ମନ୍ଦିର ପୂଜକ ଓ ସେବାୟତଙ୍କୁ ସହାୟତାର ହାତ ବଢାଇଲା ଜିଲ୍ଲା କଂଗ୍ରେସ କମିଟି

ଦଶପଲ୍ଲା,୨/୬- ଲକଡାଉନ ଓ ସଟ୍ ଡାଉନ୍ ପ୍ରଭାବରେ ଦୈନିକ ରୋଜଗାର ହରାଇ ନୟାଗଡ଼ ଜିଲ୍ଲା ଶରଣକୁଳ ଲଡ଼ୁବାବା ମନ୍ଦିର ଏବଂ ଓଡଗାଁ ଶ୍ରୀ ରଘୁନାଥ ମନ୍ଦିରରେ ଭଗବାନଙ୍କ ନୀତିକାନ୍ତି ସେବା କରୁଥିବା ପୂଜକ ସେବାସୀ ସୁଆର ମାନେ ଅତ୍ୟନ୍ତ ଦୁଃଖର ସହ ପରିବାର ପ୍ରତିପୋଷଣ କରୁଛନ୍ତି । ଏହି ପୂଜକ
Read More...

ରେଳପଥ ନିର୍ମାଣ କାର୍ଯ୍ୟ ଯୋଗୁଁ ବହୁ ପୋଖରୀର ହୋଇଯାଉଛି ପଙ୍କୋଦ୍ଧାର

ବୌଦ୍ଧ/ବାଉଁଶୁଣୀ,୧/୬ - ବୌଦ୍ଧ ଜିଲ୍ଲାରେ ଚାଲିଥିବା ଖୋର୍ଦ୍ଧା - ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟରେ ବ୍ୟାପକ ମାଟିର ଆବଶ୍ୟକତା ରହିଛି । ସେଥିପାଇଁ ଜିଲ୍ଲାର ବୌଦ୍ଧବ୍ଲକ୍‌ ଅଂଚଳରେ ଥିବା ବିଭିନ୍ନ ପୋଖରୀର ମାଟି ନେଇ ଠିକାଦାର ରେଳପଥ ନିର୍ମାଣ କାମ କରୁଛନ୍ତି । ଫଳରେ ଦିନକୁଦିନ ପୋତି
Read More...

ଦ୍ୱାଦଶ ସି ବି ଏସ ଇ ପରୀକ୍ଷା ବାତିଲ

ଭୁବନେଶ୍ୱର,୧/୬- କରୋନା ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଦ୍ୱାଦଶ ବାର୍ଷିକ ସିବିଏସଇ ପରୀକ୍ଷା ବାତିଲ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ସିବିଏସଇ ପରୀକ୍ଷା ବାତିଲ ଘୋଷଣା କରାଯାଇଛି । ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ବାତିଲ ପାଇଁ ଏହା ବାଟ ଫିଟାଇବ ବୋଲି
Read More...

କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷାକଲେ ମୁଖ୍ୟମନ୍ତ୍ରୀ: କୋଭିଡରେ ସ୍ୱାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ…

ଭୁବନେଶ୍ୱର,୧/୬ - ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । କୋଭିଡରେ ନିଜ ସ୍ୱାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରିବା ସହିତ ଆଗାମୀ ୨ ସପ୍ତାହ
Read More...

ପାନୀୟଜଳ ପାଇଁ ଡହଳବିକଳ, ସମସ୍ୟା ସମାଧାନ ପାଇଁ ବିଡ଼ିଓଙ୍କୁ ଅଭିଯୋଗ

ପାଟଣାଗଡ,୧/୬: ମୌଳିକ ଅଧିକାରକୁ ଜନସାଧାରଣଙ୍କ ପାଖରେ ପହଞ୍ଚେଇବା ପାଇଁ ସରକାର ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରୁଥିଲେ ସୁଦ୍ଧା କେଉଁ ଅଦୃଶ୍ୟ ଶକ୍ତି ଯୋଗୁଁ ତାହା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର କେବଳ ବିକାଶ ନାଁ ରେ ଡିଣ୍ଡିମ
Read More...

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ଭି.…

ନୂଆଦିଲ୍ଲୀ,୧/୬- ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ନୂଆଦିଲ୍ଲୀରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁ । ଗତ ମହାବାତ୍ୟା ‘ୟାସ’କୁ ସଠିକ ସମୟରେ
Read More...

ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବୌଦ୍ଧ/ଜହ୍ନାପଙ୍କ,୧/୬- ବୌଦ୍ଧବ୍ଳକ ଜହ୍ନାପଙ୍କ ନୋଡ଼ାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ଶିକ୍ଷକ ଜ୍ଞାନେସ ପ୍ରସାଦ ସାହୁ ତାଙ୍କ ଶିକ୍ଷକତା ଜୀବନରୁ ସୋମବାର ଅବସର ନେଇଛନ୍ତି । ସେ ୧୯୯୦ ମସିହାରୁ ଏହି ସ୍କୁଲରେ ଶିକ୍ଷକତା ଆରମ୍ଭକରି ଦୀର୍ଘ ୩୧ ବର୍ଷ ଇଂରାଜୀ, ଭୂଗୋଳ ଓ
Read More...

ଛତୁ ଚାଷୀଙ୍କୁ ଭେଟିଲେ ବିଧାୟକ, ଟୀକା ନେବାପାଇଁ ସମସ୍ତେ ସମସ୍ତଙ୍କୁ ସଚେତନ କରିବାକୁ ଆହ୍ୱାନ

ବଲାଙ୍ଗୀର, ୧/୬(ହୀ.ପ୍ର)- ଦାଦନ ପାଇଁ ପରିଚିତ ବଲାଙ୍ଗୀର ଜିଲ୍ଲା ପୁଇଁତଳ।। ବ୍ଳକ ଆଠଗାଁର ଛତୁ ଚାଷୀ କାଳିନ୍ଦୀ ମାଝିଙ୍କ ଚାଷ ବୁଲି ଦେଖିବାସହ ତାଙ୍କ ସହ ଆଲୋଚନା କରିଛନ୍ତି ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ । ଗତ ପ୍ରାୟ ବର୍ଷେ ହେଲା କରୋନା କାରଣରୁ ଜୀବିକା ପ୍ରଭାବିତ ହୋଇଛି ।
Read More...

ନୂଆ ସ୍ନାତକୋତ୍ତର ବିଭାଗ ଖୋଲିବାପାଇଁ ବିଧାୟକଙ୍କ ଚିଠି

ବଲାଙ୍ଗୀର, ୧/୬(ହୀ.ପ୍ର)- ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଜିଲ୍ଲାର ଶିକ୍ଷାପ୍ରେମୀଙ୍କ ଦାବୀକୁ ବିଚାର କରି ସମାଜ ବିଜ୍ଞାନ, ମାନବ ବିଜ୍ଞାନ, ଗୃହ ବିଜ୍ଞାନ ଓ ଭୂଗୋଳ ପ୍ରଭୃତି ବିଷୟରେ ସ୍ନାତକୋତ୍ତର ବିଭାଗ ସ୍ଥାପନ ପାଇଁ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ମହାମହିମ ରାଜ୍ୟପାଳ,
Read More...

ଗଡଭିତର ଗ୍ରାମରେ କରୋନା ପରୀକ୍ଷଣ ଶିବିର

ବୌଦ୍ଧ/ବାଉଁଶୁଣୀ,୧/୬- ବୌଦ୍ଧବ୍ଲକ ଅନ୍ତର୍ଗତ ବାଉଁଶୁଣୀ ପଂଚାୟତର ଗଡଭିତର ଗ୍ରାମରେ ଆଜି ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗ୍ରାମର ସ୍ୱେଚ୍ଛାସେବୀଙ୍କ ମିଳିତ ଉଦ୍ୟମରେ କରୋନା ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଗାଁର ମହିଳା, ପୁରୁଷ ଓ ଛୋଟପିଲା ମିଶି ୧୬୦
Read More...