Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ,ପୁଣି ନଷ୍ଟ ହେଲା ୫କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ବନ୍ଦ ରହିଥିବା ବେଳେ ପୁଣି ଥରେ ବାଲିଗୁଡ଼ା ଥାନା ତରଫରୁ ଅପରେସନ ନୀଳ ଜହର ଆରମ୍ଭ ହୋଇଛି । ବାଲିଗୁଡ଼ା ବ୍ଲକ୍ କୁଟିକିଆ ପଞ୍ଚାୟତର ସାଉଟିକିଆ ଅଞ୍ଚଳରୁ ବେଆଇନ୍ ଗଞ୍ଜେଇ ଚାଷ!-->…
Read More...
Read More...
ଭାରତ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା ଓ କୁଆଁରୀଆ ମହୋତ୍ସବ-୨୦୨୩ର ପ୍ରାକ ପ୍ରସ୍ତୁତି ବୈଠକ
ଦଶପଲ୍ଲା: ଆଗାମୀ ଏପ୍ରିଲ ମାସରେ ହେବାକୁ ଥିବା ୧୮୦୨ ମସିହାରୁ ପ୍ରଚଳିତ ଭାରତ ପ୍ରସିଦ୍ଧ ଐତିହାସିକ ଲଙ୍କାପୋଡ଼ି ଯାତ୍ରା ଓ କୁଆଁରୀଆ ମହୋତ୍ସବ-୨୦୨୩ର ସଫଳ ଆୟୋଜନ ନିମନ୍ତେ ଆଜି ଦଶପଲ୍ଲା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହଠାରେ ଦଶପଲ୍ଲା ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତ ରମେଶ!-->…
Read More...
Read More...
ନନ୍ଦାହାଣ୍ଡିରେ “ଶିଶୁ ପାଇଁ ଦିନ ଟିଏ’ କାର୍ଯ୍ୟକ୍ରମ
ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ସଦର ବ୍ଲକ ପରିସରରେ ଥିବା ବ୍ଲକ ସଭା ଗୃହଠାରେ ଶିଶୁ ପାଇଁ ଦିନ ଟିଏ ନିମନ୍ତେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ ଏବଂ ଶିଶୁ ଶ୍ରମିକ ନିରାକରଣ କମିଟିର ତ୍ରୋୟୋମାସିକ!-->…
Read More...
Read More...
ଖପ୍ରାଖୋଲ ଥାନାରେ ଆମ ପୁଲିସ ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକ
ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନାରେ ପୋଲିସ ପକ୍ଷରୁ ଆମ ପୋଲିସ ସମିତିର ବୈଠକ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ସମ୍ମାନୀୟ ଅତିଥିଭାବେ ଯୋଗଦେଇଥିବା ବେଳେ ସରପଞ୍ଚ, ୱାର୍ଡ ସଭ୍ୟ ଓ ସଭ୍ୟା ସମେତ ଅଞ୍ଚଳର!-->…
Read More...
Read More...
ବେଦାନ୍ତ ଲାଞ୍ଜିଗଡ ପକ୍ଷରୁ ଆଲୁମିନା ପରୀକ୍ଷଣ ପାଇଁ ପ୍ରଥମ ଇନ୍-ହାଉସ୍ ଲାବ୍ରୋଟୋରୀ ଉନ୍ମୋଚିତ
ଭବାନୀପାଟଣା: ବେଦାନ୍ତ ଲିମିଟେଡ, ଲାଞ୍ଜିଗଡ, ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ, ଏହାର କାର୍ଯ୍ୟକ୍ଷମତା ପାଇଁ ଏକ ନୂତନ ମାଇଲଖୁଂଟ ହାସଲ କରିଛି । ଭାରତରେ ପ୍ରଥମ ଇନ୍-ହାଉସ୍ ଲାବ୍ରୋଟୋରୀ ଯାହାକି ଆନୁଷ୍ଠାନିକ ଭାବରେ ସମସ୍ତ ପ୍ରଯୁଜ୍ୟ ଭୌତିକ ଏବଂ ରାସାୟନିକ!-->…
Read More...
Read More...
ରାଜ୍ୟ ଅଣଗେଜେଟଡ଼ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଗଜପତି ଶାଖା ପକ୍ଷରୁ ୫ ଦଫା ଦାବି ନେଇ ସ୍ମାରକପତ୍ର…
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଓଡ଼ିଶା ରାଜ୍ୟ ଅଣ ଗେଜେଟଡ଼ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଅଣ ଗେଜେଟଡ଼ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ସଭାପତି ଗୌରହରି ବେହେରାଙ୍କ ନେତୃତ୍ୱରେ ଏକ ଜରୁରୀ!-->…
Read More...
Read More...
ବ୍ରାହ୍ମଣୀପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଜହ୍ନାପଙ୍କ :ବୌଦ୍ଧ ବ୍ଳକ ବିଜାପଦର ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ବ୍ରାହ୍ମଣୀପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରାହ୍ମଣୀପାଲି ପଂଚାୟତର ସରପଞ୍ଚ ଅରୁଣ କୁମାର ବାଘ, ସମ୍ମାନିତ ଅତିଥି ଭାବେ!-->…
Read More...
Read More...
ବସରୁ ଗଞ୍ଜେଇ ଜବତ, ଅଭିଯୁକ୍ତଙ୍କୁ ଅଟକ ରଖିଛି ପୁଲିସ
ଫୁଲବାଣୀ :- କନ୍ଧମାଳ ଜିଲ୍ଲାରେ ବଢିବାରେ ଲାଗିଛି ଗଞ୍ଜେଇ ଚୋରାଚାଲାଣ । ଗଞ୍ଜେଇ ମାଫିଆମାନେ ଭିନ୍ନ ଭିନ୍ନ ଉପାୟରେ ସବୁଜ ଜହରର ଚୋରା କାରବାର କରୁଛନ୍ତି । ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଧିକାରୀ ଗେଲ୍ଲି କୁମାରୀ ସାହୁ ଏବଂ ସହକର୍ମୀ ମିଳିତ ଭାବେ ଆଜି କୌଣସି!-->…
Read More...
Read More...
ସମାଜସେବୀଙ୍କ ପରଲୋକ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ଗ୍ରାମ ପଂଚାୟତର ପୂର୍ବତନ ସମିତିସଭ୍ୟ ତଥା ସମାଜସେବୀ ମହଞ୍ଜି ଲାଲ (୬୦)ଙ୍କ ପରଲୋକ ଆଜି ହୋଇଯାଇଛି । ଖବରରୁ ଜଣାପଡିଛି ଯେ, ଆଜି ପ୍ରାତଃରୁ ଶ୍ରୀ ଲାଲ ଗାଧୁଆ ଘରକୁ ଯାଉଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସଙ୍ଗେ ସଙ୍ଗେ!-->…
Read More...
Read More...
ଟ୍ରକ୍ ଧକ୍କାରେ ନାବାଳିକା ମୃତ,କ୍ଷତିପୂରଣ ଦାବିରେ ରାସ୍ତାରୋକ
ନୂଆପଡା : ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ଟ୍ରକ୍ ଧକ୍କାରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ନୂଆପଡ଼ା ଜିଲ୍ଲା ସାନମହେଶ୍ୱର ଗାଁ ନିକଟ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ନାବାଳିକାଙ୍କ ମୃତଦେହ ରାସ୍ତାରେ ମିଶି ଯାଇଥିଲା । ମୃତକ!-->…
Read More...
Read More...