ପୁରସ୍କାର ଓ ସମ୍ମାନ

0 67

୧୯୫୯: ସର୍ବଶ୍ରେଷ୍ଠ ପାର୍ଶ୍ୱ ଗାୟିକା ପାଇଁ ଫିଲ୍ମଫେୟାର ପୁରସ୍କାର (ମଧୁମତି)
୧୯୬୩: ସର୍ବଶ୍ରେଷ୍ଠ ପାର୍ଶ୍ୱ ଗାୟିକା ପାଇଁ ଫିଲ୍ମଫେୟାର ପୁରସ୍କାର (ବିସ୍‌ ଶାଲ୍‌ ବାଦ)
୧୯୬୬: ସର୍ବଶ୍ରେଷ୍ଠ ପାର୍ଶ୍ୱ ଗାୟିକା ପାଇଁ ଫିଲ୍ମଫେୟାର ପୁରସ୍କାର
୧୯୬୬: ସାଧ ମନସା ପାଇଁ ସର୍ବଶେଷ୍ଠ ଗାୟିକା
୧୯୬୯: ପଦ୍ମ ଭୂଷଣ
୧୯୭୦: ସର୍ବଶ୍ରେଷ୍ଠ ପାର୍ଶ୍ୱ ଗାୟିକା ପାଇଁ ଫିଲ୍ମଫେୟାର ପୁରସ୍କାର (ଜୀତ୍‌ କି ରାହ)
୧୯୭୨: ସର୍ବଶ୍ରେଷ୍ଠ ପାର୍ଶ୍ୱ ଗାୟିକାର ରାଷ୍ଟ୍ରୀୟ ପୁରସ୍କାର (ପରିଚୟ ଫିଲ୍ମ)
୧୯୭୪: ରୟାଲ ଆଲର୍ବଟ ହଲରେ ପ୍ରଦର୍ଶନ କରିବାରେ ପ୍ରଥମ ଭାରତୀୟ
୧୯୭୪: ଗିନିଜ୍‌ ବୁକ୍‌ ଅଫ ରେକର୍ଡରେ ସ୍ଥାନ
୧୯୭୪: ଫିଲ୍ମ କୋରା କାଗଜ ପାଇଁ ସର୍ବଶ୍ରେଷ୍ଠ ପାର୍ଶ୍ୱ ଗାୟିକାର ରାଷ୍ଟ୍ରୀୟ ପୁରସ୍କାର
୧୯୮୯: ଦାଦା ସାହେବ ଫାଲକେ ପୁରସ୍କାର
୧୯୮୯: ପଦ୍ମ ବିଭୂଷଣ
୧୯୯୦: ଶ୍ରୀ ରାଜା-ଲକ୍ଷ୍ମୀ ଫାଉଣ୍ଡେସନ,ଚେନ୍ନାଇ ଦ୍ୱାରା ରାଜା-ଲକ୍ଷ୍ମୀ ସମ୍ମାନ
୧୯୯୦: ଫିଲ୍ମ ‘ଲେକିନ’ର ଗୀତ ପାଇଁ ସର୍ବଶ୍ରେଷ୍ଠ ପାର୍ଶ୍ୱ ଗାୟିକାର ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର
୧୯୯୩: ଲାଇଫ୍‌ଟାଇମ ଆଚିଭମେଣ୍ଟ ଆୱାର୍ଡ
୧୯୯୪: ଫିଲ୍ମଫେୟାର ସ୍ୱତନ୍ତ୍ର ପୁରସ୍କାର
୧୯୯୬: ଷ୍ଟାର ସ୍କ୍ରୀନ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ
୧୯୯୬ – ରାଜୀବ ଗାନ୍ଧୀ ରାଷ୍ଟ୍ରୀୟ ସଦଭାବନା ପୁରସ୍କାର
୧୯୯୭: ରାଜୀବ ଗାନ୍ଧୀ ପୁରସ୍କାର
୧୯୯୭: ମହାରାଷ୍ଟ୍ର ଭୂଷଣ ପୁରସ୍କାର
୧୯୯୮ – ସାଉଥ ଇଣ୍ଡିଆ ଏଜୁକେସନ ସୋସାଇଟି ଦ୍ୱାରା ଲାଇଫଟାଇମ ଅଚିଭମେଣ୍ଟ ଆୱାର୍ଡ
୧୯୯୯: ଲାଇଫଟାଇମ ଆଚିଭମେଣ୍ଟ ପାଇଁ ଜି ସିନେ ଆୱାର୍ଡ
୧୯୯୯: ଏନଟିଆର ରାଷ୍ଟ୍ରୀୟ ପୁରସ୍କାର
୨୦୦୦: ଆଇଆଇଏଫଏ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ
୨୦୦୧: ଭାରତ ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ
୨୦୦୧: ମହାରାଷ୍ଟ୍ର ରତ୍ନ
୨୦୦୨: ଆଶା ଭୋଁସଲେ ପୁରସ୍କାର
୨୦୦୪: ଫାଉଣ୍ଡେସନ ଅଫ ଇଣ୍ଡିଆନ ଚାମ୍ୱର କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଦ୍ୱାରା ଲିଭିଙ୍ଗ ଲେଜେଣ୍ଡ ଆୱାର୍ଡ
୨୦୦୭: ଫ୍ରାନ୍ସ ସରକାର ନିଜର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଥିଲେ
୨୦୦୯: ଏଏନଆଇ ରାଷ୍ଟ୍ରୀୟ ପୁରସ୍କାର
୨୦୧୯: ଭାରତ ସରକାର ସେପ୍ଟେମ୍ୱର ୨୦୧୯ରେ ତାଙ୍କ ୯୦ ତମ ଜନ୍ମ ଦିନରେ ଡକ୍ଟର ଅଫ ଦି ନେସନ
ଆୱାର୍ଡରେ ସମ୍ମାନିତ କରିଥିଲେ ।

hiranchal ad1
Leave A Reply

Your email address will not be published.

13 + fifteen =