ବାତ୍ୟା “ୟାସ” ସଂପର୍କରେ ବ୍ୟାପକ ପ୍ରସ୍ତୁତି ନେଇ ଜଳ ସଂପଦ ମନ୍ତ୍ରୀଙ୍କ ଏରସମା ଅଂଚଳ ପରିଦର୍ଶନ

ଭୁବନେଶ୍ବର,୨୪/୫- ବାତ୍ୟା " ୟାସ " ସଂପର୍କରେ ବ୍ୟାପକ ପ୍ରସ୍ତୁତି ନିମନ୍ତେ ରାଜ୍ୟ ଜଳସଂପଦ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଆଜି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ବିଭିନ୍ନ ଅଂଚଳ ଗସ୍ତ କରିଥିଲେ ଓ ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଥିଲେ । ସେ ଏରସମା ବ୍ଲକ ବିଡିଓ
Read More...

ଓୟୁଜେ କନ୍ଧମାଳ ଓ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ମିଳିତ ଭାବେ ଏସପିଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ,୨୪/୦୫ - ଓୟୁଜେ କନ୍ଧମାଳ ସଭାପତି ପ୍ରଶାନ୍ତ କୁମାର ବେହେରା ଓ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ଡ଼ଃ ଅରୁପ କୁମାର ଜେନାଙ୍କ ମିଳିତ ନେତୃତ୍ୱରେ ଆରକ୍ଷୀ ଅଧିକ୍ଷକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଆଲୋଚନା ପରେ ଦୁଇଟି ଦାବିପତ୍ର ଉଭୟ ପକ୍ଷରୁ ପ୍ରଦାନ
Read More...

ପାଟଣାଗଡ ବିଧାୟକଙ୍କ ଡାକ୍ତର ଖାନା ପରିଦର୍ଶନ

ପାଟଣାଗଡ,୨୪/୫଼: ମହାମାରୀ କରୋନା କାଳରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଅଚାନକ ବେଲପଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କରି ରୋଗୀ ମାନଙ୍କ ସମସ୍ୟା ବୁଝିଥିଲେ । କୋରନା ସମୟରେ ଡାକ୍ତରମାନେ ଠିକ୍‌ ଭାବରେ ଚିକିତ୍ସା କରିବାକୁ ସେ ସ୍ୱାସ୍ଥ୍ୟକେନ୍ଦ୍ର ଅଧକାରୀ ଶ୍ରୀଯୁକ୍ତ
Read More...

ବିଧାୟକଙ୍କ ଆହ୍ୱାନକ୍ରମେ ମେଡିକାଲ ପରିସରରେ ଖାଦ୍ୟ ବଣ୍ଟନ

ପାଟଣାଗଡ,୨୪/୫଼: କରୋନା ମହାମାରୀ ଯୋଗୁଁ ସରକାର ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ କରିଚାଲିଛନ୍ତି । ସେଥିପାଇଁ ଖଟିଖିଆ ଦିନ ମଜୁରିଆ ପରିବାର ଲୋକେ ଅସୁବିଧା ଭୋଗୁଛନ୍ତି ! ହୋଟେଲ, ବଜାର ବନ୍ଦ ଥିବା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ରୋଗୀମାନେ ଓ ତାଙ୍କ ସମ୍ପର୍କୀୟମାନେ ଅସୁବିଧା
Read More...

ଡ଼ବ୍ଲୁଏଚଆରସି ଓ ସୁନା ଭଉଣୀ ପରିବାର ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ଜଗତସିଂହପୁର,୨୪/୫- କୋଭିଡ ସଂକ୍ରମଣ ଦ୍ୱିତୀୟ ଲହରୀରେ ଜଗତସିଂହପୁର ଜ଼ିଲ୍ଲାରେ ସଂକ୍ରମଣ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି ମହାମାରୀ ସମୟରେ ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳରେ ଜୀବନଜୀବିକା ହରାଇଥିବା ଗରିବ ମୁଣ୍ଡାବସ୍ତିରେ ବସବାସ କରୁଥିବା ଲୋକମାନଙ୍କୁ ୱାଲଡ ହ୍ୟୁମାନ
Read More...

