ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚକ୍ରଧର ଭୋଇଙ୍କ ପରଲୋକ
ବୌଦ୍ଧ/ଜହ୍ନାପଙ୍କ,୧୦/୫- ବୌଦ୍ଧବ୍ଳକ ତେଲିବନ୍ଧର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚକ୍ରଧର ଭୋଇ(୮୫)ଙ୍କ ରବିବାର ରାତିପ୍ରାୟ ୧୧ ଟା ବେଳେ ନିଜ ବାସଭବନରେ ହୃଦଘାତରେ ପରଲୋକ ଘଟିଛି । ସେ ୧୯୫୯ ମସିହାରେ କଣ୍ଟାମାଳ ବ୍ଳକର ବାର୍ଡୋଲ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ । ତାପରେ!-->…
Read More...
Read More...