Browsing Category

ରାଜ୍ୟ

ଗାଡ଼ିରୁ ଜବତହେଲା ୪୦ କେଜି ଗଞ୍ଜେଇ,୨ ଗିରଫ

ସୁବର୍ଣ୍ଣପୁର,୨୫/୨- ଗଞ୍ଜେଇ କରିଡ଼ରରେ ପରିଣତ ହୋଇଛି ସୁବର୍ଣ୍ଣପୁର । ଜିଲ୍ଲା ମଧ୍ୟ ଦେଇ ବିପୁଳ ପରିମାଣରେ ବେଆଇନ ଭାବେ ଆନ୍ତଃ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ହେଉଛି । ଏହି ବେଳାରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଧରପଗଡ଼ କରାଯାଉଛି । ଆଜି ପୁଣି ବିପୁଳ ପରିମାଣର ଗଂଜେଇ ଜବତ
Read More...

ପ୍ରସିଦ୍ଧ ଧର୍ମପୀଠ ଖପ୍ରାଡୁଙ୍ଗୁରିକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କଠାରେ ସାଂସଦଙ୍କ ଦାବି

ବଲାଙ୍ଗିର/ପାଟଣାଗଡ: ବଲାଙ୍ଗିର ଜ଼ିଲ୍ଲା ସଇଁତଲା ଏବଂ ବେଲପଡା ବ୍ଲକ ସୀମାରେ ଥିବା ଐତିହ୍ୟ ସଂପନ୍ନ ସୁପ୍ରସିଦ୍ଧ ଧର୍ମ ପୀଠ ଖପ୍ରାଡୁଙ୍ଗୁରିକୁ ପର୍ଯ୍ୟାବରଣ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିବା ସହିତ ଖପ୍ରାଡୁଙ୍ଗୁରି ସ୍ଥିତ ପ୍ରାକୃତିକ ଗୁମ୍ଫା, ପାହାଡ଼ ଉପରେ ଥିବା ସୁରମ୍ୟ
Read More...

ସାଂସଦଙ୍କ ଦୁଇଦିନିଆ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମୀକ୍ଷା କାର୍ଯ୍ୟକ୍ରମ

ଫୁଲବାଣୀ :ଦୁଇ ଦିନିଆ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମୀକ୍ଷା କାର୍ଯ୍ୟକ୍ରମ ଅବସରରେ ଆଜି ସକାଳେ ସାଂସଦ ଅଚ୍ୟୁତ ସାମନ୍ତ ଫୁଲବାଣୀ ଠାରେ ମ୍ୟୁନିସିପାଲଟି ଉନ୍ନତି କରଣ ପାଇଁ ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ସହ ଆଲୋଚନା କରିଥିଲେ । ଫୁଲବାଣୀ ମ୍ୟୁନିସିପାଲଟିର ଥିବା ବାକିଆ କାମ ତୁରନ୍ତ
Read More...

ଲେପ୍ରା ସୋସାଇଟିର ୩୪ ତମ ପ୍ରତିଷ୍ଠା ଦିବସ ପାଳିତ

ସୁବର୍ଣ୍ଣପୁର: ଏଠାରେ ଅବସ୍ଥିତ ଲେପ୍ରା ସୋସାଇଟିର ୩୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜ଼ିଲ୍ଲାର ଡ଼ିଏଲଓ ପଦ୍ମ ହଂସା ଦୋରା ଏଡିଏମଓ ଆର. ସି .ସ୍ୱାଇଁ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁଙ୍କ ସମେତ ପ୍ରତି ବ୍ଲକର କୁଷ୍ଠ କର୍ମୀ ଯୋଗ ଦେଇ ଏହି ପ୍ରତିଷ୍ଠା ଦିବସରେ ପୁରୁଣା
Read More...