ଦାରିଙ୍ଗବାଡିକୁ ୪ ଟି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ

ଦାରିଙ୍ଗବାଡି,୨୪/୫- ଦାରିଙ୍ଗବାଡି ବ୍ଲକର ଗ୍ରୀନବାଡି ସରକାରୀ ଉଚ୍ଚ଼ ବିଦ୍ୟାଳୟର କୋଭିଡ଼ କେୟାର ସେଣ୍ଟର ଓ ଡବେରୀ ସେବାଶ୍ରମ ଓ ଡାକ୍ତର ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ବିଦ୍ୟାଳୟର ଦୁଇଗୋଟି ଟିଏମସି ସେଣ୍ଟରକୁ ମୁକୁଲ ମାଧବ ଫାଉଣ୍ଡେସନ ନଲେକ୍ସ ଓ ଆକ୍ସନଏଡ଼ ଅନୁଷ୍ଠାନ ପକ୍ଷରୁ ୪ ଟି
Read More...

ବାତ୍ୟା ‘ୟସ’ ମୁକାବିଲା ପାଇଁ ୧୯୦ ଉଦ୍ଧାରକାରୀ ଅଗ୍ନିଶମ ବାହିନୀ ନିୟୋଜିତ

ଭୁବନେଶ୍ୱର,୨୪/୫- ସମ୍ଭାବ୍ୟ ବାତ୍ୟା ୟସ କୁ ଦୃଷ୍ଟିରେ ରଖି ଓଡିଆସ ଅଗ୍ନିଶମ ବିଭାଗ ତରଫରୁ ପୁଣି ଥରେ ପ୍ରସ୍ତୁତି ବୈଠକ ଅନୁୁଷ୍ଠିତ ହୋଇଛି । ଏହି ଅବସରରେ ଆଜି ଅଗ୍ନିଶମ ମହାନିର୍ଦ୍ଦେଶକ ଏମ. ଅକ୍ଷୟ ଭିଡିଓ କନଫରେନସ ଜରିଆରେ ରାଜ୍ୟରେ ସମସ୍ତ ବରିଷ୍ଠ ଅଗ୍ନିଶମ ଅଧିକାରୀମାନଙ୍କ ସହ ଆଲୋଚନା
Read More...

ମାମଲା ପ୍ରତ୍ୟାହାର ଦାବିକଲା ବଲାଙ୍ଗୀର ଜିଲ୍ଲା ବିଜେପି

ବଲାଙ୍ଗୀର,୨୪/୫- ଜିଲ୍ଲାପାଳଙ୍କୁ ଚିଠି ଲେଖି ବିବିଏମସିଏଚ ରୋଗୀ କଲ୍ୟାଣ ସମିତିର ସାଂସଦ ପ୍ରତିନିଧି ଦିନେଶ ଶର୍ମାଙ୍କ ନାମରେ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ କରାଯାଇଥିବା ମାମଲା ପ୍ରତ୍ୟାହାର ଦାବୀ କରିଛନ୍ତି । ଶ୍ରୀ ଶର୍ମା ଅବ୍ୟବହୃତ କପଡା ଘୋଡା ନୂଆ ଭେଣ୍ଟିଲେଟର ସଂପର୍କରେ
Read More...

ବୌଦ୍ଧ : ତିନି ବ୍ଲକରେ ଆରମ୍ଭ ହେଲା ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ

ବୌଦ୍ଧ,୨୪/୫ - କୋଭିଡକୁ ପ୍ରତିହତ କରିବା ପାଇଁ ବୌଦ୍ଧ ଜିଲ୍ଲାର ସମସ୍ତ ବ୍ଲକରେ ଅଙ୍ଗନଓ୍ବାଡି କର୍ମୀମାନେ ଆଜିଠାରୁ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି | ଉକ୍ତ ସର୍ଭେ କାର୍ଯ୍ୟରେ ଗ୍ରାମର ଆଶାକର୍ମୀମାନେ ଅଙ୍ଗନଓ୍ବାଡି କର୍ମୀଙ୍କୁ ସହାୟତା କରୁଛନ୍ତି | କିଭଳି ସର୍ଭେ
Read More...