ସରକାରୀ ଡାକ୍ତରଖାନା, କେନ୍ଦ୍ର ଏବଂ ରାଜ୍ୟ ସରକାର କମ୍ ଦାମରେ ମିଳିବ କରୋନା ଔଷଧ ୨-ଡିଜି, ମୂଲ୍ୟ କେତେ ଜାଣନ୍ତୁ

0 90

ନୂଆଦିଲ୍ଲୀ : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆର୍‌ଡିଓ) ଦ୍ୱାରା ବିକଶିତ କୋଭିଡ୍ -୧୯ ଔଷଧ ୨-ଡିଜି ସଂପର୍କ ଏକ ବଡ ଘୋଷଣା ହୋଇଛି ।୨-ଡିଜି ସରକାରୀ ଡାକ୍ତରଖାନା, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସ୍ୱଳ୍ପ ମୂଲ୍ୟରେ ଯୋଗାଇ ଦିଆଯିବ । ସୂଚନା ଅନୁଯାୟୀ ଏହି ଔଷଧର ମୂଲ୍ୟ ପାଉଚ ପିଛା ୯୯୦ ଟଙ୍କା ରଖାଯାଇଛି । ସରକାରୀ ଡାକ୍ତରଖାନା, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ରିହାତି ମୂଲ୍ୟରେ ଔଷଧ ଉପଲବ୍ଧ କରାଯିବ ।

hiranchal ad1
Leave A Reply

Your email address will not be published.

five × five =