ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନରେ ଚାଲିଥିବା ଶପଥ ପାଠ ଉତ୍ସବରେ ୧୫ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ୧୫ଜଣଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥ ପାଠ କରାଇଛନ୍ତି । ଓଡିଶାରୁ ରାଜ୍ୟସଭା ସାଂସଦ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ କ୍ୟାବିନେଟ ମନ୍ତ୍ରୀପଦ ମିଳିଛି । ସେହିପରି ଯୁବ ବିଗ୍ରେଡ୍ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅନୁରାଗ ଠାକୁରଙ୍କ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଛି ।
କ୍ୟାବିନେଟ ମନ୍ତ୍ରୀ
୧. ନାରାୟଣ ରାଣେ
୨. ସର୍ବାନନ୍ଦ ସୋନୋୱାଲ
୩. ବିରେନ୍ଦ୍ର କୁମାର
୪. ଜ୍ୟୋତିରାଦିତ୍ୟ ସିନ୍ଧିଆ
୫. ଆରସିପି ସିଂ
୬. ଅଶ୍ୱିନୀ ବୈଷ୍ଣବ
୭. ପାଶୁପତି କୁମାର ପରାସ
୮. କିରଣ ରିଜିଜୁ
୯. ରାଜକୁମାର ସିଂ
୧୦. ହାର୍ଦ୍ଦିକ ସିଂ ପୁରୀ
୧୧. ମାନସୁଖ ମାଣ୍ଡଭିଆ
୧୨. ଭୁପେନ୍ଦ୍ର ଯାଦବ
୧୩. ପୁରୁଷୋତ୍ତମ ରୂପାଲା
୧୪. ଜି କିଶାନ୍ ରେଡ୍ଡୀ
୧୫. ଅନୁରାଗ ଠାକୁର
ରାଷ୍ଟ୍ର ମନ୍ତ୍ରୀ
୧. ପଙ୍କଜ ଚୌଧୁରୀ
୨. ଅନୁପ୍ରିୟା ପଟେଲ
୩. ସତ୍ୟପାଲ ସିଂ ବାଘେଲ
୪. ରାଜୀବ ଚନ୍ଦ୍ରଶେଖର
୫. ଶୋଭା କରନ୍ଦଲାଜେ
୬. ଭାନୁପ୍ରତାପ ସିଂ ବର୍ମା
୭. ଦର୍ଶନ ବିକ୍ରମ ଜାରଡୋଶ
୮. ମୀନାକ୍ଷୀ ଲେଖୀ
୯. ଅନ୍ନପୂର୍ଣ୍ଣା ଦେବୀ
୧୦. ଇ. ନାରାୟଣ ସ୍ୱାମୀ
୧୧. କୌଶଲ କିଶୋର
୧୨. ଅଜୟ ଭଟ୍ଟ
୧୩. ବିଏଲ୍ ବର୍ମା
୧୪. ଅଜୟ କୁମାର
୧୫. ଦେବସିଂହ ଚୌହାନ
୧୬. ଭଗବନ୍ତ ଖୁବା
୧୭. କପିଲ ମୋରେଶ୍ୱର ପାଟିଲ
୧୮. ପ୍ରତୀମା ଭୋମିକ୍
୧୯. ଡକ୍ଟର ସୁଭାଷ ସାର୍କ
୨୦. ଭାଗବତ କୃଷ୍ଣ ରାଓ କରଦ
୨୧. ରାଜକୁମାର ରଂଜନ ସିଂ
୨୨. ଭାରତୀ ପ୍ରବୀଣ ପାୱାର
୨୩. ବିଶ୍ୱେଶ୍ୱର ଟୁଡୁ
୨୪. ଶାନ୍ତନୁ ଠାକୁର
୨୫. ମହେନ୍ଦ୍ର ଭୋଇ ମୁଞ୍ଜାପାରା
୨୬. ଜନ୍ ବାର୍ଲା
୨୭. ଏଲ୍ ମୁରୁଗାନ୍
୨୮. ନିଶିଥ ପ୍ରେମାଣିକ