନନ୍ଦାହାଣ୍ଡି ବ୍ଲକରେ ବିଭିନ୍ନ ପଞ୍ଚାୟତରେ ମହା ବିଷୁବ ସଂକ୍ରାନ୍ତି ପାଳିତ
ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଓ ଗ୍ରାମ ମାନଙ୍କରେ ହନୁମାନ ଜୟନ୍ତୀ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ନନ୍ଦାହାଣ୍ଡି ଗ୍ରାମ ଠାରେ ପ୍ରଭୁ ହନୁମାନଙ୍କ ନୂତନ ବିଗ୍ରହ ଓ ଭବ୍ୟ ମନ୍ଦିରର ପ୍ରତିଷ୍ଠା କରାଯାଇଛି ଏବଂ ଏଠାରେ!-->…
Read More...
Read More...
ବାବା ସାହେବ ଆମ୍ବେଦକର ଓ ଜ୍ୟୋତିରାଓ ଫୁଲେ ଜୟନ୍ତୀ ସମାରୋହ
ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ସ୍ଥିତ ପୁରୁଣା ହସ୍ପିଟାଲ ପଡିଆଠାରେ ସିନାପାଲି ବ୍ଲକ ମୂଳନିବାସୀ ଏକତା ମଞ୍ଚ ପକ୍ଷରୁ ବାବା ସାହେବ ଡା. ଭିମରାଓ ଆମ୍ବେଦକରଙ୍କ ୧୩୨ତମ ଓ ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ୧୯୬ତମ ସଂଯୁକ୍ତ ଜୟନ୍ତୀ ସମାରୋହ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ!-->…
Read More...
Read More...
ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ଆମ୍ବେଦକର ଜୟନ୍ତୀ ମହାସମାରୋହରେ ରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାତଃ ସମୟରେ ସ୍ଥାନୀୟ ଆମ୍ବେଦକର ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କ ସହିତ!-->…
Read More...
Read More...
ରଧାମାଧବ ନକ୍ ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଜୁନାଗଡ଼କୁ ହରାଇ କୋରାପୁଟ କାଠଗଡା ଚାମ୍ପିଅନ
କୋକସରା:କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡ଼ଟେମରୀ ପଞ୍ଚାୟତ ଖଲିଆଭଟା ରାଧାମାଧବ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ମୋଟେର ମଣ୍ଡି ଖେଳ ପଡିଆରେ ଚାଲିଥିବା ରେଡ୍ ଟେନିସ ନକ୍ ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଫାଇନାଲ ମ୍ୟାଚ୍ ସହ ଉଦଯାପିତ ହୋଇଛି । ଉଦଯାପନୀ ଉତ୍ସବରେ!-->…
Read More...
Read More...
ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ୧୩୨ ତମ ଆମ୍ବେଦକର ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ନୂଆ ବସ ଷ୍ଟାଣ୍ଡ ଠାରେ ଥିବା ବାବା ସାହେବ୍ ଡ଼.ଭୀମ ରାଓ ଆମ୍ବଦକରଙ୍କ!-->…
Read More...
Read More...
ରାଜଧାନୀରେ ପୁଣି ସକ୍ରିୟ ହେଲେ ଲୁଟେରା, ପୋଲିସ୍କୁ ଦେଲେ ଚ୍ୟାଲେଞ୍ଜ
ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ପୁଣି ଆତଙ୍କ ଖେଳାଇଲେ ଲୁଟେରା । ମୋବାଇଲ୍ ଦୋକାନର ଆଜବେଷ୍ଟସ ଭାଙ୍ଗି ଲୁଟିନେଲେ ୩୫ରୁ ଉର୍ଦ୍ଧ୍ୱ ମୋବାଇଲ । ଲୁଟ୍ ସାମଗ୍ରୀର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପିସିଆର୍ ଏବଂ ସ୍ଥାନୀୟ ପୋଲିସ!-->…
Read More...
Read More...
କନ୍ଧମାଳ ଜିଲ୍ଲାକୁ ଆଉ ତିନୋଟି ଜାତୀୟ ରାଜପଥ ସଂଯୋଗ ପାଇଁ ପୂର୍ବତନ ବିଧାୟକଙ୍କ ଦାବି
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାକୁ ଜାତୀୟ ରାଜପଥ ସହ ଯୋଡିବା ପାଇଁ ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ନୂଆଦିଲ୍ଲୀ ଲୋକସଭା ଭବନରେ ଭେଟିଛନ୍ତି । ଏହି ଜିଲ୍ଲା ଦେଇ ଏକ ମାତ୍ର ଜାତୀୟ ରାଜପଥ ରାୟପୁର ଠାରୁ ଗୋପାଳପୁର ୫୯ନଂ.!-->…
Read More...
Read More...
ସରିଲା ଦଣ୍ଡ ଯାତ୍ରା; ମେରୁରେ ଯାତ୍ରା ସାରି ମନ୍ଦିରକୁ ଫେରିଲେ ମା’କାଳୀ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ୍ର ବିଭିନ୍ନ ଗ୍ରାମରେ ୧୩ ଓ ୧୪ ଦିନ ଧରି ଆୟୋଜିତ ହୋଇଥିବା ଭକ୍ତି ଏବଂ ବିଶ୍ୱାସର ଗଣପର୍ବ ଦଣ୍ଡଯାତ୍ରା ଉଦଯାପିତ ହୋଇଯାଇଛି । ଏହି ବ୍ଳକ୍ର ବିଭିନ୍ନ ଗ୍ରାମରେ ୧୩ ଦିନିଆ ଦଣ୍ଡ ଯାତ୍ରା ମାସନ୍ତ ମେରୁରେ ଏବଂ ୧୪ ଦିନିଆ ସଂକ୍ରାନ୍ତି ମେରୁରେ!-->…
Read More...
Read More...