ଜିଲ୍ଲାସ୍ତରୀୟ ବିଶ୍ୱ ବନ ଦିବସ ପାଳିତ
ବୌଦ୍ଧ,୨୧/୩:- ବୌଦ୍ଧବ୍ଲକ ବଘିଆପଡ଼ା ସରକାରୀ ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟ ଠାରେ ବୌଦ୍ଧ ବନଖଣ୍ଡ ତରଫରୁ ଜିଲ୍ଲାସ୍ତରୀୟ ବିଶ୍ୱ ବନଦିବସ ୨୦୨୧ ଜିଲ୍ଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏକ ସଚେତନ ରାଲି କରାଯିବା ପରେ ସଭାର ଆୟୋଜନ ହୋଇଥିଲା!-->…
Read More...
Read More...