Browsing Category

ରାଜ୍ୟ

ବଢିଲା ଆଇଏଏସ ପୂଜା ଖେଡକରଙ୍କ ଅଡ଼ୁଆ, ମାମଲା ରୁଜ୍ଜୁ କଲା ୟୁପିଏସସି

ନୂଆଦିଲ୍ଲୀ: ଆଇଏଏସ୍ ପୂଜା ଖେଡକରଙ୍କ ସମସ୍ୟା ବଢ଼ିଛି। ଆଇଏଏସ୍ ଅଫିସର ପୂଜା ଦିଲ୍ଲୀପ ଖେଡକରଙ୍କ ବିରୋଧରେ ସଂଘ ଲୋକସେବା ଆୟୋଗ ବା ୟୁପିଏସସି ଏକ ମାମଲା ରୁଜୁ କରିଛି। ଜାଲିଆତି ଅଭିଯୋଗରେ ମାମଲା ରୁଜୁ କରାଯିବା ସହ ତାଙ୍କର ଆଇଏଏସ ପଦ ରଦ୍ଦ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି
Read More...

ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ମୃତକଙ୍କ ପରିବାର

ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ବାଦୀକଟା ଗ୍ରାମର ବାଳକୃଷ୍ଣ ମହାକୁଡ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ପାଇଁ ବୌଦ୍ଧ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତକଙ୍କ ପରିବାର l ଗତ ମେ ମାସ ୩୧ ତାରିଖ ଦିନ ରାତିରେ ବାଦୀକଟା ଗ୍ରାମର ବାଳକୃଷ୍ଣ ମହାକୁଡଙ୍କୁ ପେଟରେ ଛୁରୀ ଭୁଷି ବିଭତ୍ସ ଭାବରେ
Read More...

ପ୍ରଧାନମନ୍ତ୍ରୀ ଆବାସ କଲୋନୀ ଅସାମାଜିକ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ

ଚିପିଲିମା : ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ କଳାମାଟି ପଞ୍ଚାୟତ ବେହେରାଟିକ୍ରା ରେ ବହୁବର୍ଷ ହେଲା ୫୪ଟି ପ୍ରଧାନମନ୍ତ୍ରୀ ଆବାସ ଗୃହକୁ ନେଇ ଏକ କଲୋନୀ ତିଆରି ହୋଇଛି l ଯାହାକି କଳାମାଟି ପଞ୍ଚାୟତର ଭୂମିହୀନଙ୍କୁ ଘରଗୁଡିକ ଦିଆଯାଇଛି l ସେଥିମଧ୍ୟରୁ ଅଧିକାଂଶ ଆବାସ ଗୃହ ଗୋଶାଳା ଚିପିଲିମା
Read More...

ବାର୍ଷିକ ମଣ୍ଡେଇ ଓ ଆଷାଢ଼କେନା ଯାତ୍ରା

କୋକସରା : ପ୍ରାଚୀନ କାଳରୁ କଳାହାଣ୍ଡି ଭୂଖଣ୍ଡ ତାର ନିଆରା ଧର୍ମଧାରା ସହ ଉନ୍ନତ କଲା ସଂସ୍କୃତି ପାଇଁ ନିଜର ସ୍ୱତ୍ରନ୍ତତା ପ୍ରତିପାଦନ କରିଥାଏ l ଜିଲ୍ଲାର ଅନେକ ଗ୍ରାମାଞ୍ଚଳରେ ବିଭିନ୍ନ ଦେବାଦେବୀ ପ୍ରାଚୀନ ପରମ୍ପରା ସହ ଉପାସିତ ହେବା ସହ ସେମାନଙ୍କ ଯାତ୍ରା /ପର୍ବ ଅନୁଷ୍ଠିତ ହୋଇଥାଏ l
Read More...

କେବେ ହବ ରାସ୍ତା ନୂଆଗାଁ ଷ୍ଟେସନ

ନୟାଗଡ଼ଜିଲା : (ନୂଆଗାଁ ) କେବେ ହବ ନୂଆଗାଁ ଷ୍ଟେସନକୁ ରାସ୍ତ। ? ସୂଚନା ଥାଉ କି ଭାରତୀୟ ରେଳ ବିଭାଗ ଆନୁକୁଲ୍ୟ ରେ ଦୀର୍ଘ ବର୍ଷର ସ୍ଵପ୍ନ ସାକାର ସ୍ୱରୂପ ନୂଆଗାଁରେ ରେଳ ସଂଯୋଗ ଫଳପ୍ରଦ ହେଇଛି । ପ୍ରତ୍ୟକ ଦିନ ସହ ସହ ଯାତ୍ରୀ ରେଳ ଦ୍ଵାରା ଭୁବନେଶ୍ୱର, ପୁରୀ ଯାତାୟାତ କରନ୍ତି। ନୂଆଗାଁ
Read More...

