Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ହରଭଙ୍ଗା ବ୍ଲକର ଉପାନ୍ତ ଅଞ୍ଚଳ ଜିଲ୍ଲା ପ୍ରଶାସନ,ମାରଡ଼ା ଓ ଅତଲସରାରେ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ଅଂଚଳ ଅତଲସରା ଓ ମାରଡ଼ା ଗ୍ରାମରେ ଗୁରୁବାର ଦିନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶମତେ ସ୍ୱସ୍ଥ୍ୟ ବିଭାଗ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱସ୍ଥ୍ୟ ଶିବିରରେ ଉଭୟ ଗ୍ରାମର ମୋଟ ୭୦ରୁ ଉର୍ଦ୍ଧ୍ୱ ଲୋକମାନଙ୍କୁ!-->…
Read More...
Read More...
ମାରଡ଼ା ଓ ଅତଲସରାରେ ପ୍ରାଣୀସ୍ୱାସ୍ଥ୍ୟ ଶିବିର ଓ ସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନା ଚକ୍ର
ହରଭଙ୍ଗା: ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଣୀପାଳନ ବିଭାଗ ପକ୍ଷରୁ ହରଭଙ୍ଗା ବ୍ଲକର ବନାନିବେଷ୍ଟିତ ଦୁର୍ଗମ ମାରଡ଼ା ଓ ଅତଲସରାରେ ଦୁଇଟି ପ୍ରାଣୀଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ବୀରେନ୍ଦ୍ର କୁମାର ପୃଷ୍ଟିଙ୍କ!-->…
Read More...
Read More...
ତହସିଲ ଅଫିସ ସମ୍ମୁଖରେ ଯୁବକଙ୍କ ଆତ୍ମହୁତି ଉଦ୍ୟମ
ନୂଆପଡ଼ା :ନୂଆପଡା ଜିଲ୍ଲା ସଦର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଯୁବକ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଜାରି ରହିଛି । ଏହି ଆତ୍ମହୁତି ଉଦ୍ୟମରେ ତାଙ୍କର ଅଧାରୁ!-->…
Read More...
Read More...
୧୦ ଦଫା ଦାବିନେଇ ଓଡିଶା ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ
ଦଶପଲ୍ଲା : ଓଡିଶା ଡ୍ରାଇଭର ସଂଘ ତରଫରୁ ସମଗ୍ର ଓଡ଼ିଶାରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ଦ୍ୱିତୀୟ ଦିନରେ ପହଞ୍ଚି ଥିବାବେଳେ ଡ୍ରାଇଭରଙ୍କ ୧୦ ଦଫା ପୂରଣ ନିମନ୍ତେ ଆଜି ଦଶପଲ୍ଲା ସମେତ ଓଡ଼ିଶାର ସମସ୍ତ ଜିଲ୍ଲା ଓ ବ୍ଳକରେ ଧାରଣା ଜାରି ରହିଛି । ଡ୍ରାଇଭରଙ୍କ ବାରମ୍ବାର!-->…
Read More...
Read More...
ଦାସିଆ ଅଜାଙ୍କ ପ୍ରସିଦ୍ଧ ପାଠାଗାର ଓ ସଂଗ୍ରହାଳୟ ପରିଦର୍ଶନ କଲେ ପୂର୍ବତନ ଜିଲ୍ଲା ବିଚାରପତି
ଦଶପଲ୍ଲା : ପ୍ରଖ୍ୟାତ ସଂଗ୍ରାହକ, ପାଠାଗାରର ଆନ୍ଦୋଳନର ପୁରୋଧା ଦାସିଆ ଅଜାଙ୍କ ପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟକୁ ପରିଦର୍ଶନରେ ଆସି ପୂର୍ବତନ ଜିଲ୍ଲା ବିଚାରପତି ମହମ୍ମଦ ଅଜମଲ ଓ ପରିବାରବର୍ଗ ନିଜର ପିତା ତଥା ବିଟ୍ରିଶ ସରକାରଙ୍କ ଉଚ୍ଚ ପଦସ୍ତ ଅଧିକାରୀ ସ୍ୱର୍ଗତ ମହମ୍ମଦ ୟାସିନଙ୍କ!-->…
Read More...
