କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

0 213

ପାଟଣାଗଡ: ବଲାଙ୍ଗୀର ଜିଲ୍ଲାରେ କରୋନା ମୁକାବିଲା ପାଇଁ ଦିନକୁଦିନ ସହାୟତା ରାଶି ବଢିଚାଲିଛି । ବେଲପଡାର ଶଙ୍କର ପ୍ରସାଦ ଜୈନ ୩୫ ହଜାର, ଗୌତମ ଅଗ୍ରୱାଲ ୨୦ହଜାର, ଦୀନେଶ ଅଗ୍ରୱାଲ ୨୦ହଜାର, ଦୀପକ ଅଗ୍ରୱାଲ ୧୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଇଛନ୍ତି ।

hiring

ସେହିପରି ପାଟଣାଗଡର ସବ୍ୟସାଚୀ ମାଝୀ ୧୦ ହଜାର, ମହମ୍ମଦ ଇଲିୟାସ ୧୧ହଜାର, ବିକାଶ ରଞ୍ଜନ ମିଶ୍ର ୧ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏମାନେ ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ଏବଂ ସହକାରୀ ଉପଜିଲ୍ଲାପାଳ ପଦ୍ମନାଭ ପୁରୋହିତଙ୍କୁ ଚେକ୍ ମାଧ୍ୟମରେ ସହାୟତା ରାଶି ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × five =