ପ୍ଲାଷ୍ଟିକ ବୋତଲ ମୁକ୍ତ ରଥଯାତ୍ରା

ଚଳିତ ରଥଯାତ୍ରାକୁ ପରିବେଶ ଉପଯୋଗୀ କରିବା ସହ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ମୁକ୍ତ କରିବା ପାଇଁ ପ୍ରୟାସ କରାଯାଇଥିଲା।ଏହା ଏକ ବଡ ପଦକ୍ଷେପ । ଏକ ଦୀର୍ଘ ସ୍ଥାୟୀ ସୂତ୍ରରେ ଏହାର ପୁନଃ ପ୍ରକ୍ରିୟା କରଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି। ପୁରୀ ଜିଲ୍ଲା
Read More...

ଯାତ୍ରୀ ଆଶ୍ରୟସ୍ଥଳୀ ମଧ୍ୟରେ ପାଣି, ଯାତ୍ରୀ ହନ୍ତସନ୍ତ

ନୟାଗଡ଼ଜିଲା : (ନୂଆଗାଁ ) ସାମାନ୍ଯ ବର୍ଷା ରେ ଯାତ୍ରୀ ଆଶ୍ରୟସ୍ଥଳୀ ମଧ୍ୟ ରେ ଆଣ୍ଠୁଏ ପାଣି, ଯାତ୍ରୀ ହନ୍ତସନ୍ତ। ସୂଚନା ଥାଉ କି ନୂଆଗାଁରୁ ବାହାଡାଝୋଲାକୁ ସଞ୍ଜୋଗ କରୁଥିବା ମୁଖ୍ୟ ରାସ୍ତା ଶିମିଳିସାହି ଛକରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦ୍ରୁଶ୍ଯ ସାମାନ୍ୟ ବର୍ଷା ହେଲେ ଶିମିଳିସାହି
Read More...

ସିଂହାସନକୁ ବିଜେକଲେ କଳାଠାକୁର

ସମ୍ବଲପୁର : ଦୀର୍ଘ ପ୍ରାୟ ଏକମାସର ବ୍ୟବଧାନ ପରେ ଚତୁର୍ଧାମୂର୍ତ୍ତି ସ୍ବମନ୍ଦିର ସ୍ଥିତ ନିଜ ସିଂହାସନକୁ ବିଜେ କରିଛନ୍ତି। ଏହାସହିତ ୯ ଦିନ ପର୍ଯ୍ୟନ୍ତ ପରିଚାଳିତ ନବଦିନାତ୍ମକ ରଥଯାତ୍ରାର ପରିସମାପ୍ତି ଘଟିଛି। ଏହିକ୍ରମରେ ପ୍ରଥମେ ପ୍ରବଳ ସ୍ନାନ ଯୋଗୁଁ ଜ୍ବରରେ ପୀଡିତ ହେଲେ, ଏଥିରୁ
Read More...

ଜିଲ୍ଲାସ୍ତରୀୟ ‘ଶିଶୁଙ୍କ ପାଇଁ ଦିନଟିଏ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ‘ଶିଶୁଙ୍କ ପାଇଁ ଦିନ ଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ସ୍ଵାତୀ ଏସ କୁମାର, ଆରକ୍ଷୀ ଅଧିକ୍ଷକ ଗଜପତିଙ୍କ ଅଧ୍ୟକ୍ଷତା
Read More...

ଭିନ୍ନକ୍ଷମଙ୍କୁ ସ୍ବାବଲମ୍ବୀ କରିଲ ଜିଲ୍ଲା ପ୍ରଶାସନ

ସମ୍ବଲପୁର : ସ୍ଥାନୀୟ ବୈଜାମୁଣ୍ଡା ସ୍ଥିତ ସମନ୍ମିତ ଭିତିଭୂମି ପରିସରରେ ଜିଲ୍ଲା ପ୍ରଶାସନ ଓ ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡର ମିଳିତ ଆନୁକୁଲ୍ୟରେ ୧୫ ଜଣ ଭିନ୍ନକ୍ଷମଙ୍କୁ ଈ-ରିକ୍ସା ଦିଆଯାଇଛି। ସେଥିମଧ୍ୟରୁ ଯୁଯୁମରା ଵ୍ଲକରୁ ୫ ଜଣ, ଧନକଉଡା ବ୍ଲକରୁ ଜଣେ, ମାନେଶ୍ଵର ବ୍ଲକରୁ ୨ ଜଣ,
Read More...