ଏମ୍‌ସିଏଲ୍ ଓରିଏଣ୍ଟ କ୍ଷେତ୍ର ତରଫରୁ କ୍ରମାଗତ ଭାବେ ମାସ୍କ୍ ଓ ସାନିଟାଇଜର ବଣ୍ଟନ

ସମ୍ବଲପୁର : ଓରିଏଣ୍ଟ ଭୂତଳ କୋଇଲା ଖଣି, ଏମ୍‌ସିଏଲ୍ ତରଫରୁ ମହାମାରୀ କରୋନା ଭୂତାଣକୁ ପ୍ରତିରୋଧ କରିବା ପାଇଁ ଝାରସୁଗୁଡ଼ା ପାଶ୍ୱର୍ବର୍ତ୍ତୀ ଗ୍ରାମଗୁଡ଼ିକରେ କ୍ରମାଗତ ଭାବେ ମାସ୍କ୍ ଓ ହାତଧୁଆ ସାନିଟାଇଜର ବଣ୍ଟନ କାର୍ଯ୍ୟ ଚାଲୁ ରହିଥିବା ବେଳେ ବସୁନ୍ଧରା କ୍ଷେତ୍ର ତରଫରୁ ଫଗ୍ କ୍ୟାନର…
Read More...

କରୋନା ମାଡ଼ ସମ୍ଭାଳିବାକୁ ଆର୍‌ବିଆଇର ୫୦ ହଜାର କୋଟିର ପ୍ୟାକେଜ୍

ଭୁବନେଶ୍ୱର : ସମଗ୍ର ବିଶ୍ୱ କୋଭିଡ୍‌-୧୯ କରୋନା ମହାମାରୀର କରାଳ କାୟାରେ ପ୍ରଭାବିତ ହୋଇଥିବା ବେଳେ ଆମ ଦେଶ ମଧ୍ୟ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ ଦେଶର ଅର୍ଥନୀତି ପ୍ରଭାବିତ…
Read More...

କଟକଣା ସତ୍ତ୍ୱେ ଅନେକଠାରେ ଜନଗହଳି ଅବ୍ୟାହତ

ସମ୍ବଲପୁର :କରୋନା ସ°କ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ଉପରେ ବାରମ୍ବାର ଗୁରୁତ୍ୱ ଦିଆ ଯାଉଥିଲେ ମଧ୍ୟ କିଛି ସ୍ଥାନରେ ଜନଗହଳି ହେଉଛି । ଏପରି ଦୃଷ୍ଟାନ୍ତ ବ୍ୟାଙ୍କ, ରାଶନ ଦୋକାନ ଓ ରନ୍ଧନ ଗ୍ୟାସ୍ ଏଜେନ୍ସି ସାମନାରେ ଦେଖିବାକୁ ମିଳୁଛି । ଗ୍ରାହକଙ୍କ ଉପରେ ଏତେଚାପ ରହୁଛି…
Read More...

ନିରାଡମ୍ବରରେ ପାଳିତ ହେଲା ମା ହିଙ୍ଗୁଳାଙ୍କ ଶୀତୁଳା ଯାତ୍ରା

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କର ପ୍ରସିଦ୍ଧ ଶୀତୁଳା ଯାତ୍ରା ବୁଧବାର ଦିନ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ମା ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ମନ୍ଦିରରେ ଏହି ଯାତ୍ରା ଦେଖିବା ପାଇଁ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଉଥିବା ବେଳେ…
Read More...

ଯୁବ ସମାଜସେବୀଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ : ବାଲିଗୁଡ଼ା ଏନ୍ଏସିରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କୁ…

ବାଲିଗୁଡ଼ା: ଯୁବକଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ । ବାଲିଗୁଡ଼ା ଏନ୍ଏସି ରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସଫେଇ କର୍ମଚାରୀଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରିଛନ୍ତି ଫୁଲବାଣୀର ଯୁବ ସମାଜସେବୀ ପ୍ରଶାନ୍ତ କୁମାର ସ୍ବାଇଁ । ଲକ୍ ଡାଉନ୍ ଯୋଗୁଁ ଅନେକ ଲୋକ ନାହିଁନଥିବା ଅସୁବିଧାର…
Read More...

