ବୌଦ୍ଧ: ଦିନକରେ ରେକର୍ଡ ସଂଖ୍ୟକ ୩୧୩ ପଜିଟିଭ, କେବଳ ଦେବଗଡରୁ ୧୪୮

ବୌଦ୍ଧ,୨୦/୫ - ଆଜି ଗୋଟିଏଦିନରେ ସର୍ବକାଳୀନ ରେକର୍ଡ ସଂଖ୍ୟକ ୩୧୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ
Read More...

ନଳକୂପ ଅଚଳ, ମରାମତି ଦାବି

ବୌଦ୍ଧ,୨୦/୫ - ବୌଦ୍ଧ ବ୍ଲକ୍ ଗୋଛାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳା ମୁଣ୍ଡା ଗ୍ରାମରେ ଥିବା ଗୋଟିଏ ନଳକୂପ ପ୍ରାୟ ଏକ ମାସରୁ ଉର୍ଦ୍ଧ୍ବ ସମୟ ହେଲା ଅଚଳ ରହିଥିବା ହେତୁ ଗ୍ରାମବାସୀ ପାନୀୟ ଜଳ କଷ୍ଟ ଭୋଗ କରୁଥିବା ଅଭିଯୋଗ ହେଉଛି | ଉକ୍ତ ନଳକୂପ ଆଜକୁ ପ୍ରାୟ 7 ବର୍ଷ ତଳେ ଖୋଳା
Read More...

ଡ୍ରେନ କିମ୍ବା ସୋକ୍ ପିଟ ନଥିବାରୁ ରାସ୍ତାରେ ବହୁଛି ନଳକୂପ ପାଣି

ବୌଦ୍ଧ,୨୦/୫- ବୌଦ୍ଧ ବ୍ଲକ୍ ତେଲିବନ୍ଧ ଗ୍ରାମ ପଞ୍ଚାୟତ ତେଲିବନ୍ଧ ଗ୍ରାମରେ ଡ୍ରେନନଥିବା ହେତୁ ରାସ୍ତାରେ ନଳକୂପର ଉଦବୃତ ପାଣି ବହୁଥିବା ଦେଖିବାକୁ ମିଳୁଛି l ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ରାସ୍ତା ବାଟରେ ପାଣି ଜମି ରହି କାଦୁଅ ହେଉଥିବା ଅଭିଯୋଗ ହେଉଛି | ନଳକୂପର
Read More...

8 ଗୋଟି ଅଂଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା

ବୌଦ୍ଧ,୧୯/୫- ସ୍ଥାନୀୟ ଅଞ୍ଚଳରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ଏନ.ଏ. ସି., ବୌଦ୍ଧ ବ୍ଲକ୍ ଓ କଣ୍ଟାମାଳ ବ୍ଲକ୍ ଅଂଚଳର 8 ଗୋଟି ଅଂଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି | ମିଳିଥିବା ସୂଚନା
Read More...

କୋଭିଡ୍ ହସପିଟାଲରେ ଯୁବ ଆଇନଜୀବିଙ୍କ ପରଲୋକ

ବୌଦ୍ଧ,୧୯/୫ - ଆଜି କରୋନାରେ ବୌଦ୍ଧ ଜିଲ୍ଲାର ଜଣେ ଯୁବ ଆଇନଜୀବୀଙ୍କ ପରଲୋକ ହୋଇଯାଇଥିବା ଜଣା ପଡିଛି l ହରଭଙ୍ଗା ବ୍ଲକ୍ କୁଶଙ୍ଗ ଗ୍ରାମର ଯୁବ ଆଇନଜୀବୀ ବିଶ୍ବନାଥ ବେହେରା (36) ତିନି ଦିନ ତଳେ ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ପରୀକ୍ଷା କରାଇ ପଜିଟିଭ ଚିନ୍ହଟ
Read More...