ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲୀପ କୁମାର

0 85

ମୁମ୍ବାଇ : ଭେଟେରାନ୍‌ ଅଭିନେତା ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟ ରବିବାର ଦିନ ହଠାତ୍‌ ଖରାପ ହୋଇଯାଇଛି । ସେ ଗତ କିଛି ଦିନ ହେବ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହା ପରେ ତାଙ୍କୁ ଘରେ ଚିକିତ୍ସା କରାଯାଉଥିଲା । ରବିବାର ଦିନ ୯୮ ବର୍ଷୀୟ ଅଭିନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଖରାପ ହେବା ପରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ଡକ୍ଟର ଜଲିଲ ପାର୍କରଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି ।

hiranchal ad1
Leave A Reply

Your email address will not be published.

1 × two =