Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଠିଡ଼ିକାଜୋର ଠାରେ ନୂତନ ହନୁମାନ ମନ୍ଦିର ପ୍ରତିଷ୍ଠା
ହରଭଙ୍ଗା : ଆଜି ହେଉଛି ଚିତ୍ର ମାସର ପବିତ୍ର ମହାବିଷୁଭ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ । ଶ୍ରୀରାମ ଭକ୍ତ ମହାବଳି ହନୁମାନ ଜୟନ୍ତୀ ଅବସରରେ ଆଜି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ବାଣିଭୂଷଣପୁର ପଞ୍ଚାୟତ ଠିଡିକାଜୋର ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନୂତନ ହନୁମାନଙ୍କ ମନ୍ଦିର!-->…
Read More...
Read More...
ବିଆର ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳିତ
ଫୁଲବାଣୀ : ଅଲ ଇଣ୍ଡିଆ ଏସସି ଫେଡ଼ରେସନର ଆନୁକୁଲ୍ୟରେ ଜାଗ୍ରତ୍ କନ୍ଧମାଳର ପ୍ରତିଷ୍ଠାତା ତଥା ଆଇନଜୀବୀ ସତ୍ୟ ନାରାୟଣ ବେହେରାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ବର୍ଷର ସମ୍ବିଧାନ ପ୍ରଣେତା, ସର୍ବଶ୍ରେଷ୍ଠ ଆଇନଜ୍ଞ, ବିଶ୍ୱର ଭାଷାବିତ ଡ଼ଃ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ!-->…
Read More...
Read More...
ଜିଲ୍ଲାସ୍ତରୀୟ ମହାରାଜା ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷ ଠାରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରୟଣ ଦେବଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…
Read More...
Read More...
ବାଲୁକା କଳା ମାଧ୍ୟମରେ ମହାବୀର ଜୟନ୍ତୀ ଓ ଓଡିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
ପୁରୀ : ଆଜି ହେଉଚି ପବିତ୍ର ପଣା ସଂକ୍ରାନ୍ତି । ଏହାକୁ ମହାବୀର ଜୟନ୍ତୀ ଭାବେ ପାଳନ କରାଯାଏ । ଏଥି ସହିତ ଆଜିର ଦିବସକୁ ଓଡ଼ିଆ ନବ ବର୍ଷ ଭାବେ ପାଳନ କରାଯାଏ । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା ଚିତ୍ର କଳା ଗଢି ମହାବୀର ଜୟନ୍ତୀ ସମେତ ଓଡିଆ ନବ ବର୍ଷର!-->…
Read More...
Read More...
ସମାଜର ମଙ୍ଗଳ ନିମନ୍ତେ ଅଣ୍ଟା ଭିଡିଲେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ନାରାୟଣୀ ରୋଡ଼ ନିକଟସ୍ଥ ତ୍ରିଦେବ ନଗର ବସ୍ତିର ଧର୍ମ ମଣ୍ଡପ ଠାରେ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଶାଖା ଜିଲ୍ଲା କନ୍ଧମାଳ ଓ ମାନବାଧିକାର ମିସନ କର୍ମକର୍ତ୍ତାଙ୍କ ଆଲୋଚନା ପ୍ରକାରେ ଏକ ପରିବର୍ତ୍ତନ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ମୁଖ୍ୟ!-->…
Read More...
Read More...
ସିନାପାଲିର ଲୋକ ମହୋତ୍ସବ ଉଦନ୍ତୀ- ୨୦୨୩ ଉଦଯାପିତ : ମନମୋହିଲା ବଜା ଶାଳ ଓ ଅର୍କେଷ୍ଟା
ସିନାପାଲି:ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳର ଲୋକକଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ତିନି ଦିନ ଧରି ଚାଲିଥିବା ୧୮ ତମ ଉଦନ୍ତୀ ମହୋତ୍ସବ - ୨୦୨୩ ଆତସବାଜି ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଢୋଲ, ନିଶାନ, ତାସା, ମହୁରୀର ତାଳେ ତାଳେ ଉଦଯାପିତ!-->…
Read More...
Read More...
ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ୪୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ୪୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ଡ଼ ତନୁଜା ସିଂହ ସଭାପତିତ୍ୱ ଦାୟିତ୍ୱ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଫୁଲବାଣୀ!-->…
Read More...
Read More...
ଖଣ୍ଡାରେ ମରଣାନ୍ତକ ଆକ୍ରମଣ, ଜଣେ ଗୁରୁତର ଆହତ
ପୁରୀ : ପାରିବାରିକ କଳହକୁ କେନ୍ଦ୍ର କରି ଖଣ୍ଡାରେ ମରଣାନ୍ତକ ଆକ୍ରମଣ । ପୁରୀ ମଶାଣି ଚଣ୍ଡି ଛକରେ ଘଟିଛି ଏଭଳି ଘଟଣା । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ମନୋରଞ୍ଜନ ପଟ୍ଟନାୟକ । ମନୋରଞ୍ଜନଙ୍କ ଡାହାଣ ହାତରେ ଲାଗିଛି ଗଭୀର ଆଘାତ । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର!-->…
Read More...
Read More...
ଲୋକନାଥଙ୍କ ହୁଣ୍ଡିରୁ ମିଳିଲା ୪,୦୨,୬୫୬ ଟଙ୍କା
ପୁରୀ : ବାବା ଲୋକନାଥଙ୍କ ହୁଣ୍ଡିରୁ ମିଳିଛି ୪,୦୨,୬୫୬ ଟଙ୍କା । ଗତ ତା ୨୨.୧୦.୨୦୨୨ ରିଖରେ ଶେଷ ଥର ପାଇଁ ହୁଣ୍ଡି ଖୋଲା ଯାଇଥିଲା । ଏହା ମଧ୍ୟରେ ବାବା ଲୋକନାଥଙ୍କ ମହାଶିବରାତ୍ରି ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ପରାମର୍ଶ କ୍ରମେ ଆଜି ମାଜିଷ୍ଟ୍ରେଟ ଓ ପୋଲିସଙ୍କ!-->…
Read More...
Read More...
ଜାଗରଣ ମଞ୍ଚ ପକ୍ଷରୁ ପତ୍ର ଏବଂ କରପତ୍ର ମାଧ୍ୟମରେ ଦଣ୍ଡୁଆ ମାନଙ୍କୁ କରାଇଲେ ସଚେତନ
ଫୁଲବାଣୀ : ଗତ କିଛିଦିନ ହେଲା ଫୁଲବାଣୀ ସହରରେ ଦଣ୍ଡନାଚ ସଂପ୍ରଦାୟ ସହରବାସୀଙ୍କ ମନୋରଞ୍ଜନ ତଥା ମାନସିକ ପୁରଣ ସକାସେ ଦଣ୍ଡନାଚ ପରିବେଷଣ କରିଚାଲିଛନ୍ତି । ଗତ ତା.୨୧/୦୨/୨୨- ୨୦ ୨୩ ରିଖରେ କନ୍ଧମାଳ ଜାଗରଣ ମଂଚ ଆୟୋଜନରେ ବୌଦ୍ଧ, ଦଶପଲ୍ଲା, କନ୍ଧମାଳର ଦଣ୍ଡୁଆ ଭାଇମାନେ ଏକତ୍ରିତ ହୋଇ!-->…
Read More...
Read More...