ପୁଣି ଘଞ୍ଚ ଜଙ୍ଗଲରେ ଚଢ଼ାଉ : ମହୁଲ ପୋଚ ନଷ୍ଟ, ଜଣେ ଗିରଫ

ବାଲିଗୁଡ଼ା: ବାଲିଗୁଡ଼ା ଥାନା କଟପଡ଼ି ଜଙ୍ଗଲରେ ପୋଲିସ୍ ପକ୍ଷରୁ ଚଢ଼ାଉ । ୧୨୦୦ ଲିଟର ମହୁଲ ପୋଚ ସହ ମଦ ରନ୍ଧା ସାମଗ୍ରୀ ନଷ୍ଟ କରିଛି ପୋଲିସ୍ । ଘଟଣ ସ୍ଥଳରୁ ୩୦ ଲିଟର ରନ୍ଧା ଦେଶୀ ମଦ ସହ ଜଣକୁ ପୋଲିସ୍ ଗିରଫ କରିଥିବାବେଳେ ପୋଲିସ୍ କୁ ଦେଖି ଅନ୍ୟମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା…
Read More...

ଢେଙ୍କାନାଳ ବିଧାୟକଙ୍କ କରୋନା ପ୍ରସ୍ତୁତିର ସମୀକ୍ଷା

ଢେଙ୍କାନାଳ:ଢେଙ୍କାନାଳ ସହର ମୀନାବଜାର ଅଞ୍ଚଳରୁ ଜଣେ ୫୧ ବର୍ଷୀୟ ମହିଳାଙ୍କ ଠାରେ କରୋନା ପଜିଟିଭି ଚିହ୍ନଟ ହେବାପରେ ସହର ମଧ୍ୟରେ ଲକଡାଉନକୁ କଡାକଡି କରାଯାଇଛି । ଏହି ଲକଡାଉନ ଫଳରେ ଦିନ ମଜୁରିଆ, ଖଟିଖିଆ ଗରିବ ଲୋକମାନେ କିପରି ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇପାରୁଛନ୍ତି କି…
Read More...

ଆମେରିକାରେ ଦିନକରେ ରେକର୍ଡ ମୃତ୍ୟୁ

ନ୍ୟୁୟର୍କ : ଆମେରିକାରେ ଯେତେଯାହା ପଦକ୍ଷେପ ନିଆଗଲେ ମଧ୍ୟ ସଂକ୍ରମଣର ପ୍ରଭାବ ନିୟନ୍ତ୍ରିତ ହେଉନାହିଁ । ପ୍ରତିଦିନ ଶତାଧିକ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି । ଏଭଳି ସ୍ଥିତିରେ ଦେଶରେ ଏକ ନୂଆ ଓ ଆତଙ୍କ ସୃଷ୍ଟିକଲା ଭଳି ଘଟଣା ଘଟିଛି । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ମୃତ୍ୟୁ ଘଟିଛି ।…
Read More...

ଲକଡାଉନ ଯୋଗୁଁ ବଲିଉଡର ୬ଶହ କୋଟି କ୍ଷତି

ମୁମ୍ବାଇ କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ ଲାଗୁ ହେବା ଦିନଠାରୁ ଅନ୍ୟାନ୍ୟ କ୍ଷେତ୍ରଭଳି ବଲିଉଡ ମଧ୍ୟ ପ୍ରଭାବିତ ହୋଇଛି । ଭିଡ କମାଇବା ପାଇଁ ସରକାର ସବୁ ସିନେମା ହଲଗୁଡିକ ବନ୍ଦ କରିଦେଇଛନ୍ତି । ଏହି କାରଣରୁ ବହୁ ସିନେମା ରିଲିଜ୍ ହୋଇପାରିନାହିଁ । ଏଥିଯୋଗୁଁ…
Read More...

ଲକଡାଉନ୍ ସମୟରେ ପୁଲିସର ମହାନତା : ମହିଳାଙ୍କ ଶବକୁ କାନ୍ଧଦେଲେ, ଅନ୍ତିମ ସଂସ୍କାର ମଧ୍ୟ କଲେ

ଲକ୍ଷେ୍ନା÷: ବର୍ତ୍ତମାନ ଲକଡାଉନ ସମୟରେ ପୁଲିସ କର୍ମଚାରୀ ଓ ମେଡିକାଲ କର୍ମଚାରୀମାନେ ଯେଭଳି ଧୈର୍ଯ୍ୟର ସହ କାର୍ଯ୍ୟ କରୁଛନ୍ତି ତାହାକୁ ଦେଶବାସୀ ଭୂୟସୀ ପ୍ରଶଂସା କରିଛନ୍ତି । ଲକଡାଉନ ଯୋଗୁଁ ବହୁ ଅସହାୟ ଓ ଗରିବ ଲୋକ ଅସୁବିଧାର ସମ୍ମୁଖୀନ ହୋଇ ଦୁର୍ଦ୍ଦଶା ଭିତରେ ଗତି କରୁଛନ୍ତି ।…
Read More...