Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁଲିସ କବ୍ଜାରେ ୯ ଜଣିଆ ମହିଳା ଚୋର ଗ୍ୟାଙ୍ଗ୍; ଲଙ୍କାପୋଡ଼ି ଯାତ୍ରାରେ ଅଳଙ୍କାର, ମୋବାଇଲ ଲୁଟୁଥିଲେ
ଦଶପଲ୍ଲା : - ଦଶପଲ୍ଲା ଲଙ୍କାପୋଡି ଯାତ୍ରାରେ ଚୋରି କରିବାକୁ ଆସିଥିବା ଏକ ମହିଳା ଚୋର ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ଦଶପଲ୍ଲା ପୁଲିସ । ସୂଚନାରୁ ପ୍ରକାଶ ଗତକାଲି ଲଙ୍କାପୋଡି ଯାତ୍ରାର ମୁଖ୍ୟ ଉତ୍ସବ ଚାଲୁ ରହିଥିବା ବେଳେ ହଜାର ହଜାର ସଂଖ୍ୟକ ଲୋକ ଯାତ୍ରାକୁ ଉପଭୋଗ କରୁଥିଲେ ।!-->…
Read More...
Read More...
ଅଗ୍ନିକାଣ୍ଡରେ ଜଳିଗଲା ଘର ସାର୍ଟିଫିକେଟ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ
ବାଲିଗୁଡ଼ା:ଅଗ୍ନିକାଣ୍ଡରେ ଜଳିଗଲା ଘର । ପିଲାଙ୍କ ସାର୍ଟିଫିକେଟ, ଆସବାବପତ୍ର, ସୁନା ରୂପା,ନଗଦ ଦୁଇ ଲକ୍ଷ ଟଙ୍କା ଜଳିପୋଡ଼ି ପାଉଁଶ ହୋଇଗଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ଜୁଡ଼ାବାଲି!-->…
Read More...
Read More...
ବାରହା ଫାଶରେ ପଡି ଦନ୍ତାହାତୀ ମୃତ୍ୟୁ ଘଟଣାରେ ବାପ ପୁଅ ଗିରଫ
ସୁବର୍ଣ୍ଣପୁର: ଗତକାଲି ଜିଲ୍ଲାର ବିନିକା ରେଞ୍ଜରେ ବିଦ୍ୟୁତ ତାର ଆଘାତରେ ଦନ୍ତା ହାତୀ ମୃତ୍ୟୁ ଘଟଣାରେ ବାପ ଓ ପୁଅ ଗିରଫ ହୋଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ, ସୋମବାର ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ ଅନ୍ତର୍ଗତ ମହଦା ଜଙ୍ଗଲରେ ଏକ ଦନ୍ତା ହାତୀ ମୃତ୍ୟୁ ହୋଇଥିଲା!-->…
Read More...
Read More...
ସୋନପୁର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର : ସୋନପୁର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟିର ସମୀକ୍ଷା ବୈଠକ ମାନ୍ୟବର ମନ୍ତ୍ରୀ, ଅର୍ଥ ଓ ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ବିଧାୟକ ସୋନପୁର ନିର୍ବାଚନ ମଣ୍ଡଳୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ!-->…
Read More...
Read More...
ଲଘୁ ବନଜାତ ଦ୍ରବ୍ୟର ଚୋରା ଚାଲାଣ ,ଆଦିବାସୀଙ୍କୁ ମିଳୁନି ଉଚିତ୍ ପ୍ରାପ୍ୟ
ଦଶପଲ୍ଲା : ମୁଣ୍ଡଫଟା ଖରାରେ ବଣ ଜଙ୍ଗଲ ବୁଲି ମହୁଲ,ଟୋଲ,ଚାରମଂଜି, କେନ୍ଦୁପତ୍ର ସଂଗ୍ରହ କରୁଥିବା ଆଦିବାସୀଙ୍କୁ ମିଳିପାରୁନି ଏହାର ଉଚିତ ମୂଲ୍ୟ । ରକ୍ତକୁ ପାଣି କରି ନିଜର ଜୀବିକା ନିର୍ବାହ କରୁଥିବା ଦଶପଲ୍ଲା ବ୍ଲକ୍ର ଶହଶହ ଆଦିବାସୀ ପରିବାର ହେଉଛନ୍ତି ଶୋଷଣର ଶିକାର । ବିଭିନ୍ନ!-->…
Read More...
