ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହେରୁଙ୍କ ମହାପ୍ରୟାଣ ଦିବସ ପାଳିତ

ଗଜପତି,୨୭/୫- ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହେରୁଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ବର୍ତ୍ତମାନ କରୋନା ମହାମାରୀ ଉଗ୍ରରୂପ ନେଇଥିବା ବେଳେ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ଆଜି କଂଗ୍ରେସ
Read More...

କଣ୍ଟାମାଳ: ପ୍ରେସ ଲେଖା ଗାଡିରେ ଗଞ୍ଜେଇ ଚାଲାଣ, ମୁହଁ ଖୋଲୁନି ପୋଲିସ

କଣ୍ଟାମାଳ,୨୭/୫- ଏକ ପ୍ରେସ ଲେଖା ଗାଡିରେ ଖୁବ ଚତୁରତାର ସହିତ ଗଞ୍ଜେଇ ଚାଲାଣ କରୁଥିବା ଏକ ଲାଲ ରଙ୍ଗର ଟାକ୍ସି ନଂ ଓଆର ୦୨ ଏ-୨୬୪୩ ଗାଡିକୁ ଗତକାଲି ରାତିରେ କଣ୍ଟାମାଳ ପୋଲିସ ଜବତ କରିଥିବା ଜଣାଯାଇଛି । ଗାଡିରେ ପ୍ରେସ ସହିତ ଦୂରଦର୍ଶନ ଓଡିଆ ଲେଖାଯାଇଥିବା ଏହି ଗାଡିକୁ କଣ୍ଟାମାଳ ପୋଲିସ
Read More...

ବାତ୍ୟା ମଧ୍ୟରେ ନୂଆଜୀବନ, ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାରେ ଜନ୍ମନେଲେ ୭୫୦ ଶିଶୁ

ଭୁବନେଶ୍ୱର,୨୭/୫- ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଏବଂ ଜିଲ୍ଲା ପ୍ରଶାସନର ସହାୟତାରେ ଗୋଟେପଟେ ସାମୁଦ୍ରିକ ବାତ୍ୟା ‘ୟାସ’ର ଭୟାବହତା ଓ ଅପରପଟେ କରୋନା ମହାମାରୀର ଆତଙ୍କ ମଧ୍ୟରେ ବାତ୍ୟା ପ୍ରଭାବିତ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାର ଡାକ୍ତରଖାନାଗୁଡିକରେ ୭୫୦ଜଣ ଶିଶୁ ଜନ୍ମଲାଭ କରିଛନ୍ତି
Read More...

ଗୁଢିଆଳିରେ କରୋନା ପରୀକ୍ଷା ପାଇଁ ସ୍ୱାବ ସଂଗ୍ରହ

ବୌଦ୍ଧ/ଜହ୍ନାପଙ୍କ,୨୭/୫- ବର୍ତ୍ତମାନ ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାର କାରଣ ହେଉଛି ଗାଁ ରେ ବିବାହ ଭୋଜିର ଆସର । ଗ୍ରାମାଞ୍ଚଳରେ ଏବେ ଥଣ୍ଡା, କାଶ, ଜ୍ୱର ଲାଗିରହିଛି । ଲୋକମାନେ କରୋନା ପରୀକ୍ଷା ଭୟରେ ମେଡିକାଲ ଯାଉନାହାଁନ୍ତି । କ୍ୱାକ ମାନଙ୍କଠାରୁ ଔଷଧ ଖାଇ
Read More...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଯୁବକ ଆହତ

ଦାରିଙ୍ଗବାଡି,୨୭/୫- ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଡାବୁଲମାହା ଘାଟିରେ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକ ଆହତ ହୋଇଥିବା ଦେଖିବାକୁ ମିଳିଛି । ଯୁବକ ଜଣକ ହେଲେ ବାଲିଗୁଡା ଥାନା ଡଲାମିଲା ଗ୍ରାମର ସ୍ୱପ୍ନେଶ୍ୱର କହଁର । ଯୁବକ ଜଣକ ବାଲିଗୁଡାରୁ ଦାରିଙ୍ଗବାଡି ଯିବାବେଳେ ଡାବୁଲମାହା ଘାଟିରେ
Read More...

ବାହାଘର ଭୋଜିରେ ଚଢ଼ଉ,୨୦ ହଜାର ଟଙ୍କା ଜୋରିମାନା ଆଦାୟ

ଦାରିଙ୍ଗବାଡି,୨୭/୫- କୋଭିଡ ନିୟମ ଉଲ୍ଲଂଘନ କରି ବାହାଘର ଭୋଜି ଆୟୋଜନ ହେଉଥିବା ବେଳେ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଥାନା ଅଧିକାରୀ କୌଶିକ ମାଝୀ ମିଳିତ ଭାବେ ଭୋଜିରେ ଚଢ଼ଉ କରି ଆୟୋଜକ କିରଣ ପ୍ରଧାନଙ୍କ ଠାରୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଦାରିଙ୍ଗବାଡି
Read More...

ବାତ୍ୟା ‘ୟାସ’ ପ୍ରଭାବିତ ଜିଲ୍ଲାରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରିଲିଫ୍‌ ବଣ୍ଟନ କାର୍ଯ୍ୟକ୍ରମ: ବାଲେଶ୍ୱର,…

ଭୁବନେଶ୍ୱର,୨୭/୫- ବାତ୍ୟା ‘ୟାସ’ ପ୍ରଭାବିତ ଜିଲ୍ଲାମାନଙ୍କରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରିଲିଫ୍‌ ଏବଂ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ
Read More...

କରୋନାମୁକ୍ତ ହୀରୋ ଗ୍ରାମରେ ସାନିଟାଇଜର ବଣ୍ଟନ

ସମ୍ବଲପୁର,୨୭/୫- ପ୍ରାରମ୍ଭରୁ କରୋନା ଉପରେ ସଚେତନ ରହି ଅଦ୍ୟାବଧି ସଂପୁର୍ଣ୍ଣ କରୋନାମୁକ୍ତ ହୀରୋ ଗ୍ରାମବାସୀଙ୍କୁ ସାନିଟାଇଜର ବଣ୍ଟନ କରାଯାଇଛି । ସ୍ଥାନୀୟ ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଯୁଯୁମୁରା ବ୍ଲକ୍‌ ଅନ୍ତର୍ଗତ ହୀରୋ ଗ୍ରାମ ମହିଳା ଓ ଅବହେଳିତ ତଥା ଦୁର୍ବଳ ଶ୍ରେଣୀର
Read More...