Browsing Category

ରାଜ୍ୟ

ପୁଲୱାମା ସହିଦ ଯବାନଙ୍କ ଶ୍ରଦ୍ଧାଞ୍ଜଳିରେ ରକ୍ତଦାନ ଶିବିର ଆୟୋଜିତ

ଫୁଲବାଣୀ :- ଆଜି ଫେବୃଆରୀ ୧୪ ତାରିଖ । ୨୦୧୯ ଠିକ୍‌ ଆଜିର ଦିନ ଜାମ୍ମୁ ଓ କାଶ୍ମୀର ପୁଲୱାମା ଠାରେ ଆତଙ୍କବାଦୀଙ୍କର ଆତ୍ମଘାତି ବିସ୍ଫୋରଣରେ ସହିଦ ୪୦ ଜଣ ସିଆରପିଏଫ ଯବାନଙ୍କର ଅମର ଆତ୍ମାର ସଦଗତି ଏବଂ ଦେଶ ପାଇଁ ଦେଇଥିବା ସର୍ବୋଚ୍ଚ ବଳିଦାନକୁ ସମ୍ମାନ ଜଣେଇ କନ୍ଧମାଳ ଜିଲ୍ଲାର ଅଗ୍ରଣୀ
Read More...

ଭବାନୀପାଟଣାଠାରେ ଯୁବ ନେତୃତ୍ୱ ଓ ଗୋଷ୍ଠୀ ବିକାଶ ତାଲିମ ଶିବିର

ଭବାନୀପାଟଣା: ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ପଲିଟେକନିକ ପ୍ରଶିକ୍ଷଣ କେନ୍ଦ୍ରଠାରେ ୩ ଦିନିଆଁ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ବିକାଶ ତାଲିମ ଶିବିର
Read More...

ଚକା ଫାଟି ବସ୍‌ ଦୁର୍ଘଟଣା ଗ୍ରସ୍ତ,୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ

ବାଲିଗୁଡ଼ା : ଟାୟାର ଫାଟି ବସ୍‌ ଦୁର୍ଘଟଣା । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ପଣ୍ଡାରିପି ନିକଟରେ ବସ୍‌ ଦୁର୍ଘଟଣା । ମୁନିଗୁଡ଼ା ଠାରୁ ଫୁଲବାଣୀ ଅଭିମୁଖେ ଆସୁଥିବା ବେଳେ ସାଲୁଙ୍କି ନାମକ ଘରୋଇ ବସ୍‌ ପଣ୍ଡାରିପି ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ
Read More...

ସୁନାବେଡା ଅଭୟାରଣ୍ୟରେ ପାନୀୟ ଜଳ ସମସ୍ୟା, ଗ୍ରାମବାସୀଙ୍କ ସହ ଆଲୋଚନା କଲେ ଜିଲାପରିଷଦ ସଭ୍ୟ

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟରେ ଦୀର୍ଘ ଦିନରୁ ପାନୀୟ ଜଳ ସମସ୍ୟା ଲାଗି ରହିଅଛି । ସୁନାବେଡା ଅଭୟାରଣ୍ୟ ସମୁଦ୍ର ପତ୍ତନରୁ ୩୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ । ଏଠାରେ ଆଦିମ ଜନଜାତି ଚକୁଟିଆ ଭୁଞ୍ଜିଆ, ଆଫିମ ଜନଜାତି ବସବାସ କରିଛନ୍ତି । ସୁନାବେଡା
Read More...

ବିଭିନ୍ନ ଗ୍ରାମ ପରିଦର୍ଶନରେ କୋକସରା ବ୍ଳକ ଉପାଧ୍ୟକ୍ଷ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ବ୍ଳକର ବିଭିନ୍ନ ଗ୍ରାମକୁ ଗସ୍ତ କରିବା ସହିତ ଆନ୍ଧ୍ରରେ ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ପରିବାରରକୁ ସାକ୍ଷାତ କରିଛନ୍ତି । ପ୍ରଥମେ ବ୍ଳକ ଉପାଧ୍ୟକ୍ଷ ବଡପୋଡାଗୁଡା ଗ୍ରାମରେ ପହଞ୍ଚି ମହାଜନଗୁଡା
Read More...

ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଲା ଟ୍ରାକ୍ଟର,୫ ଶ୍ରମିକ ଆହତ

ରାୟଗଡା: ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଲା ଏକ ତସୁ ବୋଝେଇ ଟ୍ରାକ୍ଟର ସହ ଡାଲା । ଫଳରେ ଡାଲା ଗାଡିରେ ବସିଥିବା ୫ଜଣ ଶ୍ରମିକ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କୁ କୋରାପୁଟ ମେଡିକଲକୁ ସ୍ଥାନାନ୍ତର
Read More...

ମହାପ୍ରଭୁଙ୍କ ଦର୍ଶନ କଲେ ନବୀନ ଜିନ୍ଦଲ

ପୁରୀ :ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଫ୍ଲାଗ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆର ସଭାପତି ତଥା ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ ଓ ତାଙ୍କ ପତ୍ନୀ ସାଲୁ ଜିନ୍ଦଲ । ଫ୍ଲାଗ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ ପକ୍ଷରୁ ବାଟଗାଁ ଛକ ଠାରେ ୧୦୮ ଫୁଟ ଉଚ୍ଚତାରେ ତ୍ରିରଙ୍ଗା
Read More...

ମାଁ ବଡମଲେନ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ,କଳାହାଣ୍ଡିକୁ ହରାଇ ବଲାଙ୍ଗିର ଚାମ୍ପିୟନ

ନୂଆପଡ଼ା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୂଆମାଲପଡା ଗ୍ରାମ ପଞ୍ଚାୟତ ସଦର ଉପାନ୍ତ ଅଞ୍ଚଳ ଛତିଶଗଡ଼ ବୋର୍ଡର ଖେଳ ପଡିଆ ଠାରେ ମାଁ ବଡମଲେନ୍‌ କ୍ରିକେଟ କମିଟି ତରଫରୁ ଆୟୋଜିତ ହୋଇଥିବା ମାଁ ବଡମଲେନ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସରେ
Read More...

ସୁବର୍ଣ୍ଣ କୃଷି ଯନ୍ତ୍ରପାତି ମେଳା ମଣ୍ଡପରେ କବିତା ପାଠୋତ୍ସବ

ସୁବର୍ଣ୍ଣପୁର : ଗତ ଚାରି ଦିନଧରି ସ୍ଥାନୀୟ ରୟାଲ ପଡିଆରେ ଜିଲ୍ଲା କୃଷିବିଭାଗ ତରଫରୁ ଚାଲିଥିବା ସୁବର୍ଣ୍ଣ କୃଷି ଯନ୍ତ୍ରପାତି ମେଳା ଗତକାଲି ଉଦଯାପିତ ହୋଇଯାଇଛି । ଶେଷ ଦିବସରେ ସିଡିଏଓ ନାରାୟଣ ଚନ୍ଦ୍ର ସେଠିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର
Read More...

ଭାଇରାଲ ବଏ କୁନି ବାବା…..

କଣ୍ଟାମାଳ :ଦେଖୁଛି ଲୋକଙ୍କ ହାତ ଏବଂ କହୁଛି ଲୋକଙ୍କ ଭୁତ ଭବିଷ୍ୟତ । ଏଭଳି ସୋସିଆଲ ମିଡିଆରେ ଭାଇରାଲ ହେବାକୁ ବସିଛି ଏବେ କୁନି ବାବା ସ୍ୱାଧୀନ! ଭିଡିଓ ଭାଇରଲ ପରେ କୁନି ବାବାଙ୍କ ପାଖରେ ଲାଗୁଛି ଲୋକଙ୍କ ଗହଳି । ଏ କୁନି ବାବା ଜଣକ ହେଉଛି ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଘଣ୍ଟାପଡ଼ା
Read More...