Read More...
ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ କନ୍ଧମାଳ ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ
ଫୁଲବାଣୀ : ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସଂସଦରେ ଏକ ଆଇନ ଆଣିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଜରିଆରେ ଫୁଲବାଣୀ ଠାରେ କନ୍ଧମାଳ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ!-->…
Read More...
Read More...
ଝିଅ ମାନଙ୍କ ସୁରକ୍ଷା ଓ ନିରାପତ୍ତା ନିମନ୍ତେ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି : ଆଜି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମେଳନ କକ୍ଷରେ ଝିଅ ମାନଙ୍କ ନିରାପତ୍ତା ଓ ସୁରକ୍ଷା ନିୟମାବଳୀ ଉପରେ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ସମସ୍ତ ସରକାରୀ!-->…
Read More...
Read More...
ବୁଢାରଜା ପୀଠରୁ କ୍ଷୁଦ୍ର ଚଳଚ୍ଚିତ୍ର “ଫଗୁନ’ର ଶୁଭ ମୁହୂର୍ତ୍ତ
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣିର ଆରଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କ ପୀଠରୁ ବୁଧବାର କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ସଚେତନଧର୍ମି ସୁନ୍ଦର କ୍ଷୁଦ୍ର ଚଳଚ୍ଚିତ୍ର 'ଫଗୁନ'ର ଶୁଭ ମୁହୂର୍ତ୍ତ ହୋଇଛି । କାରୁଣ୍ଡ ପ୍ରଡକ୍ସନ ନିବେଦିତ ଏହି କ୍ଷୁଦ୍ର!-->…
Read More...
Read More...
ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଦେଖିବା ସହ ପାଠ ପଢାଇଲେ ସାଂସଦ ଡ. ସାମନ୍ତ
ଫୁଲବାଣୀ : ତିନି ଦିନିଆ କନ୍ଧମାଳ ଗସ୍ତରେ ଆସିଥିବା ସାଂସଦ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ । ଫୁଲବାଣୀ ଠାରେ ମେଡିକାଲ କଲେଜ ନିର୍ମାଣ ଅଗ୍ରଗତି କାର୍ଯ୍ୟ ବୁଲି ଦେଖିଲେ ସାଂସଦ ଡ଼. ଅଚ୍ୟୁତ ସାମନ୍ତ । ତାଙ୍କ ସହ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଓ!-->…
Read More...
Read More...
ଖରିଆରରୋଡ଼ରେ ଆଇପିଏଲ ବେଟିଂ, ଛତିଶଗଡ଼ର ୫ ଯୁବକ ଗିରଫ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଖରିଆରରୋଡ଼ ସହରରେ ଆଇପିଏଲ ଚାଲିଥିବାବେଳେ ପୁଲିସର ଚଢଉ । ଏହି ଚଢଉ ସମୟରେ ପୁଲିସ ଛତିଶଗଡ଼ ରାଜ୍ୟର ୫ଜଣ ଯୁବକଙ୍କୁ ଗିରଫ କରିବା ସହ ୪ ଲ୍ୟାପଟପ୍, ୨୧ ମୋବାଇଲ, ୧୫ ଏଟିଏମ୍ କାର୍ଡ, ୧୦ ଚେକବୁକ୍ ଜବତ କରିଛି । ସୂଚନା ଅନୁଯାୟୀ, ଗତକାଲି!-->…
Read More...
Read More...