ଭେଣ୍ଡିଙ୍ଗ ଜୋନ ପୋଡ଼ିଯାଇଥିବା ବିପନ୍ନମାନଙ୍କୁ ସାଂସଦଙ୍କ ସହାୟତା

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ପଳାଶପଲ୍ଲୀ ଠାରେ ଭୟଙ୍କର ଅଗ୍ନିକାଣ୍ଡରେ ନିଜର ଜୀବିକା ହରାଇ ଥିବା ବନ୍ଧୁମାନଙ୍କୁ ଭେଟି ସମସ୍ୟା ବୁଝିବା ସହ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ।ଆଗାମୀ ଦିନରେ ପ୍ରଶାସନ ସହ ଯୋଗାଯୋଗ କରି ସମସ୍ୟା
Read More...

ରାଜ୍ୟର ଜନସାଧାରଣଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିବେଦନ : ଆମେ ଏକ ସମୟରେ ଦୁଇଟି ବଡ ବିପଦର ସାମନା…

ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର। ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା । ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଲୋକମାନଙ୍କ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଆଜି ସତର୍କ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆମେ ଏକା ସମୟରେ
Read More...

ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ବୌଦ୍ଧ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ବୌଦ୍ଧ : ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ଜିଲ୍ଲା କାର୍ଯ୍ୟାଳୟର ଦୃଶ୍ୟ ଓ ଶ୍ରାବ୍ୟ ସମ୍ମିଳନୀ କକ୍ଷରେ ଦୁରଭାଷା ମାଧ୍ୟମରେ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ କନ୍ଧାମାଳ ସାଂସଦଙ୍କ ପ୍ରତିନିଧି, ବୌଦ୍ଧ ଓ କଣ୍ଟାମାଳ ବିଧାୟକଙ୍କ ସହିତ ପ୍ରତ୍ୟେକ ବ୍ଲକର ଚେୟାରମ୍ୟାନ
Read More...

ସମଲେଶ୍ୱରୀ ମନ୍ଦିରରେ ଅଗ୍ନିକାଣ୍ଡ

ସମ୍ବଲପୁର : ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ମନ୍ଦିରର ଦୀପଗୃହରେ ଗତକାଲି ରାତି ପ୍ରାୟ ୨.୪୫ ସମୟରେ ନିଆଁ ଲାଗିଥିବା ଜଣାପଡିଛି । ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହା ଆୟତ୍ତରେ ଅଣା ଯାଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହା ବିଦ୍ୟୁତ ଶର୍ଟସର୍କିଟ ଯୋଗୁଁ
Read More...

ଗରିବ ବସ୍ତିବାସିନ୍ଦାଙ୍କୁ ଅଫ୍‌ଲାଇନରେ ଟିକାକରଣ ପାଇଁ ଦାବି କଲା ବିଜେପି ଯୁବ ମୋର୍ଚ୍ଚା

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅଧିନସ୍ଥ ବିଭିନ୍ନ ବସ୍ତି ଅଞ୍ଚଳର ବୃଦ୍ଧ, ବୃଦ୍ଧା, ଗରିବ, ଦିନମଜୁରିଆଙ୍କୁ ଅଫଲାଇନ ଜରିଆରେ ପଞ୍ଜିକୃତ କରି ସେସବୁ ଅଞ୍ଚଳରେ କୋଭିଡ ଟିକାକରଣ କେନ୍ଦ୍ର ପାଇଁ ଅସ୍ଥାୟୀ କ୍ୟାମ୍ପ ବ୍ୟବସ୍ଥା କରି ତାଙ୍କର ଟିକାକରଣ କରିବାର ପାଇଁ ସମ୍ବଲପୁର
Read More...

ଗଜପତିରେ ପୁଣି ୬୭ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୨୪/୫- ଗଜପତି ଜିଲ୍ଲାରେ ଆଜି ପୁଣି ୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୧୩ ଜଣ, ଗୋଶାଣି ବ୍ଳକରୁ ୨ ଜଣ, ଗୁମ୍ମା ବ୍ଳକରୁ ୪ ଜଣ, କାଶୀ ନଗର ବ୍ଳକରୁ ୬ଜଣ, ମୋହନା ବ୍ଳକରୁ ୨୭ଜଣ,
Read More...

ମସ୍ତି ମୋଡରେ ହାତୀପଲ, ଭାଇରାଲ ହେଲା ଭିଡିଓ

ସୋସିଆଲ ମିଡିଆରେ ହାତୀଙ୍କର ମଜାଳିଆ ଏବଂ ସୁନ୍ଦର ଭିଡିଓ ପ୍ରାୟତଃ ଭାଇରାଲ ହୋଇଥାଏ । ଏହି ସମୟରେ ସୋସିଆଲ ମିଡିଆରେ ହାତୀମାନଙ୍କର ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଲୋକଙ୍କ ମନ ଜିଣିଛଇ । ଏହି ଭିଡିଓରେ ଏକ ହାତୀ ପଲ ଜଙ୍ଗଲରେ ବୁଲୁଥିବାର ନଜର ଆସୁଛନ୍ତି । ଏହି ସମୟ ମଧ୍ୟରେ,
Read More...

ବୌଦ୍ଧ: ଜିଲ୍ଲାରେ ୨୬୧ କରୋନା ପଜିଟିଭ ଚିହ୍ନଟ, ବିଜାପଦର ଗ୍ରାମରୁ ୫୩

ବୌଦ୍ଧ,୨୪/୫- ଆଜି ପୁଣି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୨୬୧ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ
Read More...