Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ
ଭୁବନେଶ୍ବର,୧୬/୦୯: ଜଣାଶୁଣା ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ। କଟକ ସିଡିଏର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଫୁସ୍ଫୁସ୍ ସଂକ୍ରମଣଜନୀତ ସମସ୍ୟା ପାଇଁ ସେ ଅସୁସ୍ଥ ହୋଇ ପଡ଼ିଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କିଛି ଦିନ!-->…
Read More...
Read More...
ବାଲିହରଚଣ୍ଡି ପୀଠରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ , 4ଜଣଙ୍କୁ ବାନ୍ଧିଲା ପୁଲିସ
ପୁରୀ : ବ୍ରହ୍ମଗିରି ର ବାଲିହରଚଣ୍ଡି ପୀଠରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ସାଂଘାତିକ ଅଭିଯୋଗ ଆସିଛି। ଏହି ଘଟଣା ସାରା ବ୍ରହ୍ମଗିରି ଅଞ୍ଚଳରେ ଚର୍ଚ୍ଚା ହୋଇଥିବା ବେଳେ ପୋଲିସ 4ଜଣଙ୍କୁ ଗିରଫ କରିଛି। ଘଟଣାକୁ ନେଇ ଆଜି ଯୁବତୀର ଡାକ୍ତରୀ ମାଇନା କରାଯାଇଛି। ଗତ ଶନିବାର ସ୍ପେସଲ!-->…
Read More...
Read More...
ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସଚିବାଳୟ କ୍ୟାଡର୍ ସହ ସମାନ ହେବେ ଓପିଏସ୍ସି କର୍ମଚାରୀ
କଟକ: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି)ର କର୍ମଚାରୀଙ୍କ କାମ ରାଜ୍ୟ ସଚିବାଳୟ କର୍ମଚାରୀଙ୍କଠାରୁ କିଛି କମ୍ ନୁହେଁ । ଓପିଏସ୍ସି ଅନେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପରିଚାଳନା କରିଥାଏ । ଚାକିରି ତଥା ନିଯୁକ୍ତି କ୍ଷେତ୍ରରେ ସରକାରଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଥାଏ । !-->…
Read More...
Read More...
ପୁଣି ସୋସିଆଲ ମିଡିଆରେ ଶ୍ରୀମୟୀ ଲେଖିଲେ ଏହି ବଡ କଥା, ରାଜନୀତି ସରଗରମ
ଭୁବନେଶ୍ୱର: ‘ଧୃତରାଷ୍ଟ୍ର’ ଆକ୍ଷେପ ପରେ ନାମ ନ ନେଇ ପୁଣି ପାଣ୍ଡଆନଙ୍କୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର। ସନ୍ନ୍ୟାସ ଏବଂ ସନ୍ନ୍ୟାସୀ ବିଷୟ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଟାର୍ଗେଟ୍ କରିଛନ୍ତି। ଶ୍ରୀମୟୀ କହିଛନ୍ତି, ସନ୍ନ୍ୟାସୀ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି। ସନ୍ଥ,!-->…
Read More...
Read More...
ଓଲଟିଲା ଯାତ୍ରୀବାହୀ ବସ୍ : କଣ୍ଡକ୍ଟର ଗୁରୁତର, ୫ ଆହତ
ଦଶପଲ୍ଲା: ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଜାମୁସାହି ଛକ ନିକଟ ଦୁଡିକିପାଜୁ ଠାରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଓଲଟିଛି। ଏହାଫଳରେ କଣ୍ଡକ୍ଟର ଗୁରୁତର ଥିବାବେଳେ ୫ରୁ ଅଧିକ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।ବିଳମ୍ବିତ ରାତିରେ ବ୍ଲୁ ବେଲୁନ୍ ନାମକ ଉକ୍ତ ବସ୍ ଭୁବନେଶ୍ୱରରୁ ବଲାଙ୍ଗୀର!-->…
Read More...
Read More...
