ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ

ବୌଦ୍ଧ,୧୨/୫ - ବୌଦ୍ଧଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଏକ ୪ ଦଫା ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଓମ୍‌ ପ୍ରକାଶ
Read More...

ପିକଅପ ଭ୍ୟାନ ଓଲଟି ୮ ଶ୍ରମିକ ଆହତ, ୪ଗୁରୁତର ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର

ଦାରିଙ୍ଗବାଡି,୧୨/୫: କନ୍ଧମାଳ ଗଞ୍ଜାମ ସୀମାନ୍ତ ସୋରଡ଼ା ଥାନା ଗାଜଲବାଡ଼ି ଗ୍ରାମ ନିକଟରେ ଆଜି ଏକ ପିକଅପ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇ ୮ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଗୁରୁତର ହୋଇଛନ୍ତି । । ସୂଚନା ମୁତାବକ ଆଜିସକାଳୁ ଦାରିଙ୍ଗବାଡି ଗ୍ରାମରୁ ୮ ଜଣ ଶ୍ରମିକ ଦିନ ମଜୁରିଆ
Read More...

ବିଶ୍ୱ ନର୍ସିଂ ଦିବସରେ ନର୍ସମାନଙ୍କ ସହ କଥାହୋଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨/୫- ଆଜି ବିଶ୍ୱ ନର୍ସିଂ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଡାକ୍ତରଖାନା ମାନଙ୍କରେ କାର୍ଯ୍ୟରତ ନର୍ସମାନଙ୍କ ସହ ଫୋନ ଯୋଗେ କଥା ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନିଜର ବ୍ୟକ୍ତିଗତ ସୁଖଦୁଃଖକୁ ପଛରେ ପକାଇ ସେମାନେ ଯେପରି
Read More...

କୋଭିଡ ହସ୍ପିଟାଲ ଅଗ୍ନିକାଣ୍ଡ ଏଡାଇବା ପାଇଁ ସଜାଗ ଅଗ୍ନିଶମ ବାହିନୀ

ଭୁବନେଶ୍ୱର,୧୨/୫- କୋଭିଡ ୧୯ର ମୁକାବିଲା ପାଇଁ ସାରାଦେଶରେ କୋଭିଡ ହସପିଟାଲସବୁ କାର୍ଯ୍ୟକ୍ଷମ କରାଯାଇ କୋଭିଡ ପୀଡିତଙ୍କ ଚିକିତ୍ସା କରାଯାଉଥିବାବେଳେ କେତେକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଧନଜୀବନ ହାନି ଘଟୁଛି । ବର୍ତ୍ତମାନ ସାରା ରାଜ୍ୟରେ ୬୨ ଗୋଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ
Read More...

ମେଡିକାଲରେ ଗରମ ପାଣି ଯୋଗାଇବ ଯୁବ କୁଲତା ସମାଜ

ବଲାଙ୍ଗୀର,୧୨/୫- ବଲାଙ୍ଗୀର ଓ ପଡୋଶୀ ଜିଲ୍ଲା ଲୋକେ ଚିକିତ୍ସା ପାଇଁ ବିବିଏମସିଏଚ ଉପରେ ନିର୍ଭରଶୀଳ । ଏବେକାର ମହାମାରୀ ସମୟରେ ରୋଗୀ ଓ ସଂପର୍କୀୟ ସଂଖ୍ୟା ମଧ୍ୟ ବଢୁଛି । କୋଭିଡ ସଂକ୍ରମିତ ରୋଗୀଙ୍କ ପାଇଁ ଗରମ ପାଣି ଓ ଖରାଦିନରେ ସଂପର୍କୀୟ ଥଣ୍ଡା ପିଇବା ପାଣି ମାଗଣାରେ ଯୋଗାଇବା ପାଇଁ
Read More...

ଦୁଇଜଣ ଡାକ୍ତର କୋରନା ପଜିଟିଭ ପରେ ଚିନ୍ତାରେ ଅଞ୍ଚଳବାସୀ

ବୌଦ୍ଧ /ଜହ୍ନାପଙ୍କ,୧୨/୫- ବୌଦ୍ଧ ଜିଲ୍ଲାରେ ଦିନକୁଦିନ କୋରନା ତାର କାୟାବିସ୍ତାର କରି ଚାଲିଥିବାବେଳେ ଏବେ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି । ଜିଲ୍ଲା ପ୍ରଶାସନ ବାରମ୍ବାର ଡ଼ାକବାଜି ଯନ୍ତ୍ର ସାହଯ୍ୟରେ ପ୍ରଚାର କରୁଥିବା ବେଳେ ଲୋକେ ମାସ୍କ ଓ ସାମାଜିକ ଦୂରତା ରଖୁନଥିବାରୁ ଏହା
Read More...

ସର୍ବାଧିକ କରୋନା ସଂକ୍ରମିତ ଶ୍ୟାମସୁନ୍ଦରପୁର ଗ୍ରାମରେ ରେଡକ୍ରସ ପକ୍ଷରୁ ସହାୟତା

ବୌଦ୍ଧ,୧୨/୫- ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ଯେଉଁଠି ୧୬୮ ରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ସେହି ଗ୍ରାମରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଯୁବ ରେଡକ୍ରସ ପକ୍ଷରୁ ଏକ ସଚେତନତା ଶିବିର ଆୟୋଜନ ସହ କରୋନା ସମ୍ବନ୍ଧରେ ବିଭିନ୍ନ ପରାମର୍ଶ
Read More...

ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦାବି

ବୌଦ୍ଧ/ଜହ୍ନାପଙ୍କ,୧୨/୫- ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ରାସ୍ତା ଅସମ୍ପୂର୍ଣ୍ଣ ଯୋଗୁଁ ଗ୍ରାମବାସୀ ନାହିଁ
Read More...

ଗଜପତିରେ ପୁଣି ୧୧୧ ଜଣ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ଗଜପତି,୧୨/୫ - ଗଜପତି ଜିଲ୍ଲାରେ ଆଜି ପୁଣି ୧୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୫ ଜଣ, ଗୋଶାଣି ବ୍ଳକରେ ୭ ଜଣ, ଗୁମ୍ମା ବ୍ଳକରୁ ଜଣେ, କାଶୀ ନଗର ବ୍ଳକରୁ ୫ ଜଣ, ମୋହନା ବ୍ଳକରୁ ୨୪ ଜଣ,ନୂଆଗଡ଼
Read More...

ସଫେଇ କର୍ମଚାରୀଙ୍କୁ ପିଏପିର ମାକ୍ସ ବଣ୍ଟନ

ବଲାଙ୍ଗୀର,୧୨/୫- ସଂପ୍ରତି ବଢୁଥିବା କୋରୋନାର ସଂକ୍ରମଣକୁ ରୋକିବାକୁ ଜରୁରୀ । ସବୁବେଳେ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା । । କୋଭିଡ ସଂକ୍ରମଣକୁ ପ୍ରତିହତ କରିବାପାଇଁ ଯେଉଁମାନେ ଆଗରେ ଠିଆ ହୋଇ ସମାଜର ସୁରକ୍ଷାରେ ନିଜକୁ ସମର୍ପିତ କରିଛନ୍ତି, ସେମାନେ
Read More...