Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କ ସୁଆଣ୍ଡୋ ଗସ୍ତ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ
ପୁରୀ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ସ୍ଥାନ ସୁଆଣ୍ଡୋରେ ଚଳିତ ମାସ ୨୩ ତାରିଖରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ଅନୁଷ୍ଠିତ ହେବ । ପଟ୍ଟନାୟକିଆ ସ୍ଥିତ ସୂଚନା କେନ୍ଦ୍ର, ସୁଆଣ୍ଡୋ ଗ୍ରାମର ଲୋକେଶ୍ୱର ମନ୍ଦିର, ଗୋପବନ୍ଧୁଙ୍କ ଷଠୀଘର,!-->…
Read More...
Read More...
ଧାନମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ୫୭ ନଂ ଜାତୀୟ ରାଜପଥ ଅବରୋଧ
ବୌଦ୍ଧ/ଜହ୍ନ ।ପଙ୍କ,୨୧/୨:- ବୌଦ୍ଧ ଜିଲ୍ଲା ବାଉଁଶୁଣୀ ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ବୌଦ୍ଧ-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବାଉଁଶୁଣୀ ଛକଠାରେ ମଙ୍ଗଳବାର ରାସ୍ତାରେ ଧାନ ବସ୍ତାରଖି ଅବରୋଧ କଲେ ଶତାଧିକ ଚାଷୀ । ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡିରହିଛି ।!-->…
Read More...
Read More...
ବୌଦ୍ଧରେ ୧୯ ତମ ବିଶାଳ ସତ୍ୟ ସନାତନ ଧର୍ମ ସମ୍ମିଳନୀ
ବୌଦ୍ଧ,୨୧/୨:- ଆଜି ବୌଦ୍ଧ ଠାରେ ସତ୍ୟ ସନାତନ ପ୍ରଜା ସମିତି ଆନୁକୁଲ୍ୟରେ ୧୯ତମ ବିଶାଳ ସତ୍ୟ ସନାତନ ଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସଂପୂର୍ଣ୍ଣ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସି ଯୋଗଦାନ କରିଥିବା ୨ ଶହରୁ ଅଧିକ ଶିକ୍ଷାବିତ୍ ପ୍ରଥମେ ସ୍ୱାମୀ!-->…
Read More...
Read More...
ନୟାଗଡ ଜିଲ୍ଲା ଅଣଗେଜେଟେଡ଼ ପ୍ରାଣୀ ଚିକିତ୍ସକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ଦଶପଲ୍ଲା : ନୟାଗଡ ଜିଲ୍ଲା ଅଣଗେଜେଟେଡ଼ ପ୍ରାଣୀ ଚିକିତ୍ସକ ସଂଘ ପକ୍ଷରୁ ୫ ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଅଣଗେଜେଟେଡ଼ ପ୍ରାଣୀ ଚିକିତ୍ସକମାନେ ନିଜର ଦାବି ହାସଲ ପାଇଁ ପୂର୍ବରୁ ବିଧାନସଭା!-->…
Read More...
Read More...
ରାଜ୍ୟରେ ପ୍ରଥମ ୫- ଟି ରୂପାନ୍ତରିତ ସ୍କୁଲରେ ଖୋଲିଲା ଭର୍ଚୁଆଲ ରିଆଲିଟି ଲ୍ୟାବ
ଫୁଲବାଣୀ:-ରାଜ୍ୟ ସରକାର ୫- ଟି ଅଧୀନରେ ରାଜ୍ୟର ମାଧ୍ୟମିକ ସ୍କୁଲ ଗୁଡ଼ିକର ରୂପାନ୍ତରଣ କରିଛନ୍ତି । ତେବେ କନ୍ଧମାଳ ଜିଲ୍ଲାରେ ଏହି ପରିପ୍ରେକ୍ଷୀରେ ଟିକେ ଭିନ୍ନ ତଥା ନିଆରା କରାଯାଇଛି । ଫୁଲବାଣୀ ଏଜେଓ ହାଇସ୍କୁଲ ଠାରେ ଖୋଲାଯାଇଛି ଭର୍ଚୁଆଲ ରିଆଲିଟି ଲ୍ୟାବ,ଯାହାକି ରାଜ୍ୟରେ ପ୍ରଥମ ।!-->…
Read More...
Read More...
କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଜିଲ୍ଲା ଇ-ପାଠାଗାର ମିଳିତ ଉଦ୍ୟୋଗରେ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ଆଇଟିଡିଏ କନଫରେନ୍ସିଂ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ!-->…
Read More...
Read More...
ହସ୍ତଶିଳ୍ପ ଓ ହସ୍ତକଳାର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ : ମନ୍ତ୍ରୀ ରିତା ସାହୁ
ପୁରୀ : ହସ୍ତଶିଳ୍ପ ଓ ହସ୍ତକଳାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶୃତି ବଦ୍ଧ ବୋଲି କହିଛନ୍ତି ରାଜ୍ୟ ହସ୍ତଶିଳ୍ପ ତଥା ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ । ଶ୍ରୀ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଆନୁକୂଲ୍ୟରେ କେନ୍ଦ୍ର ହସ୍ତଶିଳ୍ପ ଆୟୁକ୍ତ ଓ ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟର ମିଳିତ!-->…
Read More...
Read More...
ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସହ ଗ୍ରାମ୍ୟ ମୁଖୀ ପ୍ରଶାସନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକର ସୁନ୍ଦର ଡାଙ୍ଗୋ ଗ୍ରାମ ପଞ୍ଚାୟତ ଠାରେ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସହ ଗ୍ରାମ୍ୟ ମୁଖୀ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ!-->…
Read More...
Read More...
ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କଲେ ୩ ଜିଲ୍ଲାର ଜନପ୍ରତିନିଧି
ଗଞ୍ଜାମ: ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟରେ କିଭଳି ନୂତନ ବୈଷୟିକ କାରିଗରୀ ନକ୍ସାର ଢାଞ୍ଚାରେ ନିର୍ମାଣ ହୋଇଥିବା ପ୍ରକଳ୍ପଗୁଡିକୁ ଦେଖିବା ଲାଗି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜନପ୍ରତିନିଧିମାନେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକକୁ ଆସିଥିଲେ!-->…
Read More...
Read More...
ଏଲଏଣ୍ଡଟି କମ୍ପାନୀରୁ ଚୋରି ଘଟଣା, ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣା କଟକ ପୋଲିସ ହାତରେ ଗତ ଶୁକ୍ରବାର ଦିନ ଏକ ବଡ଼ ଧରଣର ଚୋର ଗ୍ୟାଙ୍ଗ ଧରା ପଡିଥିବା ବେଳେ ପୋଲିସ ଉକ୍ତ ଟ୍ରକ ଓ ଚୋରି ସାମଗ୍ରୀ ଜବତ ସହ ସମସ୍ତ ଆସାମୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିଲା । ଏନେଇ ସୋମବାର ଦିନ ପୁରୁଣାକଟକ ପୋଲିସ ପକ୍ଷରୁ ୫ଜଣ!-->…
Read More...
Read More...