ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ: ଟିକା ନେଇପାରିବେ ଗର୍ଭବତୀ ମହିଳା

0 99

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଗର୍ଭବତୀ ମହିଳାମାନଙ୍କ ପାଇଁ କରୋନା ଟିକାକରଣ ସଂପର୍କରେ ଗାଇଡଲାଇନ ଜାରି କରିଛି । ଏଥିରେ କୁହାଯାଇଛି ଯେ ଏହି ଟିକା ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ସୁରକ୍ଷିତ ଏବଂ ଅନ୍ୟ ଲୋକଙ୍କ ପରି ସେମାନଙ୍କୁ ସଂକ୍ରମଣରୁ ରକ୍ଷା କରିଥାଏ ।
ନିର୍ଦ୍ଦେଶାବଳୀ ଅନୁଯାୟୀ ଟିକାକରଣ ପାଇଁ ସେମାନଙ୍କୁ କୋଭିନ ଆପରେ ପଞ୍ଜିକରଣ କରିବାକୁ ପଡିବ । ଟିକାକରଣ କେନ୍ଦ୍ର ପରିଦର୍ଶନ କରି ସେମାନେ ଅନସାଇଟ୍‌ ରେଜଷ୍ର୍ଟ୍ରେସନ୍‌ ମଧ୍ୟ କରିପାରିବେ । ସମସ୍ତ ଗର୍ଭବତୀ ମହିଳା ଏହି ଟିକା ନେବାକୁୁ ପରାମର୍ଶ ଦିଆଯାଇଛି । ଟିକାକରଣ ପରେ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ ବୋଲି ଗାଇଡଲାଇନରେ ଦର୍ଶାଯାଇଛି ।

hiranchal ad1
Leave A Reply

Your email address will not be published.

18 − 17 =