Read More...
ନୋବେଲ ଶାନ୍ତି ପୁରସ୍କାର ଦୌଡରେ ଆଗରେ ମୋଦି
ନୂଆଦିଲ୍ଲୀ : ଭାରତ ପାଇଁ ଖୁସି ଖବର । ନୋବେଲ ଶାନ୍ତି ପୁରସ୍କାର ଦୌଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠୁ ଆଗରେ ରହିଛନ୍ତି । ନୋବେଲ ପୁରସ୍କାର କମିଟିର ଡେପୁଟି ଲିଡର ଆସରେ ଦୋଜ ସୂଚନା ଦେଇଛନ୍ତି । ଏନେଇ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ମୋଦି!-->…
Read More...
Read More...
କୋଟଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍ତେଜନା, ସମସ୍ୟା ସମାଧାନ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର ଅସନ୍ତୋଷ । କଲେଜରେ ଉତ୍ତେଜନା ଦେଖାଦେବା ପରେ ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ସମସ୍ୟା ସମାଧାନ ଦାବିରେ ବାଲିଗୁଡ଼ା-ରାୟଗଡା ମୁଖ୍ୟ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି!-->…
Read More...
Read More...
ନାନପୁରରୁ ସନ୍ଦିଗ୍ଧ ପାରା ଉଦ୍ଧାର
ପୁରୀ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ନାନପୁରରୁ ଏକ ସନ୍ଦିଗ୍ଧ ପାରାକୁ ଉଦ୍ଧାର କରାଯାଇଛି । ପାରା ଗୋଡରେ ତିନିଟି ରିଙ୍ଗ ରହିଛି । ଯେଉଁଥିରେ କି ଇଂରାଜୀରେ READY BSP DN ଲେଖାଯାଇଛି । ସେହିପରି ଆଉ ଏକ ରିଙ୍ଗରେ ୩୧ ଲେଖା ଯାଇଛି । ପାରା ପର ଭିତରେ ମଧ୍ୟ ଷ୍ଟାମ୍ପ ମରାଯାଇଛି । ଗତ ୮!-->…
Read More...
Read More...
ଦ୍ୱିତୀୟ ଦିନରେ ପହଞ୍ଚିଲା ଡ୍ରାଇଭର ମହାସଂଘ ଆନ୍ଦୋଳନ, ପୁରୀରେ ଯାତ୍ରୀ ହନ୍ତସନ୍ତ
ପୁରୀ : ଦ୍ୱିତୀୟ ଦିନରେ ପହଞ୍ଚିଛି ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଡ୍ରାଇଭର ମାନଙ୍କ ପାଇଁ ବୀମା, ପେନସନ ସୁବିଧା, ସାମାଜିକ ନିରାପତ୍ତା, ରାସ୍ତାକଡରେ ଶୌଚାଳୟ ଓ ବିଶ୍ରାମ ଘର ନିର୍ମାଣ ସମେତ ଦଶ ଦଫା ଦାବି ନେଇ ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଶହ!-->…
Read More...
Read More...
ନକ୍ସଲ ପ୍ରବଣ ଅଞ୍ଚଳରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବିଏସଏଫ କ୍ୟାମ୍ପର ପରିଦର୍ଶନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଅଞ୍ଚଳରେ ନୂତନ ଭାବେ ଅବସ୍ଥାପିତ ହେଇଥିବା ବିଏସଏଫ କ୍ୟାମ୍ପକୁ କିଛି ଉଚ୍ଚ ପଦସ୍ଥ ଅଧିକାରୀ କ୍ୟାମ୍ପ ପରିଦର୍ଶନ କରିବାକୁ ପହଞ୍ଚିଥିଲେ । ଡିଜି କମାଣ୍ଡ ଅନୁରାଗ ଗାର୍ଗ (ନୟା ରାୟପୁର), ଧନେଶ୍ୱର କୁମାର ଶର୍ମା (ଆଇଜି ଏଫଟିଆର ବିଏସଏଫ ଭୁବନେଶ୍ୱର),!-->…
Read More...
Read More...