ପୁଣି ପୁରୀ ସମୁଦ୍ରରୁ 5 ଜଣ ପର୍ଯ୍ୟଟକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଲାଇଫଗାର୍ଡ
ପୁରୀ - ପୁଣି ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଅଘଟଣ। ବଡ଼ ଲହଡ଼ିରେ ପଡି ସମୁଦ୍ର ଭିତରକୁ ଚାଲିଗଲେ ୫ ଜଣ ପର୍ଯ୍ୟଟକ। ସେକ୍ଟର ୯ ନମ୍ବର ବେଳାଭୂମି ଅର୍ଥାତ ହୋଟେଲ୍ ସୋନାଲି ସମ୍ମୁଖ ସମୁଦ୍ରକୂଳରେ ଘଟିଛି ଏଭଳି ଘଟଣା। ୫ ଜଣ ପର୍ଯ୍ୟଟକ ସମୁଦ୍ର ସ୍ନାନର ମଜା ନେଉଥିବା ବେଳେ ସମୁଦ୍ର!-->…
Read More...
Read More...
ଗଣଦୁଷ୍କର୍ମ ଅଭିଯୋଗରେ 3 ଅଭିଯୁକ୍ତଙ୍କୁ ବାନ୍ଧିଲା ମହିଳା ପୁଲିସ
ଭୁବନେଶ୍ୱର : ରାଜଧାନୀରେ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ପୀଡ଼ିତାଙ୍କ ପ୍ରେମିକ ମିଥ୍ୟା ବାହାନା କରି ଏକ ଲଜକୁ ଡକାଇ ୨ ବନ୍ଧୁଙ୍କ ସହ ମିଶି ଗଣଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି । ଏଭଳି ସଙ୍ଗୀନ ଅଭିଯୋଗ ପାଇବା ପରେ ଭୁବନେଶ୍ୱର ମହିଳା ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ!-->…
Read More...
Read More...
ବାଲିଗୁଡ଼ା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ଅନୁଷ୍ଠିତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବ୍ଲକର ୪ ଟି ଯୋନ୍ ଯଥା-ସୁଡ୍ରା,ବାଟାଗୁଡ଼ା,ସିପାଞ୍ଜିରି ଓ ବାଲିଗୁଡ଼ାର ବିଭିନ୍ନ!-->…
Read More...
Read More...
ପୁଣି ଓଡିଶାକୁ ବାତ୍ୟା ଭୟ ! ସତର୍କ କରାଇଲେ ଆଇଏମ୍ଡି ଡିଜି
ଭୁବନେଶ୍ୱର: ଚଳିତ ବର୍ଷ ବହୁଦିନ ଧରି ମୌସୁମୀ ବର୍ଷା ଲାଗି ରହିଛି। ଇତିମଧ୍ୟରେ ବଙ୍ଗୋପସାଗରରେ ୧୫ରୁ ଊର୍ଦ୍ଧ୍ୱ ଲଘୁଚାପ କ୍ଷେତ୍ର ଓ ଘୂର୍ଣ୍ଣିବଳୟ ଆଗକୁ ପ୍ରାକୃତିକ ଦୁର୍ବିପାକର ସଙ୍କେତ ଦେଉଛି। ଏପରିସ୍ଥିତିରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଓଡ଼ିଶା ସହ ପୂର୍ବ ଭାରତୀୟ!-->…
Read More...
Read More...
ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସେବା ପକ୍ଷ ପାଳନ ପାଇଁ ମଣ୍ଡଳ ସ୍ତରୀୟ କର୍ମଶାଳା
ବୌଦ୍ଧ: ଶୁକ୍ରବାର ସନ୍ଧ୍ୟା 5 ଘଣ୍ଟା ସମୟରେ ବୌଦ୍ଧ ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ସେବା ପକ୍ଷ ପାଳନ ପାଇଁ ବିଜେପିର ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ନଗର ମଣ୍ଡଳ ସଭାପତି ଗଜେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି!-->…
Read More...
Read More...