Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଚୈତ୍ରପୂର୍ଣ୍ଣିମାରେ ଦେବୀ ସୁନାଦେଇଙ୍କ ବଏଲ୍ ଯାତ୍ରା
ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ସୁନାବେଡ଼ାର ଅଧୃଷ୍ଠାତ୍ରୀ ଦେବୀ ମାଁ ସୁନାଦେଇଙ୍କ ଚୈତ୍ରପୂର୍ଣ୍ଣିମା ଅବସରରେ ଛତର ଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଅବସରରେ ଚକୋଟିଆ ଭୁଞ୍ଜିଆ ଏକ ନିଆରା ପରମ୍ପରା ମଧ୍ୟରେ ମାଁ ସୁନାଦେଇଙ୍କୁ ଧାନ ବିହନକୁ ଅର୍ପଣ କରି ଚାଷୀ ନେଇଥାନ୍ତି । ପରେ!-->…
Read More...
Read More...
ସେଞ୍ଚୁରିୟନ୍ ପବ୍ଲିକ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ ସଂକଳ୍ପ ସମାରୋହ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିୟନ୍ ପବ୍ଲିକ ସ୍କୁଲ ୧୪ତମ ବାର୍ଷିକ ଉତ୍ସବ ସଂକଳ୍ପକୁ ଗୁରୁବାର ଦିନ ସନ୍ଧ୍ୟାରେ ନିଜ ସ୍କୁଲ ପରିସରରେପାଳନ କରିଥିଲା । ବିଶେଷ କରି କରୋନା ବାଧକ ଯୋଗୁଁ ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ପାରମ୍ପାରିକ ଢଙ୍ଗରେ ବାର୍ଷିକ!-->…
Read More...
Read More...
ଶ୍ରୀରାମ ନବମୀ ଯାତ୍ରାର ଅଷ୍ଟମ ସନ୍ଧ୍ୟା, ଲଙ୍କା ଆକ୍ରମଣ ପାଇଁ ଅଷ୍ଟାବଧାନଙ୍କ ସହ ବିଚାରବିମର୍ଷ
ଓଡ଼ଗାଁ : ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରାର ଅଷ୍ଟମ ସନ୍ଧ୍ୟାରେ ପ୍ରଭୁ ଶ୍ରୀ ରଘୁନାଥଜୀଉଙ୍କ ଅଷ୍ଟାବଧାନ ବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ଶ୍ରୀରାମ ସୀତାଙ୍କ ଅନୁରୋଧ ରକ୍ଷା କରିବାକୁ ଯାଇ ମାୟାମୃଗ ପଛରେ ଚାଲି ଯାଇଥିଲେ । ମାତ୍ର ଲଙ୍କାପତି ରାବଣର ନିର୍ଦ୍ଦେଶରେ ମାୟା ରଚିଥିବା!-->…
Read More...
Read More...
ସଡକ ଦୁର୍ଘଟଣାଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳିତ
ଭବାନୀପାଟଣା: ଭବାନୀପାଟଣା ସ୍ଥିତ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ୟୁଥ୍ ରେଡକ୍ରସ, ଏନ.ଏସ.ଏସ ୟୁନିଟ ଓ କଳାହାଣ୍ଡି ପରିବହନ ବିଭାଗର ମିଲିତ ଉଦ୍ୟମରେ ଏକ ସଡକ ସୁରକ୍ଷା ଜନିତ ସାଇକେଲ ରାଲି ଅନୁଷ୍ଠାନର ନିର୍ଦ୍ଦେଶକ ଡି. ରାମ କୁମାରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ରାଲିକୁ!-->…
Read More...
Read More...
ଝାରସୁଗୁଡ଼ା ଉପନିର୍ବାଚନ: ୧୨ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡି
ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ବିଜେଡି। ୪ ବ୍ଲକ ଓ ଗୋଟିଏ ପୌର ପରିଷଦ ପାଇଁ ୧୨ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଦଳ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଝାରସୁଗୁଡ଼ା ପୌର!-->…
Read More...
Read More...
