Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ୍ ପ୍ରତିଯୋଗିତାର ଉଦଘାଟିତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ଉପଖଣ୍ଡ କ୍ରୀଡ଼ା ସଂଘ, ବାଲିଗୁଡ଼ା ପକ୍ଷରୁ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ୍ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ଉଦଘାଟିତ ଉତ୍ସବରେ ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଓ ଏସଡିପିଓ ରାକେଶ ବର୍ମା!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଫୋରଲେନ ବିଶିଷ୍ଟ ବିଜୁ ଏକ୍ସପ୍ରେସ ୱେ ଉଦଘାଟିତ
କୋକସରା,୫/୩:- ପ୍ର୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର କଳାହାଣ୍ଡି ଗସ୍ତରେ ଆସି ଆମପାଣି ଠାରେ ବିଜୁ ଏକ୍ସପ୍ରେସ ୱେକୁ ଲୋକାର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ହେଲିକେପ୍ଟର ରେ ଆସି ଉଦଘାଟନ ସ୍ଥଳୀଠାରେ ପହଞ୍ଚିଥିଲେ ।!-->…
Read More...
Read More...
ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ୍ ପ୍ରତିଯୋଗିତାର ଉଦଘାଟିତ
ବାଲିଗୁଡ଼ା,୫/୩: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ଉପଖଣ୍ଡ କ୍ରୀଡ଼ା ସଂଘ, ବାଲିଗୁଡ଼ା ପକ୍ଷରୁ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ୍ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ଉଦଘାଟନୀ ଉତ୍ସବରେ ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଓ ଏସଡିପିଓ ରାକେଶ!-->…
Read More...
Read More...
ବିଜେପି ପକ୍ଷରୁ ଭ୍ରଷ୍ଟାଚାର ଦିବସ ପାଳିତ
ହରଭଙ୍ଗା,୫/୩:- ଆଜି ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ସୁଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଭ୍ରଷ୍ଟାଚାର ଦିବସ ପାଳନ କରାଯାଇଥିଲା । ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ବିରୁଦ୍ଧରେ ଏହି ସଭା ଆୟୋଜନ କରାଯାଇଥିଲା । ସମସ୍ତ ବିଜେପି କର୍ମୀମାନେ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ବିଜୁ ଏକ୍ସପ୍ରେସ୍ ୱେ’ ଲୋକାର୍ପିତ, ମୁଁ କଥାରେ ନୁହେଁ, କାମରେ ବିଶ୍ୱାସ କରେ
ଗୋଲାମୁଣ୍ଡା,୫/୩:- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପଶ୍ଚିମ ଓଡିଶାର ୩ଟି ଜିଲ୍ଲା(ବରଗଡ, ନୂଆପଡା ଓ କଳାହାଣ୍ଡି) ଗସ୍ତ ଅବସରରେ ‘ବିଜୁ ଏକ୍ସପ୍ରେସ୍ ୱେ’ର ଲୋକାର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଠାରେ ମୋଟ ୫୨୭ କୋଟି ଟଙ୍କାର ୯୩ଟି ପ୍ରକଳ୍ପର!-->…
Read More...
Read More...
ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ପାଳିତ
ପାରଳାଖେମୁଣ୍ଡି: ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ପାରଳାଖେମୁଣ୍ଡିର ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷ ଠାରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତ୍ରିପତି ରାଓ, ଜିଲ୍ଲା!-->…
Read More...
Read More...
ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚରେ ପ୍ରେସ ଏକାଦଶକୁ ହରାଇଲା ଜିଲ୍ଲା କ୍ରୀଡ଼ା ସଂଘ
ସମ୍ବଲପୁର: ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚରେ ପ୍ରେସ ଏକାଦଶ ବିରୁଦ୍ଧରେ ଜିଲ୍ଲା କ୍ରୀଡ଼ା ସଂଘ ବିଜୟ ଲାଭ କରିଛି । ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ଉଚିତ ବାତାବରଣ ନିର୍ମାଣ ସହିତ ସେ ବିଷୟରେ ନିର୍ଭୁଲ ଖବର ପରିବେଷଣକୁ!-->…
Read More...
Read More...
ଲୁଟେରା ଗ୍ୟାଙ୍ଗର ୪ଜଣ ଗିରଫ
ପୁରୀ: ପୁରୀ ବଳିଆପଣ୍ଡା ଥାନା ପୋଲିସକୁ ବଡ଼ ସଫଳତା । ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗର ଚାରି ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବନ୍ଧୁକ ସହିତ ଗୋଟେ ଜୀବନ୍ତ ଗୁଳି ଓ ୭ ଟି ସୁନା ଚେନ, ୨ ଟି ମୁଦି, ୭ ଟି ମୋବଇଲ ଫୋନ ଓ ନଗଦ ୬୦୦୦ ଟଙ୍କା ସହ!-->…
Read More...
Read More...
ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜୁବାବୁଙ୍କ ୧୦୭ତମ ଜୟନ୍ତୀ ପାଳିତ
ବାଲିଗୁଡ଼ା: ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀ । ସାରା ରାଜ୍ୟରେ ମାର୍ଚ୍ଚ ୫ ତାରିଖକୁ ବିଜେଡ଼ି ପକ୍ଷରୁ ବିଜୁବାବୁଙ୍କ ଜୟନ୍ତୀ ଭାବରେ ପାଳନ କରାଯାଇଛି । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ!-->…
Read More...
Read More...
ମେଘପାଳ ପଞ୍ଚାୟତରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ
ସମ୍ବଲପୁର: ସ୍ଥାନୀୟ ଯୁଯୋମୁରା ବ୍ଲକ୍ ଅନ୍ତର୍ଗତ ମେଘପାଳ ପଞ୍ଚାୟତରେ ଆଜି ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱାଧୀନତା ସଂଗ୍ରାମୀ, ଆଧୁନିକ ଯୁଗର ନବ ନିର୍ମାତା ତଥା ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ୧୦୭ ତମ ସ୍ୱନକ୍ଷତ୍ର ଦିବସ ଅବସରରେ!-->…
Read More...
Read More...