ଦୁଇଟି ମାମଲାରେ 59 କେ.ଜି. ଗଂଜେଇ ଜବତ୍, ଜଣେ ଗିରଫ
ବୌଦ୍ଧ,୫/୪ - ବୌଦ୍ଧ ଜିଲ୍ଲା ଗଂଜେଇ ମାଫିଆ ମାନଙ୍କ ଭୂସ୍ୱର୍ଗ ପାଲଟିଛି l ପ୍ରତିଦିନ କ୍ବିଣ୍ଟାଲ୍ କ୍ବିଣ୍ଟାଲ୍ ଗଞ୍ଜେଇ ଦୁଇ ଚକିଆ ଓ ଚାରି ଚକିଆ ଯାନବାହାନ ରେ ଜିଲ୍ଲା ବାହାରକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି | ପୋଲିସ୍, ଅବକାରୀ ବିଭାଗର ଅନେକ କର୍ମଚାରୀଙ୍କ ଗଂଜେଇ ମାଫିଆ!-->…
Read More...
Read More...