୩୦୦ କେଜି ଗଞ୍ଜେଇ ଜବତ

0 155

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଅବକାରୀ ବିଭାଗକୁ ମିଳିଛି ସଫଳତା । ଗଜପତି ଅବକାରୀ ଅଧକ୍ଷକଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ସମୟରେ ରାୟଗଡା ବ୍ଳକର ଜିରାଙ୍ଗ ଓ କଇଁପୁର ମଧ୍ୟରେ ଯାଉଥିବା ଏକ ମେକ୍ସପିକାପ୍ ଗାଡ଼ିକୁ ସନ୍ଦେହ ଜନକ ଯାଞ୍ଚ୍ ସମୟରେ ପାରଳାଖେମୁଣ୍ଡି ସଦର ଅବକାରୀ ଥାନା ଅଧିକାରୀ ଦୟାନିଧି ବାରିକ ଓ ସହ କର୍ମୀଙ୍କ ମିଳିତ ଉଦ୍ୟମରେ ଯାଞ୍ଚ କରିବା ସମୟରେ ମେକ୍ସ୍ ପିକାପ୍ରୁ 300କେଜି ଗଞ୍ଜେଇ ଜବତ ହୋଇଥିଲା। ଯାହାର ବଜାର ଆନୁମାନିକ ମୁଲ୍ୟ ତିରିସି ଲକ୍ଷ ହେବବୋଲି ବିଭାଗୀୟ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲିି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

18 − 17 =