କରୋନା ସଂକଟ : ବୌଦ୍ଧରେ ରକ୍ତଦାନ କଲେ ଏଆଇୱାଇଏଫ୍ ସଦସ୍ୟ, ପୁଲିସ କର୍ମଚାରୀଙ୍କୁ ଛତା ବି ବାଣ୍ଟିଲେ
ବୌଦ୍ଧ : ମହାମାରୀ କୋରନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଏହି ସଂକଟ ସମୟରେ ରକ୍ତର ଘୋର ଅଭାବ ହେଉଛି । ଲକଡାଉନ ପାଇଁ ରକ୍ତଦାନ ଶିବିରମାନ ଅନୁଷ୍ଠିତ ହୋଇପାରୁନାହିଁ । ଏହି ଘଡିସନ୍ଧି ମୁହୂର୍ତ୍ତରେ ଶହୀଦ ଭଗତ ସିଂହଙ୍କ ଦାୟାଦ ଅଖିଳ ଭାରତ!-->…
Read More...
Read More...