ପ୍ରଧାନୀ ଜଙ୍ଗଲରୁ ଏକ ମୃତ ବାର୍‌ହା ଉଦ୍ଧାର

ନୂଆପଡା : ନୂଆପଡ଼ା ଜିଲ୍ଲା ସିନାପାଲି ଖଡ଼ିଆଳ ବନଖଣ୍ଡ ଅଧିନସ୍ଥ ସିନାପାଲି ରେଞ୍ଜ ପ୍ରଧାନୀ ଜଙ୍ଗଲରୁ ଶୁକ୍ରବାର ଏକ ମୃତ ବାର୍‌ହା ଉଦ୍ଧାର କରାଯାଇଛି । ସ୍ଥାନୀୟ ଘଣ୍ଟିଗୁଡା ସରପଞ୍ଚ ଖୁଟୁରାମ ସୁନାନୀ ଓ ସିନାପାଲି ରେଞ୍ଜ ଫରେଷ୍ଟର ଖଗେଶ୍ୱର ମାଝୀଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀ
Read More...

୨୪ ଘଣ୍ଟିଆ ନିଶୁଳ୍କ ସିଟି ସ୍କାନ ସେବା ଲୋକାର୍ପିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟର ପୁରାତନ ସ୍ତ୍ରୀ ଓ ପ୍ରସୂତି ବିଭାଗ ଠାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ସରକାରଙ୍କ ଅନୁଦାନ ତଥା ସହଯୋଗରେ ସ୍ପନ୍ଦନ ଡିଆଗୋଷ୍ଟିକ୍‌ ସର୍ଭିସେସ୍‌, ଭୁବନେଶ୍ୱର ଦ୍ୱାରା ନିଶୁଳ୍କ ସିଟି ସ୍କାନ୍‌ ସେବାର ଲୋକାର୍ପିତ ଉତ୍ସବ ଆଜି
Read More...

ପୁଲିସର ଇନଫର୍ମର ସନ୍ଦେହ: ଘରୁ ଡାକି ନେଇ ଯୁବକଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ ହାତୀଗାଁ ପଞ୍ଚାୟତର ସନ୍ନିକଟ ଖାଲେପାରାଠାରେ ଜଣେ ଯୁବକଙ୍କୁ ମାଓବାଦୀମାନେ ଘରୁ ଡାକି ନେଇ ନିର୍ଧୁମ ମାଡ ମାରିବା ସହିତ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ଜଣାପଡିଛି । ଯୁବକଜଣକ ଉକ୍ତ ଗ୍ରାମର ଚନ୍ଦନ ମଲ୍ଲିକ (୪୨) ବୋଲି ସୂଚନା
Read More...

ବାଲିଗୁଡ଼ାରେ ବଡ଼ ଧରଣର ଲୁଟ୍‌, ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଲୁଟେରା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁନାପାଙ୍ଗା ସାହିରେ ବଡ଼ ଧରଣର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ସୁନାପାଙ୍ଗା ସାହିର ସ୍ୱପ୍ନେଶ୍ୱର ସାହୁଙ୍କ ଘରୁ ବଡ଼ ଧରଣର ଲୁଟ୍‌ ହୋଇଥିବା ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି । ଘଟଣା ପ୍ରକାରେ ସ୍ୱପ୍ନେଶ୍ୱର ସାହୁ ନିଜ ପରିବାର ସହ
Read More...

ରାଜ୍ୟ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ

ଭୁବନେଶ୍ୱର:  ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରୁଛନ୍ତି ।  ଏହି ଅବସରରେ ସେ ରାଜ୍ୟ ସରକାରଙ୍କ ବିଭିନ୍ନ  ସଫଳତା ବଖାଣିଛନ୍ତି । ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶା ଜାତିସଂଘ ଦ୍ୱାରା ପ୍ରଶଂସିତ ବୋଲି ସେ କହିଛନ୍ତି । ତେବେ ଅର୍ଥମନ୍ତ୍ରୀ
Read More...

ଆଦିବାସୀ ମହାବିଦ୍ୟାଳୟର ୩୯ତମ ବାର୍ଷିକ ଉତ୍ସବ ପାଳିତ, ଭିତ୍ତିଭୂମି ସଜାଡ଼ିବାକୁ ସାଂସଦଙ୍କ ପ୍ରତିଶ୍ରୁତି

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ୩୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡଃ.ଅଚ୍ୟୁତ ସାମନ୍ତ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ବିଧାୟକ ପ୍ରତିନିଧି
Read More...