Sign in
Sign in
Recover your password.
A password will be e-mailed to you.
ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତ ଦାନ ଶିବିର
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରଠାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପି. ଲତା ରିବନ!-->…
Read More...
Read More...
ଚଳିତବର୍ଷ ଓଡିଶାରେ ସ୍ୱାଭାବିକ ରହିବ ମୌସୁମୀ
ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ମୌସୁମୀ ଏବେ ଶ୍ରୀଲଙ୍କାରେ ପହଞ୍ôଚଛି । ଆସନ୍ତା ଦୁଇଦିନ ମଧ୍ୟରେ ଏହା କେରଳ ଛୁଇଁବ ବୋଲି ଆକଳନ କରାଯାଉଛି । କେରଳ ଛୁଇଁବାର ୧୦/୧୨ ଦିନ ପରେ ଏହା ଓଡିଶା ଛୁଇଁବ ବୋଲି ଆଶା କରାଯାଉଛି । ସମ୍ଭବତଃ ଜୁନ ୧୩ରୁ ୧୭ ମଧ୍ୟରେ ଏହା ଓଡିଶା ଛୁଇଁବ ବୋଲି ଭାରତୀୟ!-->…
Read More...
Read More...
ଏହି ବ୍ୟାଟ୍ସମ୍ୟାନଙ୍କ ବ୍ୟାଟରେ ରୋହିତ ଅର୍ଜନ କରିଥିଲେ ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ବରିଷ୍ଠ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ଏକ ବଡ଼ ଖୁଲାସା କରିଛନ୍ତି ଯେ ଓପନର୍ ରୋହିତ ଶର୍ମା ତାଙ୍କ ବ୍ୟାଟରେ ଭାରତ ପାଇଁ ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି । ୨୦୧୯ ଦିନିକିଆ ବିଶ୍ୱକପ ପରଠାରୁ ଟିମ୍ ଇଣ୍ଡିଆରୁ ବାହାରିଥିବା ଦୀନେଶ!-->…
Read More...
Read More...
ଗଜପତିରେ ଆଜି ପୁଣି ୮୦ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୧/୬- ଗଜପତି ଜିଲ୍ଲାରେ ଆଜି ପୁଣି ୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୧୭ ଜଣ, ଗୋଶାଣି ବ୍ଳକରେ ୧୬ ଜଣ, ଗୁମ୍ମା ବ୍ଳକରୁ ୭ ଜଣ,କାଶୀ ନଗର ବ୍ଳକରୁ ୧୩ଜଣ, ମୋହନା ବ୍ଳକରୁ ୧୧ ଜଣ,ନୂଆଗଡ଼!-->…
Read More...
Read More...
ବୌଦ୍ଧ କଲେଜର ଶଙ୍କର ଦାଦା ଓ ଘଡେଇ ବାବୁଙ୍କ ଅବସରଗ୍ରହଣ
ବୌଦ୍ଧ,୧/୬- ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ୨ଜଣ ବରିଷ୍ଠ କର୍ମଚାରୀ ଗତକାଲି ଚାକିରୀରୁ ଅବସରଗ୍ରହଣ କରିଛନ୍ତି । କଲେଜର ଲାଇବ୍ରେରୀଆନ ଶଙ୍କର ପ୍ରସାଦ ମିଶ୍ର (ଶଙ୍କର ଦାଦା) ଓ ବରିଷ୍ଠ କିରାଣୀ ଦେବରାଜ ଘଡେଇ (ଘଡେଇ ବାବୁ) ତାଙ୍କ ଦୀର୍ଘସମୟର କଲେଜ ଚାକିରୀ ଜୀବନ ଗତକାଲି ସମାପ୍ତ!-->…
Read More...
Read More...
ଦୁର୍ଗାପ୍ରସାଦକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ଦଶପଲ୍ଲା : ନୟାଗଡ ଜିଲ୍ଲାର ଗ୍ରାମାଞ୍ଚଳରେ କରୋନା ତାର ଉପସ୍ଥିତି ଜାହିର୍ କରିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ର ୫୭ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦୁର୍ଗାପ୍ରସାଦ ଗ୍ରାମକୁ ଆଜି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । କିଛି ଗ୍ରାମବାସୀ କରୋନା!-->…
Read More...
Read More...
ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ହେଲା ନିଷିଦ୍ଧାଂଚଳ
ଦଶପଲ୍ଲା : ନୟାଗଡ ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ର କିଛି କର୍ମଚାରୀ କରୋନା ଆକ୍ରାନ୍ତ ହେବାରୁ । ଆଜିଠାରୁ ୩ ତାରିଖ ପର୍ଯ୍ୟନ୍ତ ଖଣ୍ଡପଡା ତହସିଲ କାର୍ଯ୍ୟାଳୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ତହସିଲଦାର ପାର୍ଥ ସାରଥି ହାସଁଦା ।!-->…
Read More...
Read More...