ପ୍ରତିଶ୍ରୁତି ପରେ ଶ୍ରୀବନ୍ତଦେଇପୁର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଧାରଣା ପ୍ରତ୍ୟାହୃତ
ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଦୁରୁଦୁରା ପଂଚାୟତର ଶ୍ରୀବନ୍ତଦେଇପୁର ଉନ୍ନିତ ଉଚ୍ଚ ବିଦ୍ୟାଳୟର ଶ୍ରେଣୀଗୃହ ଓ ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ବିଦ୍ୟାଳୟରେ ୩ ଦିନ ଧରି ତାଲା ପକାଇ ବନମାଳିପୁରୁ ରାସ୍ତା ଅବରୋଧ କରିଥିଲେ । ଏ ସଂପର୍କରେ ଖବର ପାଇଁ ଆଜି!-->…
Read More...
Read More...
ଚୁଲାଭାଟରେ ଆତଙ୍କ, ପୁଣି ଗାଈକୁ ମାରି ଖାଇଲା ବାଘ
ନୂଆପଡ଼ା : ନୂଆପଡ଼ା ରେଞ୍ଜ ଅଧିନ ଚୁଲାଭାଟ ଗାଁରେ ବାଘ ଆତଙ୍କ । ଗୁରୁବାର ରାତିରେ ବୁଲାଭାଟ ଗାଁର ଗୋବର୍ଦ୍ଧନ ମାଝୀଙ୍କ ଗାଈକୁ ମାରି ଖାଇଲା ବାଘ । ସୂଚନାନୁଯାୟୀ, ଗୁରୁବାର ସକାଳେ ଚୁଲାଭାଟ ଗାଁର ଗୋବର୍ଦ୍ଧନଙ୍କ ଗାଈ ଜଙ୍ଗଲକୁ ଚରିବାକୁ ଯାଇ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲା ।!-->…
Read More...
Read More...
ପୋଖରୀଗୋଛା ସରପଞ୍ଚ ଉପନିର୍ବାଚନ,୬ ପ୍ରାର୍ଥୀ ଭରିଲେ ନାମାଙ୍କନ
ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ପୋଖରୀଗୋଛା ପଞ୍ଚାୟତରେ ଆସନ୍ତା ମେ ୨ ତାରିଖ ଦିନ ହେବାକୁ ଥିବା ସରପଞ୍ଚ ପଦବି ପାଇଁ ଉପନିର୍ବାଚନ ନେଇ ରାଜନୀତି ବେଶ୍ ସରଗରମ ହେବାରେ ଲାଗିଛି । ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଆସନ ପାଇଁ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବା ବେଳେ!-->…
Read More...
Read More...
ବରିଷ୍ଠ ନାଗରିକ ସମାଜ ପକ୍ଷରୁ ରାମାନୁଜମ ଗଣିତ ମେଧା ପରୀକ୍ଷା
ସମ୍ବଲପୁର: ଛାତ୍ରଛାତ୍ରୀ ମାନଙ୍କ ମେଧା ବୃଦ୍ଧି ପାଇଁ ସ୍ଥାନୀୟ ବରିଷ୍ଠ ନାଗରିକ ସମାଜ ପକ୍ଷରୁ ରାମାନୁଜମ ଗଣିତ ମେଧା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍କୁଲରେ ଗତକାଲି ମେଧା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଆଜି ଆଉ ପାଂଚଟି!-->…
Read More...
Read More...
ସାନ ରାଧାକାନ୍ତ ମଠରେ ମଲ୍ଲି ଝୁଲଣ ଅନୁଷ୍ଠିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସାନ ରାଧାକାନ୍ତ ମଠ (ନୃସିଂହ ନାଥ )ମନ୍ଦିରରେ ଚୈତ୍ର ଶୁକ୍ଳ ଦଶମୀ ଦିନଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଛଅ ଦିନ ଧରି ମହନ୍ତ ମଦନ ଗୋପାଳ ଦାସ ଓ ମଧୁସୂଦନ ଦାସଙ୍କ ତତ୍ତ୍ୱାବାଧାନରେ ମଲ୍ଲି ଝୁଲଣ ଅନୁଷ୍ଠିତ!-->…
Read More...
Read More...