ନେହେରୁ ଯୁବ କେନ୍ଦ୍ର ତରଫରୁ ହାତ ଧୁଆ ପ୍ରଣାଳୀ ପ୍ରଶିକ୍ଷଣ ଓ ସଚେତନ

0 87

ଅନୁଗୋଳ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ତରଫରୁ ଆଠମଲ୍ଲିକ ବ୍ଲକ ର ଜାତୀୟ ଯୁବ ସ୍ଵେଚ୍ଛାସେବୀ ପ୍ରତାପ ମେହେର ଓ ଲକ୍ଷ୍ମୀ ବେହେରା ଙ୍କ ନେତୃତ୍ୱ ରେ କୁଦଗାଁ ପଞ୍ଚାୟତ ର ବିଜିପୁର ଗ୍ରାମରେ ହାତ ଧୁଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଛି । କୋରନା ରୋଗରୁ କିପରି ମୁକ୍ତି ପାଇବେ , ମାସ୍କ ନିହାତି ବ୍ୟବହାର କରିବେ , ସାମାଜିକ ଦୂରତା ବଜାୟ ରଖିବେ ବାରମ୍ବାର ୨୦ ସେକେଣ୍ଡ ରୁ ଅଧିକ ସାବୁନ୍ ରେ ହାତ ଧୋଇବେ ଆଦି ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

two × five =