ପ୍ରତିଦିନ ୪୫ହଜାର ଲୋକଙ୍କୁ ଖୁଆଇବେ ସୋନୁ ସୁଦ୍
ମୁମ୍ବାଇ : ଲକଡାଉନ ଯୋଗୁଁ ଦେଶରେ ଗରିବ ଓ ଶ୍ରମିକଶ୍ରେଣୀର ଲୋକମାନେ ସବୁଠୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ସାହାଯ୍ୟ ଯୋଗାଇ ଦେବା ଲାଗି କେବଳ ସରକାର ନୁହେଁ, ବହୁ ବ୍ୟକ୍ତିବିଶେଷ ଓ ସାମାଜିକ ସଂଗଠନ ଏପରିକି ବଲିଉଡର କଳାକାରମାନେ ଆଗେଇ ଆସିଛନ୍ତି!-->…
Read More...
Read More...