Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦ୍ୱିତୀୟ ଦିନରେ ପହଞ୍ଚିଲା ଡ୍ରାଇଭର ମହାସଂଘର ଧର୍ମଘଟ, ଅତ୍ୟାବଶ୍ୟକ ସାମଗ୍ରୀ ଚିନ୍ତାରେ ଖାଉଟି, ଯାତ୍ରୀ ହନ୍ତସନ୍ତ
ବାଲିଗୁଡ଼ା: ଡ୍ରାଇଭର ଏକତା ମହାମଞ୍ଚ ଆନୁକୁଲ୍ୟରେ ଗତକାଲି ଅର୍ଥାତ୍ ମାର୍ଚ୍ଚ ୧୫ ତାରିଖରୁ ୧୦ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି ଓଡ଼ିଶା ଡ୍ରାଇଭର ମହାସଂଘ । ଆଜି ଧର୍ମଘଟ ଦ୍ୱିତୀୟ ଦିନରେ ପହଁଚିଥିବା ବେଳେ କନ୍ଧମାଳ!-->…
Read More...
Read More...
ଧାନ ବିକ୍ରିବଟା ହେଉନଥିବାକୁ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଚାଷୀ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୋଷାଣି ବ୍ଲକ ତାମ୍ପରକଇଠା ସୋସାଇଟିର କେତେକ ଚାଷୀଙ୍କ ଧାନ ବିକ୍ରିବଟା ହେଉନଥିବାକୁ ନେଇ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ତାମ୍ପରକଇଠା ସୋସାଇଟି ବା ପ୍ୟାକ୍ସର ସଭାପତି ଜି.ଶ୍ରୀଧର ନାଇଡୁଙ୍କ ନେତୃତ୍ୱରେ ୩୦ରୁ ଉଦ୍ଧ୍ୱର୍ ଚାଷୀ ଖରିଫ!-->…
Read More...
Read More...
ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଯୋଗୀପଥର ନିକଟସ୍ଥ ଖୋର୍ଦ୍ଧା ବଲାଙ୍ଗୀର୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ବୁଧବାର ଜଣେ ଅଚିହ୍ନା ମହିଳାଙ୍କ ଗଳିତ ସବ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ମତେ ଆଜି ୫୭ ନମ୍ବର ଜାତୀୟ ରାଜପଥରେ ଯାଉଥିବା କିଛି!-->…
Read More...
Read More...
ଷ୍ଟିୟରିଂ ଛାଡି ଆନ୍ଦୋଳନ, ରାଜରାସ୍ତାକୁ ଓହ୍ଲାଇଲା ଡ୍ରାଇଭର ମହାସଂଘ
ସୁବର୍ଣ୍ଣପୁର : ଆଜି ଓଡିଶା ଡ୍ରାଇଭର ମହାସଂଘର ଆହ୍ୱାନ କ୍ରମେ ଓ ରାଜ୍ୟ ଡ୍ରାଇଭର ଏକତା ମହାମଞ୍ଚର ନିଷ୍ପତ୍ତି କ୍ରମେ ରାଜ୍ୟର ବିଭିନ୍ନ ସଂଗଠନର ସମର୍ଥନରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରି ରାଜରାସ୍ତାରେ ଗଣ ଧାରଣା ଦେଇଛନ୍ତି ସୁବର୍ଣ୍ଣପୁର ଜ଼ିଲ୍ଲା ଡ୍ରାଇଭର ସଂଘ । ସୁବର୍ଣ୍ଣପୁରର!-->…
Read More...
Read More...
ଡ଼୍ରାଇଭର୍ ମହାସଂଘ ଆନ୍ଦୋଳନ, ଖାଉଟି ମୁଣ୍ଡରେ ଚଡକ
ଦଶପଲ୍ଲା : - ସାଧାରଣ ଭାବେ ରାଜ୍ୟରେ କିଛି ପ୍ରାକୃତିକ ବିପର୍ଯ୍ୟୟ ଘଟିବା ଆଶଙ୍କା ପ୍ରକାଶ ପାଇଲେ ବିଭିନ୍ନ ସମୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ହୁହୁ ହୋଇ ବୃଦ୍ଧି ପାଇଥାଏ । ହେଲେ ଏବେ ରାଜ୍ୟରେ ସେପରି କିଛି ବିପର୍ଯ୍ୟୟ ଆଶଙ୍କା ନଥିଲେ ହେଁ ଅତ୍ୟାବଶ୍ୟକ ସାମଗ୍ରୀର ଦର ହୁହୁ!-->…
Read More...
Read More...
ବିଶ୍ୱ ଖାଉଟି ଅଧିକାର ଦିବସ-୨୦୨୩ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ପ୍ରଶାସନ, ଜିଲ୍ଲା ବୈଧ ମାପ-ଓଜନ ବିଭାଗ ଏବଂ ସ୍ୱେଚ୍ଛାସେବୀ ସଂଗଠନ "କଲ୍ୟାଣୀ’ ର ମିଳିତ ଆନୁକୂଲ୍ୟରେ ଫୁଲବାଣୀ ସ୍ଥିତ ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟ ହଷ୍ଟେଲପରିସର ମଧ୍ୟରେ ବିଶ୍ୱ ଖାଉଟି ଅଧିକାର ଦିବସ-୨୦୨୩ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ!-->…
Read More...
Read More...
ଅଂଶୁଘାତର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ
ବୌଦ୍ଧ,୧୫ା୩ : ବୌଦ୍ଧଜିଲ୍ଲା ସ୍ତରୀୟ ଅଂଶୁଘାତ ମୁକାବିଲା ସଂପର୍କିତ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ଗ୍ରୀଷ୍ମଋତୁରେ ପିଇବା ପାଣି ଓ ଅଂଶୁଘାତର ସଫଳ ମୁକାବିଲା ନିମନ୍ତେ ଆଲୋଚନା ହୋଇଥିଲା । ପ୍ରତ୍ୟେକ ଅଙ୍ଗନୱାଡି!-->…
Read More...
Read More...
ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଜିଲ୍ଲାରୁ ବାହାରିଲେ ୬୫ ଜଣ ଯାତ୍ରୀ
ସୁବର୍ଣ୍ଣପୁର: ରାଜ୍ୟ ସରକାରଙ୍କ ନାଗରିକ ତୀର୍ଥ ଯାତ୍ରା ଯୋଜନା ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲାର ୬୫ ଜଣ ବରିଷ୍ଠ ତୀର୍ଥ ଯାତ୍ରୀଙ୍କୁ ନେଇ ବାହାରିଥିବା ବସକୁ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରି ସଫଳ!-->…
Read More...
Read More...
ଶ୍ରୀମନ୍ଦିରରେ ଦଳାଚକଟା, ମହିଳା ଭକ୍ତ ଆହତ
ଶ୍ରୀମନ୍ଦିରରେ ଦଳା ଚକଟା ପରିସ୍ଥିତି । ପଶ୍ଚିମ ଦ୍ୱାରରେ ଦଳା ଚକଟା ପରିସ୍ଥିତି । ଜଣେ ମହିଳା ଭକ୍ତ ଆହତ । ଆଜି ସଂକ୍ରାନ୍ତି ଅବସର ରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ହୋଇଛ଼ି । ତେବେ ପଶ୍ଚିମ ଦ୍ୱାରରେ ଭକ୍ତ ମାନେ ଶ୍ରୀ ମନ୍ଦିରକୁ ପ୍ରବେଶ ପାଇଁ ଯାଉଥିବା ବେଳେ!-->…
Read More...
Read More...
ନୂଆପଡାରେ ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ
ନୂଆପଡ଼ା : ଓଡିଶା ଡ୍ରାଇଭର ମହାସଂଘ ଆହ୍ୱାନ କ୍ରମେ ନୂଆପଡା ଜିଲ୍ଲାର ସମସ୍ତ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରାଯାଉଛି । ସିନାପାଲି ନିକଟ ଯୁଗେନପଦର୍ ଚାରିଛକ ବିଜୁ ଏକ୍ସପ୍ରେସ ରାସ୍ତା ରେ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତାଙ୍କର ଦାବି ଗୁଡ଼ିକ ହେଲା!-->…
Read More...
Read More...