କରୋନା ନିରାକରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କାର ଅନୁଦାନ ଦେଲା ପାରାଦୀପ ପୋର୍ଟ ବଣିକ…
ପାରାଦୀପ - ସାମ୍ପ୍ରତିକ ପରିସ୍ଥିତି ରେ କରୋନା ନିରାକରଣ ନିମନ୍ତେ ପାରାଦୀପ ପୋର୍ଟ ବଣିକ ସଂଘ ପକ୍ଷରୁ ଏକ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଅନୁଦାନ ପ୍ରଦାନ କରାଯାଇଛି।
ଏପ୍ରିଲ ୧୧ ତାରିଖ ମଧ୍ୟାହ୍ନରେ ପୋର୍ଟ ବଣିକ ସଙ୍ଘର ସଭାପତି ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ!-->!-->!-->…
Read